Browsing Tag

ship killed

ପୁଣି ଅଜଣା ଜନ୍ତୁ ଆକ୍ରମଣରେ ଗଲା ୩୫ ମେଣ୍ଢାଙ୍କ ପ୍ରାଣ, ମାଲିକ ଏବେ ଚିନ୍ତାରେ

ମହାକାଳପଡ଼ା(କେନ୍ୟୁଜ୍): ୩୫ ମେଣ୍ଢା ମାରିଲା ଅଜଣା ଜନ୍ତୁ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଯଦୁପୁର ପଞ୍ଚାୟତ କଳାଗଡ଼ ଗାଁରେ ଅଜଣା ଜନ୍ତୁ ଆତଙ୍କ । କଳାଗଡ ଗାଁର ମହନି ଦାସଙ୍କ ଗୁହାଳରେ ବିଳମ୍ବିତ ରାତିରେ ୩୦ରୁ ଉର୍ଦ୍ଧ୍ଵ ମେଣ୍ଢା ଅଜଣା ଜନ୍ତୁ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି ।…