ଅମ୍ବାନୀ ପରିବାରରେ ପୁଣି ଆସିବ କୁନି ଅତିଥି, ବୋହୂ ଶ୍ଲୋକା ଦ୍ୱିତୀୟ ଥର ଗର୍ଭବତୀ
ମୁକେଶ ଅମ୍ବାନୀ ପୁଣିଥରେ ଜେଜେବାପା ହେବାକୁ ଯାଉଛନ୍ତି। ତାଙ୍କ ବୋହୂ ଶ୍ଲୋକା ମେହେତା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି। ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରର ଉଦ୍ଘାଟନୀ ଉତ୍ସବରେ ଆକାଶ ଅମ୍ବାନୀ ଓ ତାଙ୍କ ପତ୍ନୀ ଶ୍ଲୋକା ପାପାରାଜି ସାମ୍ନାକୁ ଆସିଥିଲେ। ଏହି ସମୟରେ ସେ ନିଜ ବେବି…