Browsing Tag

shay shariatzadeh

ବିବାହ ବନ୍ଧନରେ ବାନ୍ଧି ହେଲେ WWE ସୁପରଷ୍ଟାର ଜନ ସିନା, ଜାଣନ୍ତୁ କାହାକୁ କଲେ ନିଜ ଜୀବନସାଥୀ

WWE ସୁପରଷ୍ଟାର ଜନ ସିନା ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ନିଜ ଗାର୍ଲଫ୍ରେଣ୍ଡ ଶୋ ଶାରିୟଟଜଦେହଙ୍କୁ ବିବାହ କରିଛନ୍ତି। ଗତ ୧ ବର୍ଷ ହେବ ଦୁହେଁ ପରସ୍ପରକୁ ଡେଟ କରୁଥିଲେ। ଖବର ମୁତାବକ, ୧୬ ଥର ୱାର୍ଲଡ ଚାମ୍ପିୟନ ରହିଥିବା ଜନ ସିନା ୧୨ ଅକ୍ଟୋବରରେ ଫ୍ଲୋରିଡାର ଟେମ୍ପାରେ ଶୋ…