Browsing Tag

shaktimaan

୨୦୦-୩୦୦ କୋଟିରେ ତିଆରି ହେବ ଫିଲ୍ମ ‘ଶକ୍ତିମାନ’, ଇଣ୍ଟରନ୍ୟାସନାଲ ସ୍ତରର ହେବ ଏହି ଚଳଚ୍ଚିତ୍ର!

୯୦ ଦଶକରେ ଦେଶର ପ୍ରଥମ ସୁପରହିଟ୍ ସୋ 'ଶକ୍ତିମାନ' ଯାହା ପିଲାଠୁ ନେଇ ବଡ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ଥିଲା । ଏବେ ଏହି ଲୋକପ୍ରିୟ ସୁପରହିଟ୍ ସୋ' ଶକ୍ତିମାନ' ର ଚଳଚ୍ଚିତ୍ର ନିର୍ମାଣ ହେବ । ଯାହା ଘୋଷଣା ହେବା ଦିନଠାରୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି । ଅଭିନେତା ମୁକେଶ ଖାନ୍ନା…

ବଡ ପରଦାରେ ନିର୍ମାଣ ହେବ ଫିଲ୍ମ ‘ଶକ୍ତିମାନ’, ରଣବୀର ସିଂ ହୋଇପାରନ୍ତି ଶକ୍ତିମାନ

ଟିଭିର ଲୋକପ୍ରିୟ ଶୋ ଶକ୍ତିମାନ ସିରିଅଲ୍‌ ୯୦ ଦଶକର ସବୁ ପିଲାଙ୍କର ପ୍ରିୟ ସିରିଅଲ ଥିଲା। ଏହାକୁ ଦେଖିବା ପାଇଁ ପିଲାମାନେ ସମୟ ହେବା ଆଗରୁ ଟିଭି ସାମ୍ନାରେ ବସିପଡୁଥିଲେ। ଏହି ଶୋ ସମସ୍ତଙ୍କ ମନୋରଂଜନ କରିପାରିଥିଲା। ଏଥିରେ ମୁକେଶ ଖାନ୍ନା ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଶୋର…

ଏବେ ବଡ଼ ପରଦାକୁ ଫେରୁଛି ‘ଶକ୍ତିମାନ’, ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କଲା ସୋନି ପିକଚର୍ସ

ପୁଣି ଥରେ ଫେରୁଛନ୍ତି ଭାରତର ସବୁଠୁ ଲୋକପ୍ରିୟ ସୁପର ହିରୋ ଶକ୍ତିମାନ୍‌। ଏଥରକ ଏହି ସୁପର ହିରୋ ଛୋଟ ପରଦାରେ ନୁହେଁ ବରଂ ବଡ଼ ପରଦାରେ ନଜର ଆସିବେ। ସୋନି ପିକ୍‌ଚର ପକ୍ଷରୁ ଶକ୍ତିମାନ୍‌ ଉପରେ ଫିଲ୍ମ ନିର୍ମାଣ କରିବାକୁ ଘୋଷଣା କରାଯାଇଛି। ଅସଲି ଶକ୍ତିମାନ ଟିଭି ସିରିଜ୍‌ ୮ ବର୍ଷ ପର୍ଯ୍ୟନ୍ତ…

ବଡ଼ ପରଦାରେ ମୁକ୍ତିଲାଭ କରିବ ଶକ୍ତିମାନ, ‘କ୍ରିସ’ ଏବଂ ‘ରାୱନ’ଠୁ ବି ହେବ ବଡ଼ ବଜେଟର…

90 ଦଶକରେ ଦେଶର ପ୍ରଥମ ସୁପରହିଟ୍ ସୋ 'ଶକ୍ତିମାନ' ପିଲାଠୁ ନେଇ ବଡ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ଶୋ ଥିଲା । ଲକଡାଉନ୍ ସମୟରେ 'ଶକ୍ତିମାନ' ପୁଣିଥରେ ପ୍ରସାରିତ ହୋଇଥିଲା ଯାହାକୁ ସମସ୍ତେ ସେହି ପୁରୁଣା ଭଲପାଇବା ଦେଇଥିଲେ । ତେବେ ବର୍ତ୍ତମାନ ଶକ୍ତିମାନ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ।…

ପୁଣିଥରେ ଫେରିଛି ଶକ୍ତିମାନ, ଦେଖନ୍ତୁ ୧୫ ବର୍ଷ ପରେ କେମିତି ଦିଶୁଛନ୍ତି ଆପଣଙ୍କ ପ୍ରିୟ କଳାକାର

କରୋନା ଭାଇରସ ଯୋଗୁ ଏବେ ସାରା ଭାରତକୁ ଲକଡାଉନ କରିଦିଆଯାଇଛି। ସରକାର ଦେଶକୁ ୨୧ ଦିନ ଯାଏଁ ଲକଡାଉନରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପୁରୁଣା ସିରିୟଲକୁ ପୁନଃପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଏବେ ଟିଭିରେ ରାମାୟଣ, ମହାଭାରତ ଓ ସମସ୍ତଙ୍କ…

ପୁଣିଥରେ ଫେରୁଛି ଲୋକପ୍ରିୟ ଧାରାବାହିକ ‘ଶକ୍ତିମାନ’, ଟ୍ୱିଟ଼ କରି ଜଣାଇଲେ ଗଙ୍ଗାଧର

କରୋନା ଭାଇରସ୍ ଯୋଗୁଁ ବିଶ୍ୱବ୍ୟାପୀ ଅନେକ ଦେଶକୁ ଲକ୍ ଡାଉନ୍ କରିଦିଆଯାଇଛି । ତେବେ ଭାରତରେ ମଧ୍ଯ ଲକ୍ ଡାଉନ୍ ଚାଲିଥିବା ବେଳେ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି ସରକାର । ତେବେ ଏହା ମଧ୍ୟରେ ସୋସିଆଲ ମିଡିଆରେ ଦୂରଦର୍ଶନର ପୁରୁଣା ସିରିଏଲ୍ ଗୁଡିକୁ ପୁଣିଥରେ…

ପୁଣି ଥରେ ଆସିବ ପିଲାଙ୍କ ପ୍ରିୟ ଶକ୍ତିମାନ ? ଏମିତି ପ୍ରସ୍ତୁତି କରିଛନ୍ତି ମୁକେଶ ଖନ୍ନା

ପିଲା ପଢୁଥିଲେ, ଘରର ମହିଳା ରୋଷେଇ ଘରେ ଖାଇବା ତିଆରି କରିବାରେ ବ୍ୟସ୍ତ ରହୁଥିଲେ । ବୟସ୍କ ବ୍ୟକ୍ତି ନିଜ ସମବୟସ୍କ ଲୋକଙ୍କ ସହ କଥାବାର୍ତ୍ତାରେ ମସଗୁଲ୍ ଥିବା ବେଳେ ନିଜ ନିଜ କାମରେ ବ୍ୟସ୍ତ ଥିଲେ ଯୁବପିଢୀ । କିନ୍ତୁ ଯେମିତି ଦୁରଦର୍ଶନରେ ମୁକେଶ ଖାନ୍ନାଙ୍କ ଧାରାବାହିକ ଶକ୍ତିମାନ ଆରମ୍ଭ…

ଜାଣିଛନ୍ତି କାହିଁକି ବନ୍ଦ ହୋଇଗଲା ଲୋକପ୍ରିୟ ଧାରାବାହିକ ଶକ୍ତିମାନ ? ପଢନ୍ତୁ ଆଶ୍ଚର୍ଯ୍ୟଜନକ କାରଣ

ପିଲା ପଢୁଥିଲେ, ଘରର ମହିଳା ରୋଷେଇ ଘରେ ଖାଇବା ତିଆରି କରିବାରେ ବ୍ୟସ୍ତ ରହୁଥିଲେ । ବୟସ୍କ ବ୍ୟକ୍ତି ନିଜ ସମବୟସ୍କ ଲୋକଙ୍କ ସହ କଥାବାର୍ତ୍ତାରେ ମସଗୁଲ୍ ଥିବା ବେଳେ ନିଜ ନିଜ କାମରେ ବ୍ୟସ୍ତ ଥିଲେ ଯୁବପିଢୀ । କିନ୍ତୁ ଯେମିତି ଦୁରଦର୍ଶନରେ ମୁକେଶ ଖାନ୍ନାଙ୍କ ଧାରାବାହିକ ଶକ୍ତିମାନ ଆରମ୍ଭ…