ଶିଖର ଧୱନ ନିଜ ବାପାଙ୍କୁ ଦେଲେ ହୋଲିର ଶୁଭେଚ୍ଛା, ବାପା କହିଲେ ଚଲ୍ ହଟ୍…ହୋଲି ନୁହେଁ ଦିୱାଲୀ: ଭିଡିଓ ଭାଇରଲ
ସୋସିଆଲ ମିଡିଆରେ ସବୁବେଳେ ଶିଖର ଧୱନ ଆକ୍ଟିଭ ରହିଥାନ୍ତି । ଇନଷ୍ଟାଗ୍ରାମରେ ସବୁବେଳେ ମଜାଦାର ରିଲ୍ସ ଛାଡି ପ୍ରଶଂସକଙ୍କ ମନ ଜିଣନ୍ତି । ନିକଟରେ ଶିଖରଙ୍କ ଲଡୁ ମୁୟା ବାବା ରିଲ୍ସ ଖୁବ ଭାଇରଲ ହେଉଛି । ଏହାପରେ ପୁଣିଥରେ ଆଉ ଏକ ମଜାଦାର ରିଲ୍ସ ଛାଡିଛନ୍ତି । ଯେଉଁଥିରେ ସେ ବାପାଙ୍କୁ…