Browsing Tag

shilpa shetty

ଶିଳ୍ପା ସେଟ୍ଟୀଙ୍କ ପାଇଁ ଏତେ ବଡ଼ କାମ କଲେ ରବିନା ଟଣ୍ଡନ, ନେଲେ ବଡ଼ ନିଷ୍ପତ୍ତି

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ଖୁବ ଖରାପ ସ୍ଥିତି ଦେଇ ଗତି କରୁଛନ୍ତି। ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଏହାର ପ୍ରଭାବ ଶିଳ୍ପାଙ୍କ କ୍ୟାରିୟର ଉପରେ ବି ପଡ଼ିଛି। ସେ ଡ୍ୟାନ୍ସ ରିଆଲିଟି ଶୋ'ସୁପର ଡ୍ୟାନ୍ସ ୪ରୁ ଗାୟବ ଅଛନ୍ତି। ଏଣୁ ତାଙ୍କ ଜାଗାରେ ନୂଆ ଜଜ୍ ଖୋଜା ହେଉଛନ୍ତି।…

ଶିଳ୍ପାଙ୍କୁ ସପୋର୍ଟ କଲେ ଫିଲ୍ମ ମେକର ହଂସଲ ମେହତା, ଟ୍ୱିଟ ଯୋଗେ ଦେଲେ ସୂଚନା

ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ପତି ରାଜ କୁନ୍ଦ୍ରା ଉଭୟେ ଏବେ ଖୁବ ଚର୍ଚ୍ଚାରେ ରହୁଛନ୍ତି । ପର୍ଣ୍ଣୋଗ୍ରାଫୀ ମାମଲାରେ ଫସିଥିବା ରାଜ କୁନ୍ଦ୍ରାଙ୍କୁ ନେଇ ଶିଳ୍ପା ସେଟ୍ଟୀ ଏବେ ଚିନ୍ତାରେ । ରାଜ କୁନ୍ଦ୍ରାଙ୍କ ଉପରେ ଆରୋପ ଲାଗିବା ପରେ ଏହା ବହୁ ମାତ୍ରାରେ ଶିଳ୍ପା ସେଟ୍ଟୀଙ୍କ କାମକୁ…

ପର୍ଣ୍ଣୋଗ୍ରାଫି କେସ୍‌: ରାଜ୍‌ଙ୍କୁ ଦେଖି ଚିଲ୍ଲାଇଲେ ଶିଳ୍ପା ସେଟ୍ଟୀ, କହିଲେ-ପରିବାରର ନାଁ ମାଟିରେ ମିଶାଇ ଦେଲ

ପର୍ଣ୍ଣୋଗ୍ରାଫି କେସ୍‌ରେ ଗିରଫ ହୋଇଥିବା ରାଜ୍‌ କୁନ୍ଦ୍ରାଙ୍କ ସମସ୍ୟା କମିବା ବଦଳରେ ବଢ଼ିବାରେ ଲାଗିଛି। ତାଙ୍କ ହ୍ଵାଟ୍ସଆପ୍‌, ଫୋନ୍‌ ଓ ସମସ୍ତ ସାକ୍ଷୀ ପ୍ରମାଣଙ୍କ ବୟାନ ରାଜ୍‌ଙ୍କ ରାଜ୍‌ ଖୋଲୁଥିବା ଦେଖିବାକୁ ମିଳିଛି। ଏହି ମାମଲାରେ ଜୁଲାଇ ୨୩ରେ ରାଜ୍‌ଙ୍କ ପତ୍ନୀ ଅଭିନେତ୍ରୀ ଶିଳ୍ପା…

ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ ଚଳଚ୍ଚିତ୍ର ପ୍ରସ୍ତୁତି ମାମଲା: ପତ୍ନୀ ଶିଳ୍ପା ସେଟ୍ଟିଙ୍କୁ ଜେରା, ବ୍ୟାଙ୍କ ଆକାଉଣ୍ଟ…

ମୁମ୍ବାଇ: ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ ଚଳଚ୍ଚିତ୍ର ପ୍ରସ୍ତୁତି ମାମଲାରେ ପତ୍ନୀ ଶିଳ୍ପା ସେଟ୍ଟିଙ୍କୁ ଜେରା କରିଛି ମହାରାଷ୍ଟ୍ର ପୋଲିସର ଅପରାଧିକ ଶାଖା । ବିଶେଷକରି ଶିଳ୍ପାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସହ ତାଙ୍କ ବୟାନ ରେକର୍ଡ କରିଛନ୍ତି । ଏପଟେ ଘଟଣା ଉପରେ ପ୍ରଥମ ଥର ପାଇଁ…

ସ୍ୱାମୀଙ୍କ ଗିରଫ ପରେ ରିଆଲିଟି ସୋ’ରେ ନଜର ଆସିବେନି ଶିଳ୍ପା ସେଟ୍ଟୀ

ଶିଳ୍ପା ସେଟ୍ଟୀ ସୁପର ଡ୍ୟାନ୍ସ ଚ୍ୟାପଟର-୪ରେ ଆଉ ଆସିବେନି ନଜର। ସ୍ୱାମୀ ରାଜ କୁନ୍ଦ୍ରା ଅଶ୍ଲୀଳ କଣ୍ଟେଟ ମାମଲାରେ ଗିରଫ ହେବା ପରେ ଶିଳ୍ପା ରିଆଲିଟି ସୋ'ରେ ଆଉ ନଜର ଆସିନଥିଲେ। ଏବେ ଖବର ଆସିଛି ଯେ, ରିଆଲିଟି ସୋ'ରେ ଶିଳ୍ପାଙ୍କ ସ୍ଥାନରେ ଅନ୍ୟ ଜଣେ ଅଭିନେତ୍ରୀ ଆସିବେ। ରିପୋର୍ଟରୁ…

ରାଜ କୁନ୍ଦ୍ରା :କାହିଁକି ପ୍ରଥମ ସ୍ତ୍ରୀ ସହିତ ଭାଙ୍ଗିଥିଲେ ସମ୍ପର୍କ, ଏହା ପରେ ଶିଳ୍ପା ସେଟ୍ଟୀଙ୍କୁ କରିଥିଲେ ବିବାହ

ବଲିଉଡ ଇଣ୍ଡଷ୍ଟ୍ରିରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ଏହି ମାମଲାରେ ରାଜ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି। ରାଜ କୁନ୍ଦ୍ରାଙ୍କ ବିରୋଧରେ ସେମାନଙ୍କର ଯଥେଷ୍ଟ ପ୍ରମାଣ…

ଅଶ୍ଳୀଳ କଣ୍ଟେଣ୍ଟ ମାମଲାରେ ରାଜ କୁନ୍ଦ୍ରା ହେଲେ ଗିରଫ, ଦୋଷୀ ସାବ୍ୟସ୍ତ ହେଲେ ମିଳିବ ବଡ଼ ଦଣ୍ଡ

ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଛି। ରାଜ କୁନ୍ଦ୍ରା ଅଶ୍ଳୀଳ କଣ୍ଟେଣ୍ଟ ବା ପୋର୍ନୋଗ୍ରାଫିକ କଣ୍ଟେଟ ବନାଇବାର ଅଭିଯୋଗ ମୁମ୍ବାଇ ପୋଲିସ ପାଖରେ ଥିବା କାରଣରୁ ତାଙ୍କୁ ଗିରଫ କରାଯାଇଛି। କେବଳ ଏତିକି ନୁହେଁ ବରଂ ଏହି କଣ୍ଟେଟକୁ…

ପ୍ରଥମ ପତ୍ନୀଙ୍କୁ ନେଇ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଖୁଲାସା ପରେ ଚିନ୍ତାରେ ଦ୍ୱିତୀୟ ସ୍ତ୍ରୀ ହେଲେ ଶିଳ୍ପା ସେଟ୍ଟୀ,…

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି। ନିକଟରେ ରାଜ ନିଜ ପୂର୍ବତନ ସ୍ତ୍ରୀ କବିତାଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ ଏକ ଇଣ୍ଟରଭ୍ୟୁରେ ସ୍ପଷ୍ଟ କରିଛନ୍ତି କି, ତାଙ୍କ ପ୍ରଥମ ବିବାହ ଭାଙ୍ଗିବାର କାରଣ…

ଶିଳ୍ପା ସେଟ୍ଟୀଙ୍କ ଘରେ କରୋନା, ଅଭିନେତ୍ରୀଙ୍କୁ ଛାଡ଼ି ପୂରା ପରିବାର କୋଭିଡ ପଜିଟିଭ

କରୋନା ଭାଇରସର ଦ୍ବିତୀୟ ଲହରୀ ପୂରା ଦେଶକୁ ନିଜ କବ୍ଜାକୁ ନେଇଯାଇଛି। ଏଇ କିଛିଦିନ ହେବ ଫିଲ୍ମ ଇଣ୍ଡଷ୍ଟ୍ରୀ ଉପରେ ଏହାର ଭୟଙ୍କର ପ୍ରକୋପ ଦେଖିବାକୁ ମିଳୁଛି। ଅନେକ ବଡ଼ ବଡ଼ କଳାକାର କରୋନା ପଜିଟିଭର ଶିକାର ହେଉଥିବା ବେଳେ ଆଉ କିଛି କଳାକାର କରୋନାରେ ଆଖି ବୁଜିଛନ୍ତି। ଏବେ ବଲିଉଡ…

ଗଣତନ୍ତ୍ର ଦିବସରେ ସ୍ୱାଧୀନତା ଦିବସର ଶୁଭେଚ୍ଛା, ଜବରଦସ୍ତ ଟ୍ରୋଲ ହେଲେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଗଣତନ୍ତ୍ର ଦିବସ ଅବସରରେ ଏକ ଟ୍ଵିଟ କରିଥିଲେ, ଯାହାକୁ ନେଇ ସେ ଟ୍ରୋଲର ଶିକାର ହୋଇଛନ୍ତି। ଖବରରୁ ଜଣାପଡ଼ିଛି, ଶିଳ୍ପା ତାଙ୍କ ଫ୍ୟାନ୍‌ମାନଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ବଦଳରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇ ଦେଇଥିଲେ। ଏହି…

ଶିଳ୍ପା ଶେଟ୍ଟୀ ଚିନ୍ତା ଦୂର କରିବା ପାଇଁ କଲେ ନୌକାସନ, ଦେଲେ ଯୋଗ ଟିପ୍ସ, ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିଜ ଫିଟ୍‌ନେସ ପ୍ରତି ବହୁତ ସଚେତନ। ନିଜକୁ ଫିଟ୍‌ ରଖିବା ଶିଳ୍ପାଙ୍କୁ ବହୁତ ପସନ୍ଦ। ସେ ମଝିରେ ମଝିରେ ଫ୍ୟାନ୍‌ମାନଙ୍କୁ ମଧ୍ୟ ଯୋଗ କରିବାକୁ ପରାମର୍ଶ ଦେବା ସହିତ ଏହାର ଫାଇଦା ବିଷୟରେ କହିଥାଆନ୍ତି। ଏବେ ପୁଣିଥରେ ଶିଳ୍ପା ଚିନ୍ତା ଦୂର କରିବା ପାଇଁ…

ଶିଳ୍ପା ଶେଟ୍ଟୀଙ୍କ ଉପରେ ଚଢ଼ିଲା ଶମ୍ମି କପୁରଙ୍କ ଫିଭର, ‘ବଦନ ପେ ସିତାରେଁ…’ ଗୀତରେ ସାନ ଭଉଣୀ ସହ ମିଶି କଲେ ଜବରଦସ୍ତ…

ବଲିଉଡ୍‌ ଅଭିନେତ୍ରୀ ଶମିତା ଶେଟ୍ଟୀ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଏବଂ ତାଙ୍କ ବଡ଼ ଭଉଣୀ ଶିଳ୍ପା ଶେଟ୍ଟୀ ଏକାଠି ‘ବଦନ ପେ ସିତାରେଁ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଭିଡିଓ ସେୟାର କରିବା ସମୟରେ ଶମିତା ଭଉଣୀ ଶିଳ୍ପାଙ୍କୁ…