ଆଜି ଘରେ ଘରେ ପାଳିତ ହେଉଛି ଷଠି ଓଷା ବ୍ରତ, ପିଲାଙ୍କୁ ସୁସ୍ଥ ରଖିବା ପାଇଁ ମାଆ ମାନେ କରିଛନ୍ତି ଉପାସ
ଆଜି ହେଉଛି ଓଡ଼ିଆମାନଙ୍କ ପାରମ୍ପରିିକ ଷଠି ଓଷା । ଯାହାକୁ ଅନେକ ଷଷ୍ଠୀ ଓଷା ବୋଲି ମଧ୍ୟ କୁହାଯାଏ। ଷଠି ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ ବୋଲି କୁହାଯାଏ । ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଏହି ପୂଜାକୁ ଅତି ଶ୍ରଦ୍ଧାରେ ସହ ପାଳନ କରାଯାଏ। ପିଲାଙ୍କ ସୁସ୍ଥତା କାମନା କରିବା ପାଇଁ ଷଠି…