Browsing Tag

shardul thakur

ଟି-୨୦ ବିଶ୍ବକପ ପୂର୍ବରୁ ବଦଳିଲା ଟିମ ଇଣ୍ଡିଆର ସ୍କ୍ବାଡ: ଶାର୍ଦ୍ଦୁଲ ଇନ, ଅକ୍ଷର ପଟେଲ ଆଉଟ

ଆସନ୍ତା ୧୭ ତାରିଖରୁ ଓମାନ ଓ ୟୁଏଇରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ। ଏହା ପୂର୍ବରୁ ବଦଳିଯାଇଛି ଟିମ୍‌ ଇଣ୍ଡିଆର ସ୍କ୍ୱାଡ। ବିସିସିଆଇ ହଠାତ୍‌ ୧୫ ଜଣିଆ ସ୍କ୍ୱାଡରୁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କୁ ବିଦା କରି ଇନଫର୍ମ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କୁ ଟିମରେ ସାମିଲ କରିଛି।…