ଘରେ କିଛି ଟେଷ୍ଟି ବନେଇବା ପାଇଁ ଭାବୁଛନ୍ତି କି ? ଆଉ ବିଳମ୍ବ କାହିଁ ଅତି ସହଜରେ ଘରେ ବନାନ୍ତୁ ସ୍ଵାଦିଷ୍ଟ…
ଆବଶ୍ୟକୀୟ ସମାଗ୍ରୀ
ପନିର ୨୫୦ ଗ୍ରାମ
ଟମାଟୋ ୨ ଟି
ପିଆଜ ୩ ଟି
ଅଦା ୧ ଇଞ୍ଚ
ରସୁଣ ୧ ଟି
କଞ୍ଚାଲଙ୍କା
କାଜୁ
ତେଜପତ୍ର, ଲବଙ୍ଗ, ଅଳେଇଚ, ଡାଲଚିନି
ଲଙ୍କାଗୁଣ୍ଡ
ମେଥିଗୁଣ୍ଡ
ବଟର
କ୍ରିମ
ସ୍ଵାଦ ଅନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ…