ସାମ୍ନାକୁ ଆସିଲା ୱାଟସନଙ୍କ ଯନ୍ତ୍ରଣାଦାୟକ ଭିଡିଓ, ଆଘାତ ପରେ ଭଲ ଭାବରେ ଚାଲି ପାରୁନାହାନ୍ତି ଏହି ଖେଳାଳି
ଫାଇନାଲରେ ରକ୍ତ ଜୁଡୁବୁଡୁ ଆଣ୍ଠୁରେ ମଧ୍ୟ ୮୦ ରନ କରି ଚେନ୍ନାଇର ବିଜୟ ଲକ୍ଷ୍ୟରେ ଥିଲେ ସେନ ୱାଟସନ। ଆଘାତ ପରେ ମଧ୍ୟ ସେ ଖେଳୁଥିବାର ଫଟୋ ଭାଇରାଲ ହୋଇଥିଲା। କିନ୍ତୁ ଏବେ ତାହାର ଭିଡିଓ ସାମ୍ନାକୁ ଆସିଛି। ଇଣ୍ଟରନେଟରେ ଏବେ ବହୁତ କ୍ଷୀପ୍ର ବେଗରେ ଭାଇରାଲ ହେଉଥିବା ଏହି ଭିଡିଓରେ ୱାଟସନ ଭଲ…