Browsing Tag

shashi tharoor

‘ମଣିପୁରର ସ୍ଥିତି ଆଉଟ୍‌ ଅଫ୍‌ କଣ୍ଟ୍ରୋଲ, ଏଠାରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ’: ଶଶି ଥରୁର୍‌

ମଣିପୁରରେ ହିଂସା ପରେ ସ୍ଥିତି ଚିନ୍ତାଜନକ ରହିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ହଜାର ହଜାର ସୈନିକ ଏଠାରେ ମୁତୟନ ହୋଇଛନ୍ତି। ରାଜ୍ୟର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ଶଶି ଥରୁର ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ…

ସଂସଦ ଭବନ ସିଡିରେ ଝୁଣ୍ଟି ପଡ଼ିଲେ ଶଶି ଥରୁର, ଗୋଡ଼ରେ ଗଭୀର ଆଘାତ; ଟ୍ଵିଟ୍‌ କରି ଦେଲେ ସୂଚନା

କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭା ସାଂସଦ ଶଶି ଥରୁର ଗୁରୁବାର ସଂସଦ ଭବନର ସିଡ଼ିରେ ଝୁଣ୍ଟି ପଡ଼ିଥିଲେ। ଏଥିରେ ତାଙ୍କୁ ଆଘାତ ଲାଗିଛି। ସେ କହିଛନ୍ତି ଯେ ପ୍ରଥମେ ତାଙ୍କୁ ଲାଗିଥିଲା କି, ଏହା ସାମାନ୍ୟ ଆଘାତ, ଯାହା ଆପେ ଭଲ ହୋଇଯିବ। କିନ୍ତୁ ସେମିତି ହେଲା ନାହିଁ। ଆଘାତ ଲାଗିବା ପରେ…

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ଲଢ଼ିପାରନ୍ତି ଶଶୀ ଥରୁର, ଗାନ୍ଧୀ ପରିବାରରୁ କେହି ହେବେନି ପ୍ରତିଦ୍ୱନ୍ଦ୍ୱୀ

କଂଗ୍ରେସରେ ଅଧ୍ୟକ୍ଷ ପଦକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କିଏ କଂଗ୍ରେସର ନୂଆ ଅଧ୍ୟକ୍ଷ ହେବ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ରେସ୍‌ରେ ଅଛନ୍ତି ସାଂସଦ ଶଶୀ ଥରୁର୍‌। ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଅଧ୍ୟକ୍ଷ ପଦ ପାଇଁ ଥରୁର୍‌ ହିଁ ଉପଯୁକ୍ତ ବୋଲି…

ବଲିଉଡ୍‌ର ଏହି ହିଟ୍‌ ଗୀତକୁ ଇଂରାଜୀ ଷ୍ଟାଇଲରେ ଗାଇଲେ ଶଶି ଥରୁର, ଟ୍ରୋଲ କଲେ ଜାଭେଦ ଅଖତର

କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ପ୍ରାୟତଃ ନିଜ ଇଂରାଜୀ ଭାଷା ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ନିକଟରେ ତାଙ୍କୁ ହିନ୍ଦୀକୁ ନେଇ ଟ୍ରୋଲ ହେବାକୁ ପଡ଼ିଛି। ରିପୋର୍ଟ ମୁତାବକ, ଥରୁର ଟ୍ଵିଟରରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ହିନ୍ଦୀରେ ଏକ ଗୀତ ଗାଉଥିବା…

ଶଶି ଥରୁରଙ୍କୁ ବଡ଼ ଆଶ୍ୱସ୍ତି, ସୁନନ୍ଦା ପୁଷ୍କର ମାମଲାରେ ଦୋଷମୁକ୍ତ କଲେ କୋର୍ଟ

ସୁନନ୍ଦା ପୁଷ୍କର ମାମଲାରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ବଡ଼ ଆଶ୍ୱସ୍ତି। ଦିଲ୍ଲୀର ରାଉସ ଏଭେନ୍ୟୁ କୋର୍ଟ ଆଜି ଶଶି ଥରୁରଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି। ଶଶି ଥରୁରଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ କୋର୍ଟ ଖଣ୍ଡନ କରି ତାଙ୍କୁ ଦୋଷମୁକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ ୧୭…

ଟ୍ଵିଟରରେ ବଡ଼ ଭୂଲ୍‌ କରିଦେଲେ ଶଶି ଥରୁର, ହସ୍‌ପିଟାଲରେ ଭର୍ତ୍ତି ଥିବା ପୂର୍ବ ସାଂସଦ ସୁମିତ୍ରା ମହାଜନଙ୍କୁ ଦେଇଦେଲେ…

କଂଗ୍ରେସ ସାଂସଦ ଶଶି ଥରୁର ପୂର୍ବତନ ଲୋକସଭା ଅଧ୍ୟକ୍ଷ ସୁମିତ୍ରା ମହାଜନଙ୍କ ପରଲୋକ ଖବର ନେଇ ଏକ ଟ୍ଵିଟ୍‌ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଏହାକୁ ନେଇ ବିଜେପି ନେତା କୈଳାସ ବିଜୟ ବର୍ଗୀୟ ଏକ ଟ୍ଵିଟ କରି ଶ୍ରୀମତି ମହାଜନଙ୍କ ଜୀବିତ ଖବର ଦେବା ସହ ସେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ।…

ଭୁଲ ତଥ୍ୟ ପ୍ରସାର ନେଇ କାର୍ଯ୍ୟାନୁଷ୍ଠାନ: ସାଂସଦ ଶଶୀ ଥରୁର ଓ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ସମେତ ୮ ଜଣଙ୍କ ନାଁରେ…

ନୂଆଦିଲ୍ଲୀ: ସାଂସଦ ଶଶୀ ଥରୁରଙ୍କ ନାଁରେ FIR । ଏହାସହ ସାମ୍ବାଦିକ ରାଜଦୀପ ସରଦେଶାଇ, ଜାଫର ଆଘା, ମ୍ରିଣାଲ ପାଣ୍ଡେ, ପରେଶ ନାଥ, ଅନନ୍ତ ନାଥ, ବିନୋଦ ଜୋଶଙ୍କ ନାଁରେ FIR । ଏମାନେ ସମସ୍ତେ ସାମ୍ବାଦିକ । ୮ ଜଣଙ୍କ ନାଁରେ ନୋଏଡା ପୋଲିସ FIR ପଞ୍ଜିକରଣ କରିଛି । ଜାନୁଆରୀ ୨୬ରେ ହୋଇଥିବା…

କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନାଁରେ ଜାରି ହେଲା ଓ୍ଵାରେଣ୍ଟ, ୩୦ ବର୍ଷ ତଳେ ଲେଖିଥିବା ବହି ପାଇଁ ଏବେ ମାମଲା

ତିରୁବନନ୍ତପୁରମ୍‌ : ୩୦ ବର୍ଷ ତଳେ ସେ ଲେଖିଥିଲେ ଏକ ବହି । ଆଉ ଏବେ ସେହି ବହିରେ ଥିବା ଗୋଟିଏ ପ୍ରସଙ୍ଗ ପାଇଁ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଆଉ କେରଳର ତିରୁବନନ୍ତପୁରମ୍‌ର ଏକ କୋର୍ଟ କଂଗ୍ରେସ ନେତା ତଥା ଲେଖକ ଶଶି ଥରୁରଙ୍କୁ ସମନ୍‌ କରିଛନ୍ତି । ‘ଦ ଗ୍ରେଟ୍‌ ଇଣ୍ଡିଆ ନଭେଲ’ ନାମକ…

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା : ଶଶୀ ଥରୁରଙ୍କୁ ମିଳିଲା ନିୟମିତ ଜାମିନ

ନୂଆଦିଲ୍ଲୀ : ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶୀ ଥରୁରଙ୍କୁ ଆଶ୍ୱସ୍ତି । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ତାଙ୍କୁ ଆଗୁଆ ଜାମିନ ମିଳିଥିଲା । ଆଜି ଶୁଣାଣି ବେଳେ ସେ ପଟିଆଲା ହାଉସକୋର୍ଟରେ ହାଜର ହୋଇଥିଲେ । ବ୍ୟକ୍ତିଗତ ଭାବେ…

ଶଶୀ ଥରୁରଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ !

ନୂଆଦିଲ୍ଲୀ : ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶୀ ଥରୁରଙ୍କୁ ମିଳିଲା ଆଗୁଆ ଜାମିନ । ଏକ ଲକ୍ଷ ଟଙ୍କାର ବଣ୍ଡରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ। କୋର୍ଟଙ୍କ ବିନା ଅନୁମତିରେ ସେ ଦେଶ ଛାଡିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ଗତକାଲି ଏହି ମାମଲାର…