Browsing Tag

shahrukh khan

ସୁଟିଂ ସେଟରେ ଶାହରୁଖ ଖାନ ଗୁରୁତର ଆହତ, ଲସ ଆଞ୍ଜେଲସରେ କରିବାକୁ ପଡିଲା ସର୍ଜରୀ

ବଲିଉଡର କିଙ୍ଗଖାନ୍‌ ଶାହରୁଖ ଖାନ ସୁଟିଂ ସେଟରେ ଆହତ ହୋଇଛନ୍ତି । ଆହତ ହେବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଶାହରୁଖଙ୍କ ଏକ ସର୍ଜରୀ କରିବାକୁ ପଡିଛି ବୋଲି ଖବର ମିଳିଛି । ଖବର ମୁତାବକ, ଶାହରୁଖ ଆଗାମୀ ପ୍ରୋଜେକ୍ଟ ସୁଟିଂରେ ବ୍ୟସ୍ତ ରହିଛନ୍ତି। ନିକଟରେ ଲସ୍ ଆଞ୍ଜେଲସରେ…

ଆଜି ଶାହରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ର ହେବ ବିଗ୍‌ ଏଣ୍ଟ୍ରି, ୧୦୦ରୁ ଅଧିକ ଦେଶରେ ହେଉଛି ରିଲିଜ୍‌, ପ୍ରଥମ ଦିନରେ ୪…

ବକ୍ସ ଅଫିସରେ ଆଜି ଧମାଲ କରିବ ଶାହରୁଖ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ୍‌’ । ୧୦୦ରୁ ଅଧିକ ଦେଶରେ ରିଲିଜ୍‌ ହେଉଛି। ବିଦେଶରେ ୨୫ ଶହରୁ ଅଧିକ ସ୍କ୍ରିନ୍‌ରେ ଦେଖିବାକୁ ମିଳିବ ‘ପଠାନ୍‌’ । କୌଣସି ଭାରତୀୟ ଫିଲ୍ମ ପୂର୍ବରୁ ଶହେରୁ ଅଧିକ ଦେଶ ଓ ୨୫ ଶହ ସ୍କ୍ରିନ୍‌ରେ ଏକସଙ୍ଗେ ରିଲିଜ…

ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ, ରିଲିଜ ପୂର୍ବରୁ ଲିକ୍‌ ହେଲା ‘ପଠାନ’ର ଟ୍ରେଲର !

ଫିଲ୍ମ ‘ପଠାନ’କୁ ନେଇ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ଶାହରୁଖ ଗତ ୫ ବର୍ଷ ହେଲାଣି ବଡ ପରଦାରୁ ଗାଏବ ଥିଲେ। ଆଉ ଏବେ ଶାହରୁଖଙ୍କ ଫିଲ୍ମ କେବେ ରିଲିଜ ହେବ ଫ୍ୟାନ୍ସ ପ୍ରତୀକ୍ଷା କରିଛନ୍ତି । ‘ପଠାନ’ର ଟ୍ରେଲର ଦେଖିବାକୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ‘ପଠାନ’ର ଟ୍ରେଲର…

ପୁଣି ଦୀପିକାଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କଲେ ଶାହରୁଖ, ରିଲିଜ ହେଲା ପଠାନର ନୂଆ ଗୀତ

ଫିଲ୍ମ ‘ପଠାନ’ ରିଲିଜ ହେବା ପୂର୍ବରୁ ବିବାଦରେ ଫସିଛି। ହେଲେ ଏହାକୁ ନେଇ ମେକର୍ସ ଜମାରୁ ଚିନ୍ତିତ ନୁହନ୍ତି । ଫିଲ୍ମକୁ ଅଧିକ ଲୋକପ୍ରିୟ କରିବା ପାଇଁ ମେକର୍ସ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଏହା ମଧ୍ୟରେ ରିଲିଜ ହୋଇଛି ଫିଲ୍ମର ଦ୍ୱିତୀୟ ଗୀତ ‘ଝୁମେ ଜୋ ପଠାନ’ । ଆଉ ଗୀତଟି ଦର୍ଶକଙ୍କୁ…

ଇନ୍‌ଷ୍ଟାଗ୍ରାମରେ କେବଳ ୬ ଜଣଙ୍କୁ ଫଲୋ କରନ୍ତି ଶାହାରୁଖ ଖାନ୍‌, ଜାଣନ୍ତୁ କେଉଁମାନେ ଅଛନ୍ତି କିଙ୍ଗ ଖାନ୍‌ଙ୍କ…

ସବୁ କଳାକାର ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଶାହାରୁଖ ଖାନ୍‌ ମଧ୍ୟ ସୋସିଆଲ ମିଡିଆରେ ଆକ୍ଟିଭ ଥାଆନ୍ତି । ବଲିଉଡ ଆକ୍ଟର ଏବେ ତାଙ୍କର ଫିଲ୍ମ ‘ପଠାନ’କୁ ନେଇ ବିବାଦରେ ଅଛନ୍ତି । ହେଲେ ସେ ମଧ୍ୟ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତ । ହେଲେ ତାଙ୍କର ଇନ୍‌ଷ୍ଟାଗ୍ରାମ ଫ୍ରେଣ୍ଡ…

୧୦୦ କୋଟି ନେଇ ‘ପଠାନ୍‌’ କରିଛନ୍ତି ଶାହରୁଖ ଖାନ! ଜନ୍‌ ଆବ୍ରାହମ୍‌ ମଧ୍ୟ ଦେଇଛନ୍ତି ଦୀପିକାଙ୍କୁ ମାତ୍‌; ଷ୍ଟାର…

ବଲିଉଡ ବାଦଶାହ ଶାହରୁଖ ଖାନ ନୂଆ ବର୍ଷରେ ନିଜର ତିନି ଫିଲ୍ମ ସହ ବକ୍ସ ଅଫିସରେ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି। ବର୍ଷ ଆରମ୍ଭ 'ପଠାନ'ରୁ ହେବାକୁ ଯାଉଛି, ଯେଉଁଥିରେ ଶାହରୁଖ ଖାନଙ୍କ ସହ ଦୀପିକା ପାଦୁକୋନ ନଜର ଆସିବେ। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ରହିଛି ଏବଂ…

ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଧମାଲ ମଚାଉଛିି ‘ପଠାନ’ର ଟିଜର, କିଙ୍ଗ୍‌ ଖାନଙ୍କ ପ୍ରଶଂସକଙ୍କ ଖୁସି କହିଲେ ନ ସରେ

ବଲିଉଡ ବାଦ୍‌ଶାହା ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ଫଠାନ’ ପାଇଁ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି। ବହୁତ ସମୟ ପୂର୍ବରୁ ପ୍ରଶଂସକମାନେ ଏହାର ରିଲିଜ ଡେଟକୁ ଅପେକ୍ଷା କରିଥିବା ବେଳେ, ସୋସିଆଲ ମିଡିଆରେ ତାର ଟିଜର ରିଲିଜ ହୋଇଛି। ଏହି ଟିଜର ରିଲିଜ ହେବାପରେ ପ୍ରଶଂସକମାନଙ୍କ ଭିତରେ ନାହିଁ…

ଚର୍ଚ୍ଚାରେ ଆର୍ଯ୍ୟନ୍‌ ଖାନ୍‌ଙ୍କ ଫଟୋ, ଶାହାରୁଖ କହିଲେ- ମୋ ପୁଅ ମତେ ବି ବଳିଗଲା

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର କିଙ୍ଗ୍‌ ଖାନଙ୍କ ପୁଅ ଆର୍ଯ୍ୟନକୁ କିଏ ବା ନ ଜାଣେ। କିଛି ଦିନ ତଳେ ସେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ। ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍‌ ଲାଇମ୍‌ଲାଇଟ୍‌ରେ ରହିଥିଲେ। ପରେ ଦୋଷମୁକ୍ତ ହୋଇ ସେ ଅବଶ୍ୟ ଜେଲରୁ ମୁକୁଳିଛନ୍ତି। ଏବେ ତାଙ୍କର ଷ୍ଟାଇଲ ଏବଂ ଲୁକ୍‌…

ଦର୍ଶକଙ୍କ ପାଇଁ ଖୁସି ଖବର: ପୁଣି ଏକାଠି ନଜର ଆସିବେ କରନ ଅର୍ଜୁନ, ଆକ୍ସନ୍ ଫିଲ୍ମରେ ଉଭୟଙ୍କୁ ଦେଖିବାକୁ ମିଳିବ

ବହୁ ଦିନର ଅପେକ୍ଷା ଅନ୍ତ ହେବାକୁ ଯାଉଛି। ଅନେକ ଦିନରୁ ବଲିଉଡର ଦବଙ୍ଗ ଖାନ୍ ସଲମାନ ଖାନ୍ ଏବଂ ରୋମାନ୍ସ କିଙ୍ଗ୍ ଶାହାରୁଖଙ୍କୁ ଦର୍ଶକେ ଏକାଠି ବଡ ପରଦାରେ ଦେଖିବାକୁ ଚାହୁଁଛନ୍ତି । ଶୀଘ୍ର ତାଙ୍କର ଇଚ୍ଛା ପୂରଣ ହୋଇପାରେ। ରିପୋର୍ଟ ଅନୁଯାୟୀ ଉଭୟ ତାରକାଙ୍କ ଯୋଡି ଖୁବ୍ ଶୀଘ୍ର ଏକାଠି ନଜର…

ରିଲିଜ ହେଲା ଆଲିଆଙ୍କ ପ୍ରଡକ୍ସନରେ ନିର୍ମିତ ଫିଲ୍ମ ‘ଡାର୍ଲିଂସ’, ଶାହରୁଖଙ୍କ ସହିତ ଆଲିଆ କରୁଛନ୍ତି ପ୍ରଯୋଜନା

ଆଲିଆ ଭଟ୍ଟ ପ୍ରଡକ୍ସନର ପ୍ରଥମ ଫିଲ୍ମ ‘ଡାର୍ଲିଂସ’ ଟିଜର ରିଲିଜ ହେବାକୁ ପ୍ରସ୍ତୁତ ରହିଛି। ନେଟଫ୍ଲିକ୍ସ ଇଣ୍ଡିଆରେ ଆଜି ଫିଲ୍ମର ପ୍ରଥମ ଲୁକ୍‌ ଏବଂ ଟିଜର ଜାରି କରାଯାଇଛି। ଆଲିଆ ନିଜ ସୋସିଆଲ ମିଡିଆରେ ନିଜର ଲୁକ୍‌ ଏବଂ ଟିଜର ସେୟାର କରିଛନ୍ତି। ଯାହାକୁ ତାଙ୍କ ଫ୍ୟାନ୍ସ ବେଶ୍‌ ପ୍ରଶଂସା…

ଶାହରୁଖ ଖାନ୍‌ ସେୟାର କଲେ ମିରର୍‌ ସେଲଫି, ଡନ୍‌ ୩ ଲୁକ୍‌ ବୋଲି ଅନୁମାନ କରୁଛନ୍ତି ଫ୍ୟାନ୍ସ

ଶାହରୁଖ ଖାନ ବଲିଉଡରେ କିଙ୍ଗଖାନ୍‌ ଭାବେ ପରିଚିତ। ଶାହରୁଖ ବଲିଉଡରେ ୩୦ ବର୍ଷ ପୂରଣ କରିସାରିଲେଣି। ୩୦ ବର୍ଷର ଫିଲ୍ମ କ୍ୟାରିଅର ଭିତରେ କେତେବେଳେ ଶାହରୁଖ ବାଦଶାହ ହୋଇଗଲେ ତାହା ଜଣାପଡିନଥିଲା। ନିଜର ଫିଲ୍ମ କ୍ୟାରିଅରରେ ଶାହରୁଖ ଇଣ୍ଡଷ୍ଟ୍ରୀକୁ ଅନେକ ସୁପରହିଟ୍‌ ଫିଲ୍ମ ମଧ୍ୟ ଦେଇଛନ୍ତି।…

ପୁଣିଥରେ ଶାହାରୁଖଙ୍କ ହିରୋଇନ୍‌ ହେବେ ଦୀପିକା ପାଦୁକୋନ୍‌, ପଠାନ୍‌ ପରେ ଏବେ ଏହି ଫିଲ୍ମରେ ଏକାଠି ଆସିବେ ନଜର

ପୁଣିଥରେ ଏକାଠି ନଜର ଆସିବେ ଶାହାରୁଖ ଖାନ୍‌ ଓ ଦୀପିକା ପାଦୁକୋନ୍‌। ଫ୍ୟାନ୍‌ଙ୍କ ପ୍ରିୟ ଯୋଡ଼ି ପୁଣିଥରେ ପରଦାରେ ଜଲଓ୍ଵା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି। ଫିଲ୍ମ ଓମ୍‌ ଶାନ୍ତି ଓମ୍‌, ଚେନ୍ନାଇ ଏକ୍ସପ୍ରେସ, ହାପ୍ପି ନ୍ୟୁ ଇୟରରେ ଉଭୟଙ୍କୁ ଦର୍ଶକେ ଏକାଠି ଦେଖିସାରିଛନ୍ତି। ଶାହାରୁଖ ଓ…