Browsing Tag

shaving

ଘରେ ବସି ବସି ବୋରିଂ ହେଉଥିଲେ ଅରବାଜଙ୍କ ପ୍ରେମିକା ଜର୍ଜିଆ, ସେପଟେ ଲୁଚି ଲୁଚି ଆସି କଲେ ଏଭଳି କାମ, ଭିଡିଓ ଭାଇରାଲ

ଭାରତରେ ଲକଡାଉନ ଚାଲିଥିବା ବେଳେ ବଲିଉଡ ଷ୍ଟାରଙ୍କର ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏମିତି ଏକ ଭିଡିଓ ଏବେ ଅରବାଜ ଖାନଙ୍କର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ଅରବାଜଙ୍କ ପ୍ରେମିକା ଜର୍ଜିଆ ଆସି ଅରବାଜଙ୍କ ସେଭିଂ କରୁଥିବା ନଜର ଆସିଛନ୍ତି ।…

ଦିଲ୍ଲୀରେ ରାସ୍ତାକଡ଼ ସେଲୁନରେ ସେଭିଂ ହେଲେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ, ସରଳ ଜୀବନଯାପନ ନେଇ ଚର୍ଚ୍ଚା

କେନ୍ୟୁଜ୍(ବ୍ୟୁରୋ): ଫୁଟପାଥ୍‌ ସେଲୁନରେ ସାଂସଦ । ଦିଲ୍ଲୀରେ ଖୋଲା ଆକାଶ ତଳେ ରାସ୍ତାକଡ଼ ସେଲୁନରେ ସେଭିଂ ହେଲେ ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ । ସାଂସଦ ଟୁଡୁ କହିଛନ୍ତି ସରଳ ଜୀବନଯାପନକୁ ସେ ବେଶ ପସନ୍ଦ କରନ୍ତି । ଯେ କୌଣସି ବ୍ୟକ୍ତିର ପଦପଦବୀ ବଡ଼ ନୁହେଁ, ମଣିଷତ୍ୱ ବଡ଼ । ତାଙ୍କ…