Browsing Tag

shani temple

ଲଗାଣ ବର୍ଷାରେ ମନ୍ଦିର ଉପରେ ଖସିଲା ପଥର, ଶ୍ରଦ୍ଧାଳୁଙ୍କର କିଛି କ୍ଷୟକ୍ଷତି ହୋଇନଥିବା ନେଇ ସୂଚନା

ଭଞ୍ଜନଗର: ଲଗାଣ ବର୍ଷାରେ ପାହାଡ଼ରୁ ଖସିଲା ପଥର। ଭାଙ୍ଗିଲା ଶନି ମନ୍ଦିର। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ କୁଲାଡ ସ୍ଥିତ ଐତିହାସିକ ଉପର-ବାଗଦେବୀ ମନ୍ଦିରକୁ ଲାଗିଥିବା ପାହାଡ଼ରୁ ଖସିଲା ବିରାଟକାୟ ପଥର । ଫଳରେ ବାଗଦେବୀଙ୍କ ମନ୍ଦିରକୁ ଲାଗି ରହିଥିବା ଶନି ଦେବଙ୍କ ମନ୍ଦିର ଭାଙ୍ଗିଯାଇଛି…

ରାତିରେ ମନ୍ଦିରର ଗେଟ ଭାଙ୍ଗି ଶନି ମନ୍ଦିରରୁ ଚୋରି, ନେଇଗଲେ ୨ ଲକ୍ଷରୁ ଅଧିକ ଅଳଙ୍କାର

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ ନରସିଂହ ପୁର ପଂଚାୟତ ବାଣପୁର ଗ୍ରାମରେ ଥିବା ନିସର୍କ ଶନି ମନ୍ଦିରରୁ ବିଳମ୍ବିତ ରାତିରେ ମନ୍ଦିରର ଗେଟ ଭାଙ୍ଗି କେହି ଦୁର୍ବୁତ୍ତ ଚୋରି କରି ନେଇଛି । ଗତକାଲି ସନ୍ଧ୍ୟା ଆଳତି ପରେ ପୂଜକ ମନ୍ଦିରର ଗେଟରେ ତାଲା ପକାଇ ପଲାଇ ଯାଇଥିଲା ।…

ଥରେ ଶନିଙ୍କ ଏହି ମନ୍ଦିର ଦର୍ଶନ କରନ୍ତୁ, ଶିନଦୋଷରୁ ମୁକ୍ତି ସହ ପଡ଼ିବ ଆପଣଙ୍କ ଉପରେ ଶୁଭଦୃଷ୍ଟି

ହିନ୍ଦୁ ଧର୍ମ ଓ ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ମନାଯାଏ। ତେବେ କେତେକ ଶନି ଗ୍ରହକୁ ପାପି ଗ୍ରହ ବୋଲି କୁହାଯାଏ। ଯେକୌଣସି ଜାତକର କୁଣ୍ଡଳୀରେ ଶନି ଅଶୁଭ ସ୍ଥିତିରେ ଥିଲେ ତାହା ଖରାପ ହୋଇଥାଏ। ଏହାସହ ଶନିଙ୍କୁ କର୍ମ ଦେବତା ବୋଲି ମଧ୍ୟ କୁହନ୍ତି। ମନାଯାଏ ଯେ ଶନିଦେବ…

ଏବେ ଚର୍ଚ୍ଚାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଶୁଣିବାକୁ ମିଳୁଛି ଶନି ମନ୍ଦିରକୁ ଦାନ କଲେ କୋଟିଏ ଟଙ୍କାର ସୁନା କଳସ

ଝାରସୁଗୁଡା (କେନ୍ୟୁଜ): ଶନି ଅଭିଷେକ କରିବା ପାଇଁ କୋଟି କୋଟି ଟଙ୍କାର ସୁନା କଳସ ଦାନ କରି ପୁଣି ଚର୍ଚ୍ଚାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ମହାରାଷ୍ଟ୍ରର ଅହମଦନଗର ଜିଲ୍ଲା ଅନ୍ତର୍ଗତ ଶନି ଶିଙ୍ଗନାପୁରରେ ଭଗବାନ ଶନିଙ୍କ ପୀଠରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବହୁମୂଲ୍ୟ ସୁନା କଳସ ଦାନ…

ଶନିଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ହେଲେ ଦର୍ଶନ କରନ୍ତୁ ଏହି ମନ୍ଦିର, ମିଳିବ ଦୋଷରୁ ଶୀଘ୍ର ମୁକ୍ତି

ହିନ୍ଦୁ ଧର୍ମ ଓ ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ମନାଯାଏ। ତେବେ କେତେକ ଶନି ଗ୍ରହକୁ ପାପି ଗ୍ରହ ବୋଲି କୁହାଯାଏ। ଯେକୌଣସି ଜାତକର କୁଣ୍ଡଳୀରେ ଶନି ଅଶୁଭ ସ୍ଥିତିରେ ଥିଲେ ତାହା ଖରାପ ହୋଇଥାଏ। ଏହାସହ ଶନିଙ୍କୁ କର୍ମ ଦେବତା ବୋଲି ମଧ୍ୟ କୁହନ୍ତି। ମନାଯାଏ ଯେ ଶନିଦେବ…