ବାହା ହେଲେ ସିଦ୍ଧାର୍ଥ ଶୁକ୍ଳା ଓ ଶେହେନାଜ୍ ଗିଲ୍! ଭାଇରାଲ ହେଉଛି ଫଟୋ
ବିଗବସ୍ର ପୂର୍ବତମ ପ୍ରତିଯୋଗୀ ଶେହନାଜ ଗିଲ୍ ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ଯୋଡ଼ିକୁ ଦର୍ଶକେ ଖୁବ୍ ପସନ୍ଦ କରିଥାନ୍ତି। ସମସ୍ତେ ଭାବୁଥିଲେ ଏ ଦୁହେଁ ବିଗ୍ବସ୍ ହାଉସ୍ରୁ ବାହାରିବା ପରେ ବିବାହ କରିବେ, ନଚେତ୍ ପରସ୍ପରକୁ ଡେଟ୍ କରିବେ। ଫ୍ୟାନ୍ମାନେ ଶେହନାଜ୍ ଓ ସିଦ୍ଧାର୍ଥଙ୍କ ବିବାହକୁ…