ଫନି ଅନ୍ଦାଜ୍ରେ ନଜର ଆସିଲେ ସାହିଦ କପୁର, ଜୋରସୋରରେ ଭାଇରାଲ ହେଉଛି ଭିଡିଓ
ସାହିଦ କପୁର ଓ କ୍ରିତି ସାନନ ତାଙ୍କର ଅପ୍କମିଂ ଫିଲ୍ମ ରିଲିଜ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ତେବେ ଏହି ଯୋଡି ସିନେ ପରଦାରେ ରୋମାନ୍ସ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଦୁଇଜଣଙ୍କ ଅପ୍କମିଂ ଫିଲ୍ମ ଫ୍ୟାନ୍ସଙ୍କ ପାଇଁ ଭାଲେଣ୍ଟାଇନ୍ ଉପହାର ହୋଇଛି । ଏହି ଫିଲ୍ମ ‘ତେରି…