ଦିଲ୍ଲୀ ପୋଲିସ ସହ ଗୁଳି ବିନିମୟ; ଏନ୍କାଉଣ୍ଟରରେ ହାସିମ୍ ବାବା ଗ୍ୟାଙ୍ଗ୍ର ୩ ଶାର୍ପଶୁଟର ଆହତ
ଦିଲ୍ଲୀର ଗୋକଲପୁରୀ ମେଟ୍ରୋ ଷ୍ଟେସନ ନିକଟରେ ସୋମବାର ବିଳମ୍ବିତ ରାତିରେ ପୋଲିସ ଏବଂ ହାସିମ୍ ବାବା ଗ୍ୟାଙ୍ଗର ୩ ଶାର୍ପଶୁଟରଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଉଭୟଙ୍କ ପକ୍ଷରୁ ୧୪ରୁ ଅଧିକ ଗୁଳି ଚଳାଯାଇଥିଲା । ଏହି ସମୟରେ ପୋଲିସ ଏନ୍କାଉଣ୍ଟରରେ ୩ ଶାର୍ପଶୁଟର ଆହତ ହୋଇଛନ୍ତି…