ଶିବଭକ୍ତିରେ ବୁଡ଼ିଲେ ଶେହନାଜ ଗିଲ, ମହାଶିବରାତ୍ରିରେ ନେଲେ ତ୍ରୟମ୍ବକେଶ୍ବରଙ୍କ ଆଶୀର୍ବାଦ
ଆଜି ମହାଶିବରାତ୍ରି । ଚାରିଆଡେ ମହାଦେବଙ୍କ ଭକ୍ତିରେ ବୁଡ଼ିଛନ୍ତି ଭକ୍ତ । ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଏହି ଖାସ୍ ଉତ୍ସବରେ ବଲିଉଡ ଅଭିନେତ୍ରୀ ଶେହନାଜ ଗିଲ୍ ଭଗବାନ ଭୋଳାବାବାଙ୍କ ଶରଣରେ ପହଞ୍ଚିଛନ୍ତି । ଶେହନାଜ ଗିଲ ତ୍ରୟମ୍ବକେଶ୍ବର ମନ୍ଦିରରେ ପହଞ୍ଚି ଭଗବାନ…