Browsing Tag

Shah Rukh Khan

ଶାହରୁଖ ଖାନଙ୍କ ‘ପଠାନ’ରେ କେମିଓ କରିବେ ସଲମାନ, ବିଗବସ୍-୧୪ରେ କରିଥିଲେ ଘୋଷଣା

ସଲମାନ ଖାନ ଏବଂ ଶାହରୁଖଙ୍କ ମଧ୍ୟରେ ଥିବା ବନ୍ଧୁତା କାହାକୁ ଅଛପା ନାହିଁ। ଦୁହିଁଙ୍କ ନାମ ଇଣ୍ଡଷ୍ଟ୍ରୀରେ ବେଶ ଚର୍ଚ୍ଚିତ। ଦୁହିଁଙ୍କୁ ଏକାଠି ଦେଖିବା ପାଇଁ ଫ୍ଯାନ ଅନେକ ଦିନରୁ ଚାହିଁ ବସିଛନ୍ତି। ଦୁହେଁ ଅନେକ ଦିନରୁ ଏକାଠି କୌଣସି ଫିଲ୍ମ ମଧ୍ୟ କରିନାହାନ୍ତି। ଶେଷଥର ପାଇଁ ସଲମାନ ଏବଂ…

ମହିଳା ହକି ଟିମ୍‌ର ଐତିହାସିକ ବିଜୟରେ ଖୁସି ହେଲେ ଶାହାରୁଖ ଖାନ୍‌, କହିଲେ- ସୁନା ନେଇ ଆସ

ଆଜି ସକାଳେ ଭାରତୀୟ ମହିଳା ହକି ଟିମ୍‌ ଟୋକିଓ ଅଲମ୍ପିକ ୨୦୨୧ରେ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ଦେଶର ଟେକ ରଖିଛନ୍ତି। ମହିଳା ହକି ଟିମ୍‌ର ଦମ୍‌ଦାର ବିଜୟ ପରେ ସୋସିଆଲ ମିଡିଆରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ତାଙ୍କର ଏହି ବିଜୟର ଶ୍ରେୟ ଲୋକମାନେ ଟିମ୍‌ର କୋଚ୍‌ ସୋର୍ଡ…

‘ପଠାନ’ ଫିଲ୍ମର ସୁଟିଂ ଆରମ୍ଭ କଲେ ଦୀପିକା ପାଦୁକୋନ

ସୁପରଷ୍ଟାର ଶାହରୁଖ ଖାନ 'ପଠାନ' ଫିଲ୍ମ ଜରିଆରେ ବଡ ପରଦାକୁ ଫେରିବେ । ଯେଉଁଥିରେ ଜନ ଆବ୍ରାହମ୍, ଦୀପିକା ପାଦୁକୋନ, ଡିମ୍ପଲ କାପାଡିଆ ମଧ୍ୟ ଅଭିନୟ କରିବେ ବୋଲି ଜଣାଯାଇଛି । ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ହେଲେ ଫିଲ୍ମ ପାଇଁ ଦୀପିକା ରବିବାର ଠାରୁ ସୁଟିଂ ଆରମ୍ଭ…

କ’ଣ ଆପଣ ଜାଣନ୍ତି ଶାହରୁଖ ଖାନ ପୁଅ ଆର୍ଯ୍ୟନଙ୍କୁ ଘରେ କେବେ ଶାର୍ଟଲେସ ହେବାକୁ ଦିଅନ୍ତି ନାହିଁ?

ଶାହରୁଖ ଖାନ ଏମିତି ଜଣେ ଅଭିନେତା, ଯିଏ ସବୁବେଳେ ସମାନତା ଉପରେ ଜୋର ଦେଇଥାନ୍ତି। ଥରେ ସେ ଏ ବିଷୟରେ ଖୋଲିକି କଥା ବି ହୋଇଥିଲେ ଯେ କେମିତି ତାଙ୍କ ପୁଅକୁ ଘରେ ଝିଅ ଉପରେ କୌଣସି ଅତିରିକ୍ତ ବିଶେଷ ଅଧିକାର ଦିଆଯାଇ ନାହିଁ। ବାସ୍ତବରେ, କ'ଣ ଆପଣ ଜାଣନ୍ତି ତାଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଘରେ…

ଇଦ୍ ଅବସରରେ ଫ୍ଯାନଙ୍କୁ ଏମିତି ସରପ୍ରାଇଜ ଦେଲେ କିଙ୍ଗ ଖାନ୍, ଭାଇରଲ ହେଉଛି ଫଟୋ

ବଲିଉଡ ଷ୍ଟାର ଶାହରୁଖ ଖାନ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ନିଜ ଷ୍ଟାଇଲ ଯୋଗୁଁ ବେଶ ପରିଚିତ। ଶାହରୁଖ ଅନେକ ଦିନରୁ ଫିଲ୍ମ ଠାରୁ ଦୂରରେ ରହିଛନ୍ତି କିନ୍ତୁ ତାଙ୍କ କ୍ରେଜ ଆଜିଯାଏ ମଧ୍ୟ କମିନି। ଏମିତିରେ ଇଦ୍ ଅବସରରେ ନିଜ ଫ୍ଯାନଙ୍କୁ ସରପ୍ରାଇଜ ଦେଇଛନ୍ତି। ଶାହରୁଖ ନିଜ ଫ୍ଯାନ…

ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମରେ ପୁଣିଥରେ ଦେବଦାସ ସାଜିବେ ଶାହରୁଖ ! ୨୦ ବର୍ଷ ପରେ ଏକାଠି କରିବେ କାମ

୨୦୦୦ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଦେବଦାସ’ ପରେ ଶାହରୁଖ ଖାନ ସଂଜୟ ଲୀଲା ଭନସାଲୀଙ୍କ ସହିତ କୌଣସି ଫିଲ୍ମରେ ନଜର ଆସିନାହାନ୍ତି। ଦୀର୍ଘ ୨୦ ବର୍ଷ ପରେ ପୁଣି ଦୁହେଁ ଏକାଠି କାମ କରିବାକୁ ଯାଉଛନ୍ତି। ଫଇଳ୍ମ ‘ଇଜହାର’ ଜରିଆରେ ଦୁହେଁ ଏକାଠି ନଜର ଆସିବେ। ଗତ ଦୁଇବର୍ଷ ହେଲାଣି…

ବିଗ୍‌ବସ୍‌ ପରେ ‘ପଠାନ୍‌’ର ସୁଟିଂ ଆରମ୍ଭ କରିବେ ସଲମାନ୍‌ ଖାନ୍‌, ଫିଲ୍ମରେ ଲିଡ୍‌ ରୋଲ୍‌ରେ ନଜର ଆସିବେ ଶାହାରୁଖ

ବିଗ୍‌ବସ୍‌ର ସୁଟିଂ ପରେ ‘ପଠାନ୍‌’ ଫିଲ୍ମର ସୁଟିଂ ଆରମ୍ଭ କରିବେ ସୁପରଷ୍ଟାର ସଲମାନ୍‌ ଖାନ୍‌। ଏନେଇ ନିଜେ ସଲମାନ୍‌ ସୂଚନା ଦେଇଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଶାହାରୁଖ ଖାନ୍‌ ନଜର ଆସିବେ। ଫିଲ୍ମର ନିର୍ମାଣ ୟଶରାଜ୍‌ ଫିଲ୍ମସର ବ୍ୟାନରରେ ହେବାକୁ ଯାଉଛି। ‘ଓ୍ଵାର’ ଫିଲ୍ମର…

ନୂଆ ଲୁକ୍‌ରେ ନଜର ଆସିଲେ କିଙ୍ଗ୍‌ ଖାନ୍‌, ପୁଲ୍‌ ଖେଳିବା ବେଳେ ଦେଲେ ବଡ଼ ମେସେଜ୍‌

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ ଖାନ୍‌ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ସେୟାର କରିଥାନ୍ତି। ଫିଲ୍ମରେ ନଜର ଆସୁନଥିଲେ ମଧ୍ୟ ସେ ଫ୍ୟାନ୍‌ଙ୍କ ସହ ସବୁବେଳେ ଯୋଡ଼ି ହୋଇ ରହିଥାନ୍ତି। ନିକଟରେ କିଙ୍ଗ୍‌ ଖାନ୍‌ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଖୁବ୍‌ ସୁନ୍ଦର କ୍ୟାପସନ୍‌…

‘ଡନ୍‌ ୨’ର ଗେଟ୍‌ଅପ୍‌ ସହ ମିଶୁଛି ଶାହାରୁଖ ଖାନ୍‌ଙ୍କ ‘ପଠାନ୍‌’ର ଲୁକ୍‌, ଭାଇରାଲ ହେଲା ଫଟୋ

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ଦେଖିବାକୁ ଫ୍ୟାନ୍‌ମାନେ ଚାତକ ଭଳି ଚାହିଁ ରହିଛନ୍ତି। ଦୀର୍ଘଦିନ ହେବ ଶାହାରୁଖଙ୍କର କୌଣସି ଫିଲ୍ମ ପରଦାକୁ ଆସିନାହିଁ। ଶେଷ ଥର ପାଇଁ ଶାହାରୁଖଙ୍କୁ ‘ଜିରୋ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହା ପରଠୁ ସେ ରୂପେଲ ପରଦାରୁ ଏକ ପ୍ରକାରର…

ନିଜ ଆଲିଶାନ୍‌ ବଙ୍ଗଳାରେ ରହିବାର ସୁଯୋଗ ଦେଉଛନ୍ତି ଶାହାରୁଖ ଖାନ୍‌, ଜାଣନ୍ତୁ କେମିତି କରିବେ ଆବେଦନ

ଶାହାରୁଖ ଖାନ୍‌ଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସିଖବର। ଯଦି ଆପଣ ବି କିଙ୍ଗ୍‌ ଖାନ୍‌ଙ୍କ ବିଗ୍‌ ଫ୍ୟାନ୍‌ ତେବେ ଆପଣ ବି ଶାହାରୁଖଙ୍କ ଘରେ ରହିବାର ସୁଯୋଗ ପାଇବେ। ବିଶ୍ୱାସ ହେଉନଥିଲେ ବି ଏହା ସତ। ନିକଟରେ ଶାହାରୁଖ ଖାନ୍‌ ନିଜ ଦିଲ୍ଲୀସ୍ଥିତ ଘରର ଝଲକ ଦେଖାଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଏହି…

ମଶାମରା ବ୍ୟାଟକୁ ଗୀତାର କରି ଶାହରୁଖଙ୍କ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଆୟୁଷ୍ମାନ ଖୁରାନା, ୧ କୋଟିରୁ ଅଧିକ ଥର…

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡ଼ିଓରେ ଆୟୁଷ୍ମାନ ନିଆରା ଅନ୍ଦାଜରେ ଶାହାରୁଖ ଖାନଙ୍କ ଗୀତରେ ପରଫର୍ମ କରିବା ସହ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଭିଡିଓକୁ ସେ ଏକ ସପ୍ତାହ ପୂର୍ବରୁ ନିଜ ଇନଷ୍ଟାଗ୍ରାମରେ ସେୟାର…

ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ ପାଇଁ ଦୀପିକା ପାଦୁକୋନ୍‌ ଚାର୍ଜ କଲେ ଏତେ କୋଟି ଟଙ୍କା, ଶୁଣିଲେ ଉଡ଼ିଯିବ ହୋସ୍‌

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ରେ ନଜର ଆସିବାକୁ ଯାଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ଏହି ଫିଲ୍ମ ପାଇଁ ମୋଟା ଅଙ୍କର ଟଙ୍କା ଡିମାଣ୍ଡ କରିଛନ୍ତି। ସୂଚନା ମୁତାବକ ଦୀପିକା ପାଦୁକୋନ୍‌ ‘ପଠାନ୍‌’ ଫିଲ୍ମ ପାଇଁ ୧୫ କୋଟି ଟଙ୍କା ଚାର୍ଜ…