ship was rescued

ମଝି ସମୁଦ୍ରରୁ ଉଦ୍ଧାର ହେଲା ‘ସମୁଦ୍ର କୌସ୍ତୁଭ’ ଜାହାଜ; ଇଞ୍ଜିନ ଖରାପ ଯୋଗୁ ଫସିରହିଥିଲା

ପାରାଦ୍ବୀପ (କେନ୍ୟୁଜ): ପାରାଦ୍ବୀପ NQ-2, ବର୍ଥରେ ଲାଗିଲା ସମୁଦ୍ର ମଝିରେ ଫସିଥିବା ଜାହାଜ । ପାରାଦ୍ଵୀପ ଠାରୁ ୬୦ ନଟିକାଲ ଦୂରରେ ରହିଥିଲା ଜାହାଜ ସମୁଦ୍ର କୌସ୍ତୁଭ।…

8 months ago