Browsing Tag

share market turmoil

ସେୟାର ବଜାରରେ ମାନ୍ଦା ଅବସ୍ଥା, ନିବେଶକଙ୍କର କ୍ଷତି ହୋଇଛି ପ୍ରାୟ ସାଢ଼େ ୮ ଲକ୍ଷ କୋଟି

 ମୁମ୍ବାଇ : ଗତ କିଛି ଦିନ ହେଲା ସେୟାର ବଜାରରେ ମାନ୍ଦା ଅବସ୍ଥା ଦେଖା ଦେଇଛି । ଆଜି ସେନସେକ୍ସ ୧୧୦ ପଏଣ୍ଟ ଓ ନିଫଟି ୫୧ ପଏଣ୍ଟ କମିଛି । ଆଜି କାରବାର ବନ୍ଦ ହେବା ବେଳକୁ ସେନସେକ୍ସ ୩୬,୭୩୦ ପଏଣ୍ଟ ଓ ନିଫଟି ୧୧,୦୯୨ ପଏଣ୍ଟରେ ପହଞ୍ଚିଥିଲା ।  ଗତ ପାଞ୍ଚ ଦିନ ଭିତରେ ସେନସେକ୍ସ ୧୭୦୦ ପଏଣ୍ଟ…