Browsing Tag

Shahid Afridi

‘ପ୍ଲିଜ ଦୁଇ ଦେଶ ମଧ୍ୟରେ କ୍ରିକେଟ ଖେଳ ହେବାକୁ ଦିଅ’, ମୋଦିଙ୍କୁ ନିବେଦନ କଲେ ଶାହିଦ ଆଫ୍ରିଦି

ଚଳିତବର୍ଷ ଏସିଆ କପକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ । ଚଳିତବର୍ଷ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଆୟୋଜନ କରିବ । କିନ୍ତୁ ବିସିସିଆଇ ସଚିବ ଜୟ ଶାହା ଟିମ୍‌ ଇଣ୍ଡିଆ ଏସିଆ କପ୍‌ ୨୦୨୩ ପାଇଁ ପାକିସ୍ତାନ ଗ୍ରସ୍ତ କରିବ ନାହିଁ ବୋଲି ପୂର୍ବରୁ ମନା କରିସାରିଛନ୍ତି ।…

ବିବାହ ପରେ ଭାଇରାଲ ହେଲା ଝିଅର ନକଲି ଫଟୋ; ରାଗିଗଲେ ଶାହିଦ ଆଫ୍ରିଦି, ଫଟୋ ସେୟାର କରି କହିଲେ ଏମିତି କଥା

ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଝିଅ ଅଂଶାଙ୍କର ନିକଟରେ ବିବାହ ସମ୍ପନ୍ନ ହୋଇଛି। ତାଙ୍କର ବିବାହ ପାକିସ୍ତାନର ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦିଙ୍କ ସହିତ ହୋଇଛି। ବିବାହ ପରେ ସୋସିଆଲ ମିଡିଆରେ ଅଂଶାଙ୍କର କିଛି ଫଟୋ ଭାଇରାଲ ହୋଇଥିଲା ଏବଂ ତାଙ୍କ ନାଁରେ ନକଲି ଆକାଉଣ୍ଟ…

ଶାହିଦ ଆଫ୍ରିଦିଙ୍କ ଜ୍ୱାଇଁ ହେଲେ ଶାହିନ: ବରଯାତ୍ରୀ ହୋଇ ଆସିଲେ ବାବର ଆଜମ, ଶାଦାବ ଏବଂ ସରଫରାଜ

ପାକିସ୍ତାନର ଷ୍ଟାର ବୋଲର ଶାହିନ ଶାହ ଆଫ୍ରିଦି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଶାହିନ ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କ ଝିଅ ଅଶାଂକୁ ବିବାହ କରିଛନ୍ତି । କରାଚୀରେ ଏକ ଭବ୍ୟ ସମାରୋହ କରି ଦୁହେଁ ବିବାହ କରିଛନ୍ତି । ଫେବୃଆରୀ ୩ ତାରିଖରେ ଏହି ବାହାଘର ହୋଇଛି । ଏହାକୁ ନେଇ…

ଦେବାଳିଆ ସ୍ଥିତିରେ ପାକିସ୍ତାନ କ୍ରିକେଟ ବୋର୍ଡ, ଖେଳାଳିଙ୍କ ଚିକିତ୍ସା ପାଇଁ ବୋର୍ଡ ପାଖରେ ନାହିଁ ପଇସା

ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଅବସ୍ଥା ଖରାପ ସ୍ଥିତିରେ ରହିଛି ବୋଲି ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦ ଖୁଲାସା କରିଛନ୍ତି। ଦେଶର ଆର୍ଥିକ ସ୍ଥିତି ଖରାପ ଚାଲିଥିବା ବେଳେ ବୋର୍ଡର ସ୍ଥିତି ମଧ୍ୟ ଖରାପ ରହିଛି। ଶାହିଦ ଏକ ଚ୍ୟାନେଲରେ କହିଛନ୍ତି, ପାକିସ୍ତାନ କ୍ରିକେଟ ବୋର୍ଡ ପାଖରେ…

ଟି-୨୦ ବିଶ୍ୱକପ୍‌ରେ ଦମ୍‌ଦାର ବୋଲିଂ କରି ଚମକାଇ ଦେଇଥିବା ଶାହିନ୍‌ ଆଫ୍ରିଦିଙ୍କ ସହ ଶାହିଦ ଆଫ୍ରିଦିଙ୍କ ସମ୍ପର୍କ…

ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ରବିବାର ଦିନ ପାକିସ୍ତାନଠାରୁ ଶୋଚନୀୟ ପରାସ୍ତ ହୋଇଛି ଭାରତ। ଗତକାଲିର ମ୍ୟାଚ୍‌କୁ ଏକତରଫା ଭାବେ ନିଜ ଆଡ଼କୁ ନେଇଯାଇଥିଲା ପାକିସ୍ତାନ। ଫଳରେ ଖୁବ୍‌ ସହଜରେ ବିଜୟ ହାସଲ କରିଥିଲା। ତେବେ କାଲିର ମ୍ୟାଚ୍‌ରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ ଯୁବ ପାକ୍‌…

ପୁଣିଥରେ ତାଲିବାନକୁ ସମର୍ଥନ କଲେ ପାକ୍‌ କ୍ରିକେଟର ଶାହିଦ ଆଫ୍ରିଦି, କହିଲେ-ଏଥରକ ସେମାନେ ବଦଳିଯାଇଛନ୍ତି

ପୁଣିଥରେ ଖୋଲାଖୋଲି ତାଲିବାନ୍‌କୁ ପ୍ରଶଂସା କରିଛନ୍ତି ପାକିସ୍ତାନୀ ପୂର୍ବ କ୍ରିକେଟର ତଥା କ୍ୟାପ୍‌ଟେନ୍‌ ଶାହିଦ ଆଫ୍ରିଦି। ଶାହିଦ ଆଫ୍ରିଦି କହିଛନ୍ତି, ଏଥରକ ସବୁ ଜିନିଷ ସମ୍ପୂର୍ଣ୍ଣ ବଦଳିଥିବା ନଜର ଆସୁଛି। ତାଲିବାନ୍‌ମାନେ ମହିଳାଙ୍କୁ କାମ କରିବାର ସୁଯୋଗ ଦେଉଛନ୍ତି ଓ କ୍ରିକେଟ୍‌କୁ…

ଆଇପିଏଲ ଖେଳିବାକୁ ନେଇ ସାଉଥ ଆଫ୍ରିକା କ୍ରିକେଟର୍ସଙ୍କୁ ସମାଲୋଚନା କଲେ ଆଫ୍ରିଦି

ପାକିସ୍ତାନର ପୂର୍ବ ଅଧିନାୟକ ସାହିଦ ଆଫ୍ରିଦି କ୍ରିକେଟ୍ ସାଉଥ୍ ଆଫ୍ରିକାର ନିଷ୍ପତ୍ତିକୁ କଡା ସମାଲୋଚନା କରିଛନ୍ତି। ଅନ୍ତର୍ଜାତୀୟ ମ୍ୟାଚ୍ ଛାଡି ଖେଳାଳିଙ୍କୁ ଆଇପିଏଲ୍ ପାଇଁ ଅନୁମତି ଦେଇଥିବାରୁ ପ୍ରଶ୍ନ କଲେ ପୂର୍ବତନ ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦି । ସାଉଥ୍ ଆଫ୍ରିକା ବିପକ୍ଷ…

ପାକିସ୍ତାନର ଦ୍ରୁତ ବୋଲର ଶାହୀନ ଶାହଙ୍କୁ ହୃଦୟ ଦେଇ ବସିଲେ ଶାହିଦ ଆଫ୍ରିଦୀଙ୍କ ବଡ଼ ଝିଅ, ବିବାହ ଖୁବ୍‌ଶୀଘ୍ର

ପାକିସ୍ତାନ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦୀ ପୂର୍ବତନ କ୍ୟାପଟେନ ଶାହିଦ ଆଫ୍ରିଦୀଙ୍କ ଜ୍ୱାଇଁ ହେବାକୁ ଯାଉଛନ୍ତି। ଶାହୀନଙ୍କ ବିବାହ ଶାହିଦ ଆଫ୍ରିଦୀଙ୍କ ବଡ଼ ଝିଅ ଅକ୍ସାଙ୍କ ସହିତ ହେବ। ଏ ନେଇ ଆଫ୍ରିଦୀ ନିଜେ ହିଁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶାହୀନଙ୍କ ପରିବାର…

ଭୟଙ୍କର ହେଲମେଟ୍ ପିନ୍ଧି ବ୍ଯାଟିଂ ମଇଦାନକୁ ଓହ୍ଲାଇଲେ ଆଫ୍ରିଦି, ଆଉ ତା’ ପରେ

ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ପୁଣିଥରେ ଚର୍ଚ୍ଚାରେ। ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଆଫ୍ରିଦି ଏବେ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ପାକିସ୍ତାନରେ ଚାଲିଛି ପାକିସ୍ତାନ ସୁପର ଲିଗ୍। ଏହି ଲିଗରେ ଖେଳୁଥିବା ଶାହିଦ୍ ଆଫ୍ରିଦିଙ୍କ…

କରୋନା ମୁକାବିଲା ପାଇଁ ଅସହାୟ ଓ ଗରିବଙ୍କୁ ଖାଦ୍ୟ ସାମଗ୍ରୀ, ମାସ୍କ ବାଣ୍ଟିଲେ ସାହିଦ ଆଫ୍ରିଦି, ହରଭଜନ ସିଂ କହିଲେ…

କରୋନା ଭାଇରସକୁ ରୋକିବା ପାଇଁ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ସାହିଦ ଆଫ୍ରିଦିଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ଭାରତୀୟ ସ୍ପିନର ହରଭଜନ ସିଂ । ଏ ନେଇ ହରଭଜନ ବୁଧବାର ଏକ ଟୁଇଟ କରିଥିଲେ, ଯେଉଁଥିରେ ଲେଖିଥିଲେ, ମାନବତା ପାଇଁ ବହୁତ ଭଲ କାମ କରୁଛ। ଈଶ୍ୱର ଆମ ସମସ୍ତଙ୍କ ଉପରେ କୃପା…

ପଞ୍ଚମ ଥର ପାଇଁ ପିତା ହେଲେ ପାକିସ୍ତାନର ପୂର୍ବ କ୍ରିକେଟର ସାହିଦ ଆଫରିଦି, ଜାଣନ୍ତୁ ପୁଅ ହେଲା ନା ଝିଅ

ପଞ୍ଚମ ଥର ପାଇଁ ପୁଣି ଥରେ ପିତା ହେଲେ ପାକିସ୍ତାନର ପୂର୍ବ କ୍ରିକେଟର ସାହିଦ୍‌ ଆଫରିଦି। ତାଙ୍କ ଘରେ ପଞ୍ଚମ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଛି। ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏହି ପୂର୍ବତନ ଖେଳାଳି ଏହି ଖୁସି ଖବର ପ୍ରକାଶ କରିଛନ୍ତି। ସେ ନିଜର ଏହି ପୋଷ୍ଟରେ ଲେଖିଛନ୍ତି,…

ଝିଅ ‘ଆଳତି’ କରିବାରୁ ରାଗରେ ଜଳିଉଠିଲେ ଶାହିଦ୍‌ ଆଫ୍ରିଦି, କଲେ ଏଭଳି କଠୋର କାମ, ଜାଣନ୍ତୁ ପୂରା ଘଟଣା

ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ୍‌ ଆଫ୍ରିଦି ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଭିଡିଓ ବହୁତ ପୁରୁଣା, କିନ୍ତୁ ଏବେ ଏହା ଖୁବ୍‌ ଭାଇରାଲ ହୋଇଯାଇଛି। ଭିଡିଓଟି ଭାଇରାଲ ହେବା ପରେ ଲୋକେ ଆଫ୍ରିଦିଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି। ସେପଟେ ବଲିଉଡ୍‌ ନିର୍ଦ୍ଦେଶକ…