ବିଶ୍ବର ୧୦ଜଣ ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଶାହାରୁଖ ହେଲେ ସାମିଲ, କେଉଁ ସ୍ଥାନରେ ରହିଲେ କିଙ୍ଗଷ୍ଟାର୍
ବଲିଉଡ ଇଣ୍ଡଷ୍ଟ୍ରିର ବାଦଶାହା ଶାହାରୁଖ ଖାନଙ୍କୁ କି, ବା ନଜାଣେ । ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ମନକୁ ଜିତିବାରେ ସଫଳ ହୋଇଛନ୍ତି । ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏବେ ସେ ଭିନ୍ନ ଏକ ଚର୍ଚ୍ଚାରେ ରହିଛନ୍ତି । ଦୁନିଆର ସବୁଠାରୁ ୧୦ଜଣ ଧନୀଙ୍କ ଲିଷ୍ଟରେ ସେ…