Browsing Tag

shilpa shetty

ପରିବାର ସହ କ୍ରିସ୍‌ମାସ ସେଲିବ୍ରେସନ କଲେ ଶିଳ୍ପା ସେଟ୍ଟି, ସେୟାର କଲେ ଭିଡିଓ

ବଡ଼ଦିନ ପାଇଁ ସବୁ ଆଡେ ଖୁସିର ମାହୋଲ, ଆଜି ସମସ୍ତ ସ୍ଥାନରେ ଏହାକୁ ପାଳନ କରାଯାଉଛି । ସେଲିବ୍ରେଟିମାନେ ମଧ୍ୟ ବହୁତ ଧୁମ ଧାମରେ କ୍ରିସ୍‌ମାସ ସେଲିବ୍ରେସନ କରୁଛନ୍ତି । ସମସ୍ତ ବଲିଉଡ ତାରକାମାନେ ନିଜ ନିଜ ଷ୍ଟାଇଲରେ ଏହି ପର୍ବ ପାଳନ କରୁଛନ୍ତି । ଏହି ସମୟରେ ଶିଳ୍ପା ସେଟ୍ଟି ପ୍ରଶଂସକଙ୍କ…

ଶିଳ୍ପା ସେଟ୍ଟିଙ୍କ ଘରେ ପଶିଲା ED, ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିଭିନ୍ନ ଠକଣାରେ ଚାଲିଛି ଚଢ଼ାଉ

ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ଘରେ ପଶିଲା ଇଡି । ଅଶ୍ଳୀଳ ଫଲ୍ମ ତିଆରି ମାମଲାରେ ଶିଳ୍ପାଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ମୁମ୍ବାଇ ସାନ୍ତାକ୍ରୁଜସ୍ଥିତ ଘରେ ଇଡି ଚଢ଼ାଉ କରିଛି । ଇଡି ଦ୍ୱାରା ମାମଲା ପଞ୍ଜିକୃତ ହେବା ପରେ ଶୁକ୍ରବାର ସକାଳୁ କୁନ୍ଦ୍ରାଙ୍କ ଘର ଏବଂ…

ଲିଙ୍ଗରାଜ ବେଢ଼ାରେ ଶିଳ୍ପାଙ୍କ ଫୋଟ ବିବାଦ : ସଂପୃକ୍ତ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ମନ୍ଦିର ପ୍ରଶାସନ

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ବେଢ଼ାରେ ଅଭିନେତ୍ରୀଙ୍କ ସହ ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କ ଫଟୋ ପ୍ରସଙ୍ଗ । ସଂପୃକ୍ତ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଲିଙ୍ଗରାଜ ମନ୍ଦିର ପ୍ରଶାସନ । ୭ ଦିନ ମଧ୍ୟରେ ସଂପୃକ୍ତ ସେବାୟତ କାରଣ ଦର୍ଶାଅର ଉତ୍ତର ରଖିବା…

ପୁଣି ବିବାଦରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା, ଠକେଇ ମାମଲାରେ କୋର୍ଟରୁ ମିଳିଛି ନୋଟିସ୍‌

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଏବଂ ସ୍ୱାମୀ ରାଜ କୁନ୍ଦ୍ରା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ଶିଳ୍ପା ଏବଂ ରାଜ କୁନ୍ଦ୍ରାଙ୍କ ବିରୋଧରେ ତଦନ୍ତ କରିବାକୁ ମୁମ୍ବାଇ ସେସର କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ବାସ୍ତବରେ ଜଣେ ବ୍ୟବସାୟୀ ଅଭିନେତ୍ରୀ ଏବଂ ତାଙ୍କ ସ୍ୱାମୀଙ୍କ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ଶିଳ୍ପା ଶେଟ୍ଟୀ, ଜାଣନ୍ତୁ ଚିଠିରେ କ’ଣ ଲେଖା ହୋଇଛି

ଅଯୋଧ୍ୟା ରାମ ମନ୍ଦିରର ସଫଳତା ସହ ଶେଷ ହେବା ପାଇଁ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ଏବଂ କୃତଜ୍ଞତା ଜଣାଇଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ସେ ଭାରତର ଲକ୍ଷ ଲକ୍ଷ ଲୋକଙ୍କ ସ୍ୱପ୍ନକୁ ସାକାର…

ଚାମ୍ପିଅନ୍ସ ଅଫ୍ ଚେଞ୍ଜ୍ ଆଓ୍ଵାର୍ଡରେ ସମ୍ମାନିତ ହେଲେ ଶିଳ୍ପା ସେଟ୍ଟୀ, ଫ୍ୟାନ୍ସଙ୍କ ସହ ସେୟାର କଲେ ଫଟୋ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କୁ ମଙ୍ଗଳବାର ମହାରାଷ୍ଟ୍ରରେ ଚାମ୍ପିଅନ୍ସ ଅଫ୍ ଚେଞ୍ଜ୍ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଛି । ତେବେ ସେ ଇନଷ୍ଟାଗ୍ରାମରେ ତାଙ୍କ ଫ୍ୟାନ୍ସଙ୍କ ସହ ଏହି ଖୁସି ଖବର ବାଣ୍ଟିଥିଲେ ଏବଂ ତାଙ୍କ ଆଓ୍ଵାର୍ଡ ସହିତ ଫଟୋ ମଧ୍ୟ ପୋଷ୍ଟ କରିଥିଲେ ।…

ଆଜି ଫିଟନେସ ଆଇକନଙ୍କ ଜନ୍ମଦିନ, ୪୮ ବର୍ଷରେ ପାଦ ଥାପିଲେ ବଲିଉଡ ସୁନ୍ଦରୀ ଶିଳ୍ପା

କେନ୍ୟୁଜ୍(ବ୍ୟୁରୋ): ବଲିଉଡର ଫିଟନେସ କୁଇନ ଶିଳ୍ପା ସେଠୀ । ନବେ ଦଶକର ଯୁବକଙ୍କ ଦିଲର ଧଡ଼କନ । ନିଜ ଅଭିନୟର ଯାଦୁରେ ସମସ୍ତଙ୍କ ଦିଲର ବାଜିକୁ ଜିତିଛନ୍ତି ଶିଳ୍ପା । ଭାରତୀୟ ସିନେପ୍ରେମୀଙ୍କୁ ନିଜର ଦିୱାନା ବନେଇଛନ୍ତି ସେ । ଏହାସହ ତାଙ୍କର ଫିଟନେସକୁ ନେଇ ଆଜିବି ସବୁଠି ଚର୍ଚ୍ଚା ।…

ମାଛିକୁ ଦେଖି ଅଭିନେତ୍ରୀ କଲେ ଏମିତି ପ୍ରତିକ୍ରିୟା, ପ୍ରଶଂସକ କହିଲେ- ବଡ ଲୋକଙ୍କୁ ମାଛି ଡାୟାନାସୋର ଭଳି ଲାଗେ

ଶିଳ୍ପା ସେଟ୍ଟୀ ନିଜର ସୁନ୍ଦରତା ଓ ଫିଟନେସ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଶିଳ୍ପାଙ୍କ ବିଷୟରେ ଜାଣିବା ପାଇଁ ତାଙ୍କର ପ୍ରଶଂସକ ସର୍ବଦା ଉତ୍ସୁକ ଥାଆନ୍ତି । ହେଲେ କିଛି ଦିନ ତଳେ ଶିଳ୍ପା ଏମିତି କିଛି କାମ କରିଛନ୍ତି ଯେଉଁଥି ପାଇଁ ସେ ଟ୍ରୋଲ ହେବାରେ ଲାଗିଛନ୍ତି । କେହି ତାଙ୍କୁ…

‘ଇଣ୍ଡିଆନ୍‌ ପୁଲିସ ଫୋର୍ସ’ ପାଇଁ ସୁଟିଂ କରୁ କରୁ ଭାଙ୍ଗିଗଲା ଶିଳ୍ପାଙ୍କ ଗୋଡ, ଫ୍ୟାନ୍ସଙ୍କ ଆଶୀର୍ବାଦ କାମନା…

ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଖୁବଶୀଘ୍ର ରୋହିତ ଶେଟ୍ଟୀଙ୍କ ୱେବ ସିରିଜ ଇଣ୍ଡିଆନ ପୁଲିସ ଫୋର୍ସରେ ନଜର ଆସିବେ । ଏହି ପ୍ରୋଜେକ୍ଟ ପାଇଁ ଶିଳ୍ପା କଡା ପରିଶ୍ରମ କରୁଛନ୍ତି। ରୋହିତଙ୍କ ନୂଆ ପ୍ରୋଜେକ୍ଟରେ କାମ କରିବା ସମୟରେ ଆହତ ହୋଇଛନ୍ତି। ଶିଳ୍ପାଙ୍କ ଏଭଳି ଅବସ୍ଥା ଦେଖି…

ସୋସିଆଲ ମିଡିଆରୁ ସବୁଦିନ ପାଇଁ ବିଦାୟ ନେଲେ ଶିଳ୍ପା ସେଟ୍ଟୀ! ବ୍ଲାକ୍‌ ଫଟୋ ପୋଷ୍ଟ୍‍ କରି କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଫ୍ୟାନମାନଙ୍କୁ ବଡ଼ ଝଟ୍‌କା ଦେଇଛନ୍ତି। ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି ଶିଳ୍ପା ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଏହି ଅଭିନେତ୍ରୀ ସବୁଦିନ ପାଇଁ ସୋସିଆଲ ମିଡିଆକୁ ବାଏ ବାଏ କହିଛନ୍ତି, ଯାହାକି ତାଙ୍କ ଫ୍ୟାନମାନଙ୍କୁ ଏକଦମ୍‌ ନିରାଶ କରି ଦେଇଛି। ସେ…

ଶିଳ୍ପାଙ୍କ ଓଟିଟି ଡେବ୍ୟୁ, ରୋହିତଙ୍କ ‘ଇଣ୍ଡିଆନ ପୋଲିସ ଫୋର୍ସ’ରେ କରିବେ ଜବରଦସ୍ତ ଆକ୍ସନ

ବଲିଉଡରେ ଆକ୍ସନ ଫିଲ୍ମ ପାଇଁ ବେଶ୍‌ ଜଣାଶୁଣା ରୋହିତ ସେଟ୍ଟୀ। ରୋହିତଙ୍କ ୱେବ୍ ସିରିଜ ‘ଇଣ୍ଡିଆନ୍‌ ପୋଲିସ ଫୋର୍ସ’ରେ ଦମଦାର ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଶିଳ୍ପାଙ୍କୁ ୱେବ୍ ସିରିଜକୁ ସ୍ୱାଗତ କରି ରୋହିତ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ସିରିଜ ଜରିଆରେ ଶିଳ୍ପା…

ଶିଳ୍ପା ସେଟ୍ଟୀଙ୍କ ମା’ଙ୍କ ଉପରେ ଲାଗିଲା ଠକେଇ ଅଭିଯୋଗ; କୋର୍ଟ ଜାରି କଲେ ସମନ

ଶିଳ୍ପା ସେଟ୍ଟୀଙ୍କ ପରିବାର ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ଏବେ ନିକଟରେ ତାଙ୍କ ସ୍ୱାମୀ ଜେଲ୍‌ରୁ ବାହାରିଛନ୍ତି, ଆଉ ଏପଟେ ତାଙ୍କ ମା’ଙ୍କ ବିରୋଧରେ ଜାରି ହୋଇଛି ଓ୍ଵାରେଣ୍ଟ। ଶିଳ୍ପା ସେଟ୍ଟୀଙ୍କ ମା’ ସୁନନ୍ଦା ସେଟ୍ଟୀଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି, ଯେଉଁ କାରଣରୁ…