Browsing Tag

Sherlyn Chopra

ରାହୁଲ ଗାନ୍ଧିଙ୍କୁ ଜୀବନସାଥୀ କରିବାକୁ ଚାହୁଁଛନ୍ତି ଶର୍ଲିନ୍‌ ଚୋପ୍ରା, ରଖିଲେ ଏହି ସର୍ତ୍ତ

ବୋଲ୍ଡ ଲୁକ୍‌ ପାଇଁ ଜଣାଶୁଣା ଅଭିନେତ୍ରୀ ଶର୍ଲିନ୍‌ ଚୋପ୍ରା ଏବେ ଚର୍ଚ୍ଚାରେ। ନିକଟରେ ସେ ଏକ ବୟାନ ଦେଇ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ହଠାତ୍‌ ତାଙ୍କ ନାମ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସହ ଯୋଡ଼ି ହୋଇଛି। ପ୍ରକୃତରେ, ଶର୍ଲିନ ଚୋପ୍ରା କଂଗ୍ରେସ…

ରାକ୍ଷୀ ସାଓ୍ଵନ୍ତଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ! ଶର୍ଲିନ ଚୋପ୍ରାଙ୍କ ଅଭିଯାଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ

ରାକ୍ଷୀ ସାଓ୍ଵନ୍ତଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାକ୍ଷୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରି ନେଇଛି। ଶର୍ଲିନ ଚୋପ୍ରା ଟ୍ଵିଟ୍‌ କରି ରାକ୍ଷୀଙ୍କୁ ନେଇ ଏହି ସୂଚନା ସେୟାର କରିଛନ୍ତି। କିଛି ଦିନ ତଳେ ଶର୍ଲିନ ଚୋପ୍ରା, ରାକ୍ଷୀ ସାଓ୍ଵନ୍ତଙ୍କ ବିରୋଧରେ ମୁମ୍ବାଇ ପୋଲିସରେ ଅଭିଯୋଗ ଦାଖଲ…

ଗେରୁଆ ରଙ୍ଗର ବିକିନୀ ଗ୍ରହଣୀୟ ନୁହେଁ ବୋଲି କହିଲେ ଶର୍ଲିନ ଚୋପ୍ରା! ଦୀପିକା ପାଦୁକୋନଙ୍କୁ କହିଲେ ଟୁକ୍‌ଡେ ଟୁକ୍‌ଡେ…

‘ପଠାନ୍‌’ର ପ୍ରଥମ ଗୀତ ‘ବେସରମ୍‌ ରଙ୍ଗ୍‌’ରେ ଦୀପିକା ପାଦୁକୋନଙ୍କ ଗେରୁଆ ରଙ୍ଗର ବିକିନୀକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନାହିଁ। ଏବେ ଏହାକୁ ବିରୋଧ କରୁଥିବା ଲୋକଙ୍କ ତାଲିକାରେ ସାମିଲ ହୋଇଛନ୍ତି ଶର୍ଲିନ ଚୋପ୍ରା। ଶର୍ଲିନ ଏହି ମାମଲାରେ ଦୀପିକାଙ୍କୁ…

ଶର୍ଲିନ୍‌ ଚୋପ୍ରାଙ୍କ ନାଁରେ ଶିଳ୍ପା ଓ ରାଜ୍‌ କୁନ୍ଦ୍ରାଙ୍କ ୫୦ କୋଟିର ମାନହାନି ମକଦ୍ଦମା

ବଲିଉଡ୍‌ ଅଭିନେତ୍ରୀ ଶର୍ଲିନ ଚୋପ୍ରା ନିକଟରେ ରାଜ୍‌ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟିଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର  ଅଭିଯୋଗ ଆଣିଥିଲେ । ଏଥି ସହିତ ଠକେଇ ଅଭିଯୋଗ ମଧ୍ୟ ଆଣିଥିଲେ। ଏବେ ଏହି ପ୍ରସଙ୍ଗରେ ଶିଳ୍ପା ଓ ତାଙ୍କ ସ୍ୱାମୀଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବର୍ତ୍ତମାନ ଏହି ଦମ୍ପତି…

ରାଜ୍‌ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ଏତଲା ଦେଲେ ଶର୍ଲିନ ଚୋପ୍ରା, ଆଣିଲେ ଯୌନ ଉତ୍ପୀଡ଼ନ ଅଭିଯୋଗ

ପର୍ଣ୍ଣ ଭିଡିଓ ମାମଲାରେ ଫସିଥିବା ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ପୁଣି ଏକ ମାମଲା ରୁଜୁ କରିଛନ୍ତି ଅଭିନେତ୍ରୀ ଶର୍ଲିନ ଚୋପ୍ରା। ଶର୍ଲିନ୍‌ ରାଜ୍‌ କୁନ୍ଦ୍ରାଙ୍କ ଜେଏଲ୍‌ ଷ୍ଟ୍ରିମ୍‌ କମ୍ପାନୀ ପାଇଁ ୩ଟି ଭିଡିଓ ସୁଟ୍‌ କରିଥିଲେ। କିନ୍ତୁ ପ୍ରତିଶ୍ରୁତି ମୁତାବକ ତାଙ୍କୁ ପଇସା ମିଳିନଥିଲା।…

ପର୍ଣ୍ଣୋଗ୍ରାଫୀ ମାମଲାରେ ଫସିଥିବା ସମସ୍ତ ଆର୍ଟିଷ୍ଟଙ୍କୁ ନ୍ୟାୟ ଦେବା ପାଇଁ ଶର୍ଲିନଙ୍କ ଇଚ୍ଛା

ରାଜ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫୀ ମୁଭିରେ ସଂପୃକ୍ତ ଥିବା ସମସ୍ତ ସେଲିବ୍ରେଟିଙ୍କୁ ପୋଲିସ ପଚରାଉଚରା କରୁଛି । ଘଟଣାର ସତ୍ୟତା ବାହାର କରିବା ପାଇଁ ମୁମ୍ବାଇ ପୋଲିସ ଯଥା ସମ୍ଭବ ଚେଷ୍ଟା ଚଲାଇଛି । ଏହି କେସରେ ଓଡ଼ିଶାର କିଛି କଳାକାର ସାମିଲ ଥିବା ବେଳେ ଅନେକ ବଲିଉଡ଼ ଅଭିନେତ୍ରୀ ମଧ୍ୟ…

ପର୍ଣ୍ଣ ଭିଡ଼ିଓ ମାମଲାରେ ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଶିଳ୍ପା ସେଟ୍ଟୀ ତାଙ୍କ ଭିଡ଼ିଓ ପସନ୍ଦ କରୁଥିବା କହିଥିଲେ…

ପର୍ଣ୍ଣ ଭିଡ଼ିଓ ମାମଲାରେ ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଯେଉଁଥି ପାଇଁ ରାଜ କୁନ୍ଦ୍ରାଙ୍କ ଉପରେ ବର୍ଷିଛନ୍ତି ଭିନେତ୍ରୀ ସେରଲିନ୍‌ ଚୋପ୍ରା । ରାଜ କୁନ୍ଦ୍ରା ତାଙ୍କୁ ମିସ୍‌ ଗାଇଡ କରିଥିବା କହିଛନ୍ତି ସେରଲିନ୍‌ । ଶିଳ୍ପା ସେଟ୍ଟୀ ତାଙ୍କ ଭିଡ଼ିଓ ପସନ୍ଦ କରୁଥିବା କହିଥିଲେ ରାଜ…

ଖୋଲୁଛି ରାଜ୍‌ଙ୍କ ରାଜ୍‌: ପର୍ଣ୍ଣ ଫିଲ୍ମ ପାଇଁ ଶର୍ଲିନ୍‌ ଚୋପ୍ରା ଓ ପୁନମ୍‌ ପାଣ୍ଡେଙ୍କ ସହ କଣ୍ଟ୍ରାକ୍ଟ କରିଥିଲେ…

ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ସ୍ୱାମୀ ରାଜ୍‌ କୁନ୍ଦ୍ରା ଏବେ ଜେଲରେ। ପର୍ଣ୍ଣ ଫିଲ୍ମ ସୁଟିଂ ଅଭିଯୋଗରେ ସୋମବାର ବିଳମ୍ବିତ ରାତିରେ ତାଙ୍କୁ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ୍‌ ପଚରାଉଚରା ପରେ ଗିରଫ କରିଛି। ଜୁଲାଇ ୨୩ ଯାଏଁ ସେ ପୋଲିସ ହେପାଜତରେ ରହିବେ। ଅଶ୍ଳୀଳ ଫିଲ୍ମ ତିଆରି…

ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଶର୍ଲିନ୍‌ ଚୋପ୍ରାଙ୍କ ବଡ଼ ଖୁଲାସା- ସେ ନିଜ ପ୍ୟାଣ୍ଟରୁ ପ୍ରାଇଭେଟ୍‌ ପାର୍ଟ ବାହାର…

ଫିଲ୍ମ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ଉପରେ ଲାଗିଛି ଆଉ ଏକ ଗମ୍ଭୀର ଆରୋପ। ଜିଆ ଖାନ୍‌ଙ୍କ ଭଉଣୀ କରିସ୍ମା ସାଜିଦ୍‌ଙ୍କ ଉପରେ କାଷ୍ଟିଂ କାଉଚ୍‌ ଓ ଯୌନ ଶୋଷଣ କରିଥିବା ଅଭିଯୋଗ କରିବା ପରେ ଏବେ ଅଭିନେତ୍ରୀ ଶର୍ଲିନ୍‌ ଚୋପ୍ରା ମଧ୍ୟ ସାଜିଦ୍‌ଙ୍କ ବିରୋଧରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି…

ବଲିଉଡ୍‌ରେ ଫିଲ୍ମ ପାଇବାକୁ ହେଲେ କରିବାକୁ ହୁଏ ଶରୀର ସଉଦା, ଖୁଲାସା କଲେ ଅଭିନେତ୍ରୀ

ହଲିଉଡ୍‌ରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ ଏବେ ସବୁଠି ମି-ଠୁକୁ ନେଇ ଚର୍ଚ୍ଚା ଲାଗି ରହିଛି। କିଛି ଦିନ ଧରି ଥମିଯାଇଥିବା ଏହି ଟ୍ରେଣ୍ଡ ଏବେ ଆଉ ଥରେ ମୁଣ୍ଡ ଟେକିଛି। ନିକଟରେ ଆଉ ଜଣେ ହିରୋଇନ୍‌ କାଷ୍ଟିଂ କାଉଚ୍‌କୁ ନେଇ ଖୁଲାସା କରିଛନ୍ତି। ନିଜ ବୋଲ୍ଡ ଅନ୍ଦାଜ୍‌ ଯୋଗୁ ଚର୍ଚ୍ଚାରେ…