Browsing Tag

sharukh khan

‘ଜବାନ’ ଫିଲ୍ମ ସଫଳତା ପାଇଁ ଭେଙ୍କେଟଶ୍ବର ମନ୍ଦିରରେ ପହଞ୍ଚିଲେ ଶାହାରୁଖ

ବଲିଉଡର କିଙ୍ଗ ଖାନ ଶାହାରୁଖ ନିଜର ଅପକମିଙ୍ଗ ଫିଲ୍ମ ପାଇଁ ଚର୍ଚ୍ଚାରେ ଅଛନ୍ତି । ୭ ସେପ୍ଟେମ୍ବରରେ ରିଲିଜ ହେବ ଶାହାରୁଖଙ୍କ ଫିଲ୍ମ ଜବାନ । ଫିଲ୍ମର ସଫଳତା ପାଇଁ ସବୁ ବଳ ଲଗାଇଦେଇଚନ୍ତି ବାଦଶାହା । ପ୍ରମୋସନ ପାଇଁ ଭିନ୍ନ ଭିନ୍ନ ମନ୍ଦିର ଯାଇ ଫିଲ୍ମର ସଫଳତା ପାଇଁ ପ୍ରାର୍ଥନା କରୁଛନ୍ତି ।…

ବିବାଦରେ ଶାହରୁଖଙ୍କ ଫିଲ୍ମ ପଠାନ: ଦୀପିକାଙ୍କ ବିକିନିକୁ ନେଇ କଣ୍ଟ୍ରୋଭର୍ସି

କେନ୍ୟୁଜ୍(ବ୍ୟୁରୋ): ବିବାଦରେ ଶାହରୁଖ ଓ ଦୀପିକାଙ୍କ ଅଭିନୀତ ଫିଲ୍ମ 'ପଠାନ' । ନିକଟରେ ରିଲିଜ ହୋଇଥିବା 'ବେଶରମ୍‌ ରଙ୍ଗ୍‌' ଗୀତକୁ ନେଇ ଉପୁଜିଛି ବିବାଦ । ଦୀପିକା ଗୀତରେ ବିକିନିରେ ନଜର ଆସିଛନ୍ତି । ଯାହାକୁ ନେଇ କଣ୍ଟ୍ରୋଭର୍ସି ଆରମ୍ଭ ହୋଇଛି । ଗୀତର କିଛି ଦୃଶ୍ୟକୁ ନେଇ ବି ବିବାଦ…

ବଲିଉଡ୍‌ ସୁପରଷ୍ଟାରଙ୍କ ସାଇଡ୍‌ ବିଜନେସ: କିଙ୍ଗ ଖାନଙ୍କ ଠାରୁ ଆରମ୍ଭ କରି କ୍ୟାଟ୍ରିନାଙ୍କ ପର୍ଯ୍ୟନ୍ତ ରୋଜଗାର…

ସବୁବେଳେ ଚର୍ଚ୍ଚା ହୁଏ ବଲିଉଡ୍‌ ସୁପର ଷ୍ଟାରଙ୍କ ରୋଜଗାର ବିଷୟରେ । ଫିଲ୍ମରେ ଅଭିନୟ ପାଇଁ ସେମାନେ ଲକ୍ଷରେ ନୁହେଁ କୋଟି କୋଟି ଟଙ୍କାର ପାରିଶ୍ରମିକ ନିଅନ୍ତି । କିଏ ଶହେ କୋଟି ତ ପୁଣି କିଏ ୫୦ରୁ ଅଶି କୋଟି । ଯିଏ ଯେତେବଡ଼ ଷ୍ଟାର ତାର ସେତେ ଭାଉ । ତେବେ ଏକଥା କମ ଲୋକ ଜାଣିଥିବେ ଯେ ଏହି…

ଆର୍ଯ୍ୟନଙ୍କୁ ଜେଲରୁ ଘରକୁ ନେଇଥିଲେ ଶାହରୁଖଙ୍କ ବଡିଗାର୍ଡ ରବି, ତାଙ୍କ ବିଷୟରେ କିଛି ଜାଣନ୍ତୁ

ପ୍ରାୟ ୨୭ ଦିନ ପୋଲିସ ହେପାଜତରେ ରହିବା ପରେ ଆଜି ଜେଲରୁ ମୁକୁଳିଛନ୍ତି ଆର୍ଯ୍ୟନ ଖାନ । ଜେଲରୁ ତାଙ୍କୁ ଆଣିବାକୁ କିଏ ଯିବେ ? ମନ୍ନତରେ ତାଙ୍କ ସ୍ୱାଗତ କେମିତି ହେବ ସେନେଇ ଦୁଇଦିନ ହେବ ଚର୍ଚ୍ଚା ବେଶ ଜୋର ଧରିଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ ଶାହରୁଖ ଖାନଙ୍କ ବଡ଼ିଗାର୍ଡ଼ ରବି,…

ଜେଲ୍‌ରୁ ବାହାରିଲେ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଖାନ, ବମ୍ବେ ହାଇକୋର୍ଟରୁ ଆର୍ଯ୍ୟନଙ୍କୁ ମିଳିଲା ଜାମିନ୍‌

ଜେଲରୁ ବାହାରିଲେ ଆର୍ଯ୍ୟନ ଖାନ। ଆର୍ଯ୍ୟନଙ୍କୁ ଜେଲରୁ ଆଣିବା ପାଇଁ ଶାହରୁଖ ପହଞ୍ଚିଥିଲେ। ପୁଅ ଆର୍ଯ୍ୟନଙ୍କୁ ଜାମିନ ମିଳିବା ପରେ ଶାହରୁଖଙ୍କ ଘର ମନ୍ନତରେ ଖୁସିର ଲହରି ଖେଳିଯାଇଛି। ୩ ସପ୍ତାହ ପରେ ଜେଲରୁ ବାହାରିଛନ୍ତି ଆର୍ଯ୍ୟନ। ଗତ ୨ ତାରିଖରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ କେସରେ ଗିରଫ…

ବଲିଉଡ ବାଦଶାହାଙ୍କ ଘରେ NCBର ଚଢଉ

ମୁମ୍ବାଇ କ୍ରୁଜ ଡ୍ରଗ୍ସ ଲିଙ୍କ ମାମଲାରେ ବଢୁଛି ଅଡୁଆ। ଆର୍ଯ୍ୟନ ଜେଲରେ ଥିବା ବେଳେ ଏବେ ଏନସିବି ଟାର୍ଗେଟରେ ଶାହରୁଖ ଖାନ । ବଲିଉଡ ବାଦଶାହାଙ୍କ ଘର ମନ୍ନତରେ ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋର ଚଢଉ। ମନ୍ନତରେ ତଲାସୀ ଆରମ୍ଭ କରିଛି ଏନସିବି । ଏହାପୂର୍ବରୁ ବଲିଉଡ ଅଭିନେତ୍ରୀ ଅନନ୍ୟା…

ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ଦକ୍ଷିଣ ଭାରତୀୟ ସୁନ୍ଦରୀ ନୟନତାରା, ହେବେ ଶାହାରୁଖ ଖାନ୍‌ଙ୍କ ହିରୋଇନ୍‌

ଜଣାଶୁଣା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୟନତାରା ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନୟନତାରା ନିଜ ପ୍ରଥମ ହିନ୍ଦୀ ଫିଲ୍ମ ଆଉ କାହା ସହ ନୁହେଁ, ବରଂ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ସହ କରିବେ। କୁହାଯାଉଛି ଯେ ଡାଇରେକ୍ଟର ଅଟଲୀ ନିଜ ଆଗାମୀ ଫିଲ୍ମରେ ଶାହାରୁଖ ଓ…

ଯେତେବେଳେ ସୁଶାନ୍ତ ସିଂହ ରାଜପୁତ କରିଥିଲେ ଶାହରୁଖ ଖାନଙ୍କ ଆକ୍ଟିଙ୍ଗ୍‌, ଏପରି ରିଆକସନ୍‌ ଦେଲେ କିଙ୍ଗ୍‌ ଖାନ…

ବଲିଉଡ୍‌ ଆକ୍ଟର ସୁଶାନ୍ତ ସିଂହ ରାଜପୁତ ନିଜ ଅନ୍ଦାଜରେ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରାଇଥାନ୍ତି। ନିଜ ଫିଲ୍ମ ସହିତ ନିଜ ଷ୍ଟାଇଲ ପାଇଁ ମଧ୍ୟ ଲୋକଙ୍କ ପାଖରେ ବେଶ ପପୁଲାର ହୋଇଥିଲେ ସୁଶାନ୍ତ ସିଂହ ରାଜପୁତ। ତେବେ ସମସ୍ତେ ଜାଣିଛନ୍ତି ଯେ ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କର ବହୁତ ବହୁତ…

ମଡର ମିଷ୍ଟ୍ରି ରାଜ୍‌ ଖୋଲିବେ ଶାହାରୁଖ, କିଣିଲେ କୋରିଆନ୍‌ ଫିଲ୍ମର କପି ରାଇଟ୍‌

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ନୂଆ ଫିଲ୍ମକୁ ନେଇ ପ୍ରଶଂସକ ଚାହିଁବସିଛନ୍ତି। ଗତ କିଛି ଦିନ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି କିଙ୍ଗ ଖାନ୍‌। ଶାହାରୁଖ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି। ଏବେ ଶୁଣିବାକୁ ମିଳିଛି କି ଶାହାରୁଖ ଖାନଙ୍କ ଟିମ୍ କୋରିଆନ୍ ଫିଲ୍ମ ‘ଏ…

ରେଲେଓ୍ଵ ଷ୍ଟେସନରେ ଅନେକ ଯୁବତୀଙ୍କୁ ପ୍ରେମ କରୁଥିଲେ ରୋମାନ୍ସ କିଙ୍ଗ ଶାହରୁଖ

ବଲିଉଡରେ ରୋମାନ୍ସର ବାଦଶାହା ଭାବେ ଶାହରୁଖ ଖାନ ଜଣାଶୁଣା। ତାଙ୍କର ପ୍ରତ୍ୟେକ ଫିଲ୍ମରେ ରୋମାନ୍ସ ଦେଖିବାକୁ ମିଳିଥାଏ, ତାହା 'ଡିଡିଏଲ୍‌ଜେ ହେଉ କିମ୍ବା କୁଛ କୁଛ ହୋତା ହୈ'। ଏପର୍ଯ୍ୟନ୍ତ କରିଥିବା ସବୁ ଫିଲ୍ମରେ ଶାହରୁଖଙ୍କ ରୋମାନ୍ସ ପ୍ରାୟ ଆମେ ସମସ୍ତେ ଦେଖିଛେ, କିନ୍ତୁ ଅସଲ…