Browsing Tag

shilpa shetty

ଧମାଲ ମଚାଉଛି ଶିଳ୍ପା ସେଟ୍ଟୀଙ୍କ ଥ୍ରୋବ୍ୟାକ୍‌ ଡ୍ୟାନ୍ସ ଭିଡିଓ, ସୋସିଆଲ ମିଡିଆରେ ହେଉଛି ଭାଇରାଲ

ଶିଳ୍ପା ସେଟ୍ଟୀ ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଯାହାଙ୍କର ନାମ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଥାଏ। ଆକ୍ଟ୍ରେସ କେବେ ଡ୍ୟାନ୍ସ ପାଇଁ ତ ଆଉ କେତେବେଳେ ନିଜ ଫିଟନେସ୍‌ ପାଇଁ ଚର୍ଚ୍ଚାରେ ରୁହନ୍ତି। ଶିଳ୍ପା ସେଟ୍ଟୀ ଏହାବ୍ୟତୀତ ଫୁଡ୍‌ ଭିଡିଓକୁ ମଧ୍ୟ ସମୟ ସମୟରେ ସେୟାର କରନ୍ତି।…

ଗଣପତିଙ୍କ ବିସର୍ଜନ ବେଳେ ଖୁବ୍‌ ନାଚିଲେ ଶିଳ୍ପା ଶେଟ୍ଟୀ, ଫଟୋଗ୍ରାଫରଙ୍କୁ ବାଣ୍ଟିଲେ ଲଡ଼ୁ, ଭିଡିଓ ଭାଇରାଲ୍‌

ମୁମ୍ବାଇ : ଶନିବାର ଗଣପତିଙ୍କ ପୂଜା ସାରା ଦେଶରେ ପାଳନ କରାଯାଇଛି । ବଲିଉଡ୍‌ରେ ମଧ୍ୟ ଅଭିନେତା ଓ ଅଭିନେତ୍ରୀମାନେ ଏହାକୁ ଧୂମ୍‌ଧାମ୍‌ରେ ପାଳନ କରିଛନ୍ତି । ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ଗଣେଶ ପୂଜା ପାଳନ କରିବା ସହ ବିସର୍ଜନ ବେଳେ ଧୂମ୍‌ ନାଚିଛନ୍ତି ଓ ଫଟୋଗ୍ରାଫରଙ୍କୁ ଲଡ଼ୁ ମଧ୍ୟ…

ଶିଳ୍ପା ସେଟ୍ଟୀଙ୍କ ପଡ଼ୋଶୀଙ୍କୁ କରୋନା, ଶୁଣିବା ପରେ ସ୍ୱାମୀଙ୍କ ଅବସ୍ଥା ହେଲା ଖରାପ; ଦେଖନ୍ତୁ ଭିଡିଓ

ଲକ୍‌ଡାଉନ୍‌ ଯୋଗୁ ବଲିଉଡ୍‌ କଳାକାରମାନେ ଏବେ ଘରେ ବନ୍ଦୀ ଜୀବନ ବିତାଉଛନ୍ତି। ଏଣୁ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥିବା ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ବେଳେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ୍‌ ଅଛନ୍ତି। ସେ ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କ ସହ କେତେକ…

ଲକଡାଉନରେ ଝିଅ ସମୀକ୍ଷା ସହ ମସ୍ତି କରୁଥିବାର ନଜର ଆସିଲେ ଶିଳ୍ପା 

କରୋନା ଭାଇରସ କାରଣରୁ ଲକଡାଉନ ପାଇଁ ସବୁ ଲୋକ ନିଜ ନିଜ ଘରେ ବନ୍ଦ ହୋଇ ରହିଛନ୍ତି। ଏଭଳି ପରିସ୍ଥିତିରେ ଫିଲ୍ମ ସୁଟିଂ ମଧ୍ୟ ବନ୍ଦ କରାଯାଇଛି। ଏହିକାରଣରୁ ଷ୍ଟାର୍ସମାନେ ମଧ୍ୟ ନିଜ ପରିବାର ସଦସ୍ୟଙ୍କ ସହ ସମୟ ବିତାଇ ପାରୁଛନ୍ତି। ଏହି ସମୟରେ ବଲିଉଡ ଷ୍ଟାର ଶିଳ୍ପା ସେଟ୍ଟୀ ମଧ୍ୟ ନିଜ…

ଲକଡାଉନରେ ଶିଳ୍ପା ସେଟ୍ଟୀ ପ୍ରସ୍ତୁତ କଲେ ଡାଏଟ ପ୍ଲାନ, Fit India Movement ପାଇଁ ଉଠାଇଲେ ବଡ଼ ପଦକ୍ଷେପ

ନିକଟରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ନିଜ ଫ୍ୟାନମାନଙ୍କୁ କହୁଛନ୍ତି, କୌଣସି ଯନ୍ତ୍ରାଂଶ ବ୍ୟବହାର ନ କରି ବି କିଭଳି ନିଜକୁ ଫିଟ ରଖିପାରିବେ । ଭିଡିଓରେ ରାଜ କୁନ୍ଦ୍ରା ଦଉଡି ଡେଉଁଥିବା ବେଳେ ଶିଳ୍ପା ତାଙ୍କ…

ଦେଖୁ ଦେଖୁ ଶିଳ୍ପା ଚୋବାଇ ପକାଇଲେ ଜୋତାର ହାଇ ହିଲ୍‌! ଆପଣ ବି ଆଚମ୍ବିତ ହୋଇଯିବେ, ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଫିଲ୍ମ ଦୁନିଆରୁ ପାଖାପାଖି ୬ ବର୍ଷ ହେବ ଦୂରେଇ ଯାଇଛନ୍ତି। କିନ୍ତୁ ଟେଲିଭିଜନ ଦୁନିଆରେ ସେ ସବୁବେଳେ ପ୍ରାୟତଃ ଦେଖାଯାଇଥାଆନ୍ତି। ନିଜର ବ୍ୟାୟାମ ଭିଡିଓ ଏବଂ ଫଟୋଗୁଡ଼ିକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି ଅଭିନେତ୍ରୀ ଖାଦ୍ୟପେୟର ମଜା ନେଉଥିବାର ବି କେବେ…

ଶିଳ୍ପା ସେଟ୍ଟୀଙ୍କ ପାଇଲଟ୍‌ ଅବତାର, ଏମିତି ହେଲିକପ୍ଟର ଉଡ଼ାଇଲେ ଯେ ଦେଖିଲେ ଆଁ କରି ରହିଯିବେ… ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହିଥାନ୍ତି। ନିୟମିତ ଭାବେ ଏହି ଅଭିନେତ୍ରୀ ଜଣକ ନିଜ ଟ୍ଵିଟରରେ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ତେବେ ଶିଳ୍ପା ପୁଣି ଥରେ ଫ୍ୟାନ୍‌ଙ୍କ ପାଇଁ ଏବେ ଏକ ଭିଡିଓ ସେୟାର କରିଛନ୍ତି। ଶିଳ୍ପାଙ୍କ ଏହି ଭିଡିଓଟି ପୂର୍ବ…

ପତ୍ନୀଙ୍କୁ ବୋଝ ଭାବୁଥିବା ପତିଙ୍କୁ ସଠିକ୍‌ ଜବାବ୍‌ ଦେଲେ ଶିଳ୍ପା, ଭାଇରାଲ ହେଲା ଭିଡିଓ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଥାନ୍ତି। ଶିଳ୍ପା ନିଜର ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥାନ୍ତି, ଯାହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥାଏ। ବର୍ତ୍ତମାନ ଶିଳ୍ପାଙ୍କର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଏଥର ଦର୍ଶକଙ୍କୁ ହସାଇବେ ଶିଳ୍ପା, ଫିଲ୍ମ ‘ହଙ୍ଗାମା ୨’ ରେ ଆସିବେ ନଜର

‘ମେ ଖିଲାଡୀ ତୁ ଅନାଡୀ’ , ‘ବାଜୀଗର’ ଏବଂ ‘ଧଡକନ’ ଭଳି ଫିଲ୍ମରୁ ୯୦ ଦଶକରୁ ନିଜର ଜଲଓ୍ଵା ଦେଖାଇ ଆସୁଥିବା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସିଲ୍ଵର ସ୍କ୍ରିନକୁ ପୁଣି ଥରେ ଫେରିବାକୁ ପ୍ରସ୍ତୁତି କରିସାରିଛନ୍ତି। ଶିଳ୍ପା ପାଖାପାଖି ୧୩ ବର୍ଷରୁ ଫିଲ୍ମରୁ ଦୂରେଇ ରହିଛନ୍ତି। କିନ୍ତୁ ପୁଣି ଥରେ…

କିପରି ସଲମାନ ଖାନ୍‌ ଏବଂ ଶିଳ୍ପା ସେଟ୍ଟୀ କରୁଛନ୍ତି ଗଣେଶ ବିସର୍ଜନ, ଦେଖନ୍ତୁ ଏହି ସାନଦାର ଭିଡିଓ

ବଲିଉଡରେ ଗଣପତି ଉତ୍ସବ ଖୁବ୍‌ ଧୂମଧାମରେ ପାଳନ କରାଯାଇଥାଏ। ଖୁବ୍‌ ଆନନ୍ଦ ଉଲ୍ଲାସର ସହ ଗଣପତି ବାପାଙ୍କୁ ସ୍ୱାଗତ କରିବା ପରେ ଢୋଲ ବଜାଇ ଡ୍ୟାନ୍ସ କରି ଗଜାନନଙ୍କୁ ବିଦାୟ ଦେଇଥାନ୍ତି। ଚଳିତ ବର୍ଷ ସୁପରଷ୍ଟାର ସଲମାନ ଖାନ୍‌ ଙ୍କ ଭଉଣୀ ଅର୍ପିତା ଖାନ୍‌ ଙ୍କ ଘରେ ମଧ୍ୟ ଖୁବ୍‌ ଜେରସୋର୍‌ ରେ…

୧୦ କୋଟିର ଅଫରକୁ ଗୋଡରେ ଏଡାଇ ଦେଲେ ଏହି ଅଭିନେତ୍ରୀ, ନିଷ୍ପତ୍ତିକୁ ପ୍ରଶଂସା କଲେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ବଲିଉଡର ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଶିଳ୍ପା ସେଟ୍ଟୀ ଅନ୍ୟତ୍ତମ। ସେ ନିଜର ଅଭିନୟ ବ୍ୟତିତ ଫିଟନେସ୍ କାରଣରୁ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ଅନ୍ୟ ଏକ କାରଣକୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଘଟଣାଟି ହେଉଛି କି, ଦଶ କୋଟିର ଏକ ଆଡଭାଟାଇଜ୍…

ବଲିଉଡରେ ଶିଳ୍ପା ସେଟ୍ଟୀଙ୍କ କମବ୍ୟାକ୍, ଜାଣନ୍ତୁ କିପରି ଭାବେ କରୁଛନ୍ତି ପ୍ରସ୍ତୁତି

ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଅନେକ ବର୍ଷ ହେବ ବଲିଉଡ ଇଣ୍ଡଷ୍ଟ୍ରିରୁ ଦୂରରେ ଅଛନ୍ତି। ପ୍ରାୟତଃ ଶିଳ୍ପା ଛୋଟ ପରଦାରେ ନଜର ଆସୁଥିବା ବେଳେ ବଡ ପରଦାରେ ବିଲକୁଲ୍ ଗାୟବ ଅଛନ୍ତି। କିନ୍ତୁ ବର୍ତ୍ତମାନ ଶିଳ୍ପା ୧୧ ବର୍ଷ ପରେ ବଲିଉଡକୁ ଫେରିବେ ବୋଲି ଇସାରା କରିଛନ୍ତି। ତାଙ୍କ ପାଖରେ…