ଶତ୍ରୁଘ୍ନ ସିହ୍ନାଙ୍କ ହେଲଥ୍ ଅପ୍ଡେଟ୍ ଦେଲେ ପୁଅ ଲବ୍ ସିହ୍ନା, କହିଲେ କାହିଁକି ହେଲା ବାପାଙ୍କ ସ୍ୱାସ୍ଥ୍ୟ ଖରାପ
ଶତ୍ରୁଘ୍ନ ସିହ୍ନାଙ୍କୁ ଡେଲି ଚେକ୍ଅପ୍ ପାଇଁ ମୁମ୍ବାଇର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଇଥିଲା । କିନ୍ତୁ ଏନେଇ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ମିଳିନଥିଲା । ବର୍ତ୍ତମାନ ଭେଟେରାନ୍ ଅଭିନେତା ଓ ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅନେକ କଥା ସାମ୍ନାକୁ…