‘ମଣିପୁରର ସ୍ଥିତି ଆଉଟ୍ ଅଫ୍ କଣ୍ଟ୍ରୋଲ, ଏଠାରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ’: ଶଶି ଥରୁର୍
ମଣିପୁରରେ ହିଂସା ପରେ ସ୍ଥିତି ଚିନ୍ତାଜନକ ରହିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ହଜାର ହଜାର ସୈନିକ ଏଠାରେ ମୁତୟନ ହୋଇଛନ୍ତି। ରାଜ୍ୟର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ଶଶି ଥରୁର ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ…