ଶନିଙ୍କ ସାଢ଼େ ସାତ ବର୍ଷ କ’ଣ? ଜାଣନ୍ତୁ ଏହାର ସରଳ ଉପାୟ…
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ। ପ୍ରତ୍ୟେକ ବ୍ୟକ୍ତି ଶନିଙ୍କ ନାମ ଶୁଣିଲେ ଡରି ଯାଆନ୍ତି। କିନ୍ତୁ ଶନି ସମସ୍ତଙ୍କୁ ହଇରାଣ କରନ୍ତି, ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ୍। ଶନିଦେବ ଭଲ କର୍ମ ପାଇଁ ଭଲ ଫଳ ଏବଂ କୁକର୍ମ ପାଇଁ ଖରାପ ଫଳ ଦେଇ ଥାଆନ୍ତି।
ଶନିଙ୍କର…