Browsing Tag

shoaib akhtar

ପାକିସ୍ତାନ ହାରିବା ପରେ ଟ୍ଵିଟର ଯୁଦ୍ଧ ଆରମ୍ଭ, ମହମ୍ମଦ ସାମିଙ୍କ ଟୁଇଟରେ ରାଗିଗଲେ ଶୋଏବ ଅଖତର

ଇଂଲଣ୍ଡ ଟି-୨୦ ବିଶ୍ୱକପ ଜିତିବା ପରେ ପାକିସ୍ତାନ ଖେଳାଳିଙ୍କ ମୁଣ୍ଡ ଆଉ କାମ କରୁନି। ଟି-୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ଠାରୁ ୫ ଓ୍ଵିକେଟରେ ପରାସ୍ତ ହୋଇଛି ପାକିସ୍ତାନ । ପାକିସ୍ତାନ ହାରିବା ପରେ ଟ୍ଵିଟରରେ ଭାରତ ଏବଂ ପାକିସ୍ତାନ ଫ୍ୟାନ୍ସଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି।…

ବିରାଟଙ୍କୁ ଈର୍ଷା କରୁଛନ୍ତି ପାକିସ୍ତାନୀ ଖେଳାଳି, ବ୍ୟାଟିଂ ଦେଖିବା ପରେ ଶୋଏବ ଅଖତର ଦେଲେ ଏମିତି ବୟାନ

ବିରାଟ କୋହଲି ଏବେ ଟି-୨୦ କ୍ରିକେଟରୁ ରିଟାଏରମେଣ୍ଟ ନିଅନ୍ତୁ। ଏକଥା କହିଛନ୍ତି ପାକିସ୍ତାନୀର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର। ଅଖତରଙ୍କ କହିବାନୁଯାୟୀ, ବିରାଟ ଏବେ କ୍ରିକେଟର ଛୋଟ ଫର୍ମାଟ ଛାଡି ବଡ ଫର୍ମାଟରେ ଖେଳିବା ଜରୁରୀ। ନିଜ ୟୁଟ୍ୟୁବ ଚ୍ୟାନେଲରେ ଶୋଏବ ଅଖତର ଏହା ପ୍ରକାଶ…

୨୩ ବର୍ଷ ପରେ ସୋଏବ ଅଖତରଙ୍କ ବଡ଼ ଖୁଲାସା! ଜାଣିଶୁଣି ସୌରଭ ଗାଙ୍ଗୁଲିଙ୍କ ପଞ୍ଜରା ହାଡ଼କୁ ମାରିଥିଲେ ବଲ୍‌…

ଭାରତ ଓ ପାକିସ୍ତାନ ମ୍ୟାଚ୍‌ ସବୁବେଳେ ସଂଘର୍ଷପୂର୍ଣ୍ଣ ରହିଥାଏ। ଉଭୟ ଟିମ୍‌ର ଖେଳାଳି ‘କର ବା ମର’ ସ୍ଥିତିରେ ଥାଆନ୍ତି। ମ୍ୟାଚ୍‌ ଜିତିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି ଏମାନେ। ଏପରି କି, ପରସ୍ପରକୁ ଆଘାତ ପହଞ୍ଚାଇବାକୁ ବି ପଛଘୁଞ୍ଚା ଦେଇ ନ ଥାଆନ୍ତି। ଏବେ ଦୀର୍ଘ ଦିନ…

‘ମୁଁ ବହୁତ କଷ୍ଟରେ ଅଛି…’, ଅଷ୍ଟ୍ରେଲିଆରେ ସୋଏବ ଅଖତର କରାଇଲେ ଆଣ୍ଠୁ ସର୍ଜରୀ; ହସ୍ପିଟାଲରୁ ସେୟାର କଲେ ଭିଡିଓ

ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ଏବେ ଅଷ୍ଟ୍ରେଲିଆରେ ଅଛନ୍ତି ଏବଂ ସେଠି ନିଜର ସର୍ଜରୀ କରାଇଛନ୍ତି। ଆଣ୍ଠୁ ସର୍ଜରୀ କରାଇବାକୁ ଯାଇଥିବା ସୋଏବ ହସ୍ପିଟାଲ ବେଡ୍‌ରୁ ଏକ ଭିଡିଓ ସେୟାର କରିଛନ୍ତି ଏବଂ ଫ୍ୟାନମାନଙ୍କୁ ମେସେଜ୍‌ ଦେଇଛନ୍ତି। ସେ କହିଛନ୍ତି କି, ସେ ବର୍ତ୍ତମାନ…

ଶୋଏବ ଅଖତରଙ୍କ ରେକର୍ଡ ଭାଙ୍ଗିଲେ ଭୁବନେଶ୍ୱର କୁମାର, ଘଣ୍ଟାକୁ ୨୦୮ କିମି ବେଗରେ ପକାଇଲେ ବଲ୍‌

ଗତକାଲି ଭାରତ ଏବଂ ଆୟରଲାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ମୁକାବିଲାରେ କିଛି ଏପରି ଦେଖିବାକୁ ମିଳିଥିଲା। ଭୁବନେଶ୍ୱର କୁମାର ଗୋଟିଏ ନୁହେଁ ଲଗାତାର ଦୁଇଟି ବଲ୍ ଘଣ୍ଟା ପ୍ରତି ୨୦୦ କିଲୋମିଟର ବେଗରେ ପକାଇଥିଲେ। ପ୍ରଥମ ଇନିଂସ ପ୍ରଥମ ଓଭରର ଦ୍ୱିତୀୟ ବଲ୍ ୨୦୧ କିମି ରେକର୍ଡ ହୋଇଥିବାବେଳେ…

ଆଉ ଦୌଡିପାରିବେନି ରାଓ୍ଵଲପିଣ୍ଡି ଏକ୍ସପ୍ରେସ ! ମେଲବର୍ଣ୍ଣରେ ହେବାକୁ ଯାଉଛି ବଡ ଅସ୍ତ୍ରୋପଚାର

କ୍ରିକେଟ ଜଗତର ଦ୍ରୁତତମ ବୋଲର ଶୋଏବ ଅଖତର। ଖାସ୍‌ ଏପରି ଦକ୍ଷତା ଯୋଗୁଁ ତାଙ୍କୁ ରାଓ୍ଵଲପିଣ୍ଡି ଏକ୍ସପ୍ରେସ ବୋଲି କୁହାଯାଏ। ତାଙ୍କ ବୋଲିଂର ସ୍ପିଡ ଦେଖି ସାମ୍ନାରେ ଥିବା ବ୍ୟାଟ୍ସମ୍ୟାନ୍‌ ଭୟ କରନ୍ତି। ତାଙ୍କର ରନଅପ୍‌ ଦେଖି ବ୍ୟାଟ୍ସମ୍ୟାନ ଡରନ୍ତି। କ୍ରିକେଟ ମଇଦାନରେ ହାଇସ୍ପିଡ ବୋଲିଂ…

ଦ୍ୱାଦଶ ଖେଳାଳିର ଭୂମିକା ତୁଲାଇବାକୁ ଯାଇ ପଡିଆକୁ ପାଣି ବୋତଲ ଓ ଜୋତା ବୋହିଲେ ସର୍ଫରାଜ, ପ୍ରଶଂସକ ହେଲେ ନିରାଶ

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦ ଚୂଡାନ୍ତ ଏକାଦାଶ ବାହାରେ ଦ୍ୱାଦଶ ଖେଳାଳି ଭାବେ ପାକିସ୍ତାନ ଦଳରେ ସ୍ଥାନ ପାଇଛନ୍ତି। ଫଳରେ ମ୍ୟାଚ ଅବସରରେ ବିଶେଷ କରି ବିରତି ବେଳେ ସେ ଦ୍ୱାଦଶ ଖେଳାଳିର ଭୂମିକା ତୁଲାଇବାକୁ ଯାଇ ପଡିଆକୁ ପାଣି ବୋତଲ ଏବଂ ଜୋତା…

ଓକିଲଙ୍କୁ ଅଯୋଗ୍ୟ କହିବା ପଡ଼ିଲା ମହଙ୍ଗା, ସୋଏବ ଅଖତରଙ୍କ ନାଁରେ ମାନହାନି ମକଦ୍ଦମା ରୁଜୁ

ପାକିସ୍ତାନ ଟିମର ପୂର୍ବତନ ସ୍ପିଡ ବୋଲର ସୋଏବ ଅଖତର ସବୁ ବିଷୟ ଉପରେ ନିଜର ଖୋଲାଖୋଲି ମତ ରଖିଥାନ୍ତି। ଖାସ୍ କରି କ୍ରିକେଟ ସମ୍ପର୍କରେ ସେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଖୋଲାଖୋଲି ଭାବେ ଚର୍ଚ୍ଚା କରିଥାନ୍ତି। ଏହି ବୟାନ ଯୋଗୁ ପୂର୍ବରୁ ମଧ୍ୟ ବିବାଦରେ ଫସିଥିବା ସୋଏବ ପୁଣିଥରେ ଅସୁବିଧାରେ…

ପାକିସ୍ତାନ ପାଇଁ ଭାରତକୁ 10 ହଜାର ଭେଣ୍ଟିଲେଟର ମାଗିଲେ ସୋଏବ ଅଖତର, ଭାରତୀୟ କହିଲେ, ‘ଚୀନକୁ ମାଗ’

ପାକିସ୍ତାନରେ ମଧ୍ୟ କରୋନା ଭାଇରସ କାୟା ବିସ୍ତାର କରିଚାଲିଛି। ଏଭଳି ସ୍ଥିତିରେ ପାକିସ୍ତାନ ଅନ୍ୟ ଦେଶଠାରୁ ସାହାଯ୍ୟ ନିବେଦନ କରୁଛି। ସେଠାରେ ସ୍ଥିତି ଏତେ ଜଟିଳ ଯେ ଡାକ୍ତରମାନଙ୍କ ପାଖରେ ଚିକିତ୍ସା କରିବାକୁ କିଟ ସୁଦ୍ଧା ନାହିଁ। କରୋନା ଭାଇରସ ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣେ…

କରୋନା ଭାଇରସ୍‌କୁ ନେଇ ଭାରତ ଉପରେ ପ୍ରଶ୍ନ ଉଠାଇଲେ ପାକିସ୍ତାନୀ କ୍ରିକେଟର, କହିଲେ- ‘ମେଡିକାଲରେ କିଛି ସୁବିଧା…

କରୋନା ଭାଇରସ୍‌ ଯୋଗୁ ସାରା ଦୁନିଆ ଏକ ପ୍ରକାରର ଅଚଳ ହୋଇଯାଇଛି କହିଲେ ଚଳେ। ସଂକ୍ରମଣ ହେବା ଭୟରେ ଲୋକମାନେ ଏବେ ଘରୁ ବାହାରୁନାହାନ୍ତି। ଦିନକୁ ଦିନ ଏହି ମାମଲା ବଢ଼ିଚାଲିଛି। ଏବେ କରୋନାର ପ୍ରଭାବ ଖେଳ ଉପରେ ମଧ୍ୟ ପଡ଼ିଛି। ଏନେଇ ପୂର୍ବତନ ପାକିସ୍ତାନୀ ବୋଲର ସୋଏବ ଅଖତର ଚୀନ୍‌ ଉପରେ…

ମୁଁ କେବଳ ମ୍ୟାଚ୍‌ ଫିକ୍ସରଙ୍କ ଘେରରେ ଖେଳୁଥିଲି : ସୋଏବ ଅଖତାର

ପାକିସ୍ତାନ୍‌ କ୍ରିକେଟ୍‌ରେ ପ୍ରବଳ ମ୍ୟାଚ୍‌ଫିକ୍ସିଂ ହେଉଥିଲା । ଜଣେ ନୁହେଁ ପୂରା ଦଳ ଏଥିରେ ସାମିଲ ଥିଲା । ଏଭଳି ଅଭିଯୋଗକୁ ପୁଣି ଥରେ ଦୋହରାଇଛନ୍ତି ଦଳର ପୂର୍ବତନ ପେସ୍‌ ବୋଲର୍‌ ସୋଏବ ଅଖତାର । ଅଖତାର କହିଛନ୍ତି, ମୋ ସମୟରେ ମୁଁ କେବଳ ବିରୋଧୀ ଦଳ ସହ ନୁହେଁ ନିଜ ଦଳର ଖେଳାଳିମାନଙ୍କ…

ସୋନାଲୀଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ଏହି ଘାତକ ପାକିସ୍ତାନୀ ବୋଲର୍, ଅପହରଣ କରିବାକୁ କରିଥିଲେ ଯୋଜନା

କ୍ରିକେଟ୍ ଷ୍ଟାର୍ ଏବଂ ଫିଲ୍ମ ଷ୍ଟାରଙ୍କ ମଧ୍ୟରେ ଥିବା ପ୍ରେମକାହାଣୀ କାହାକୁ ବା ଅଛପା । ତେବେ ଆଜି ଆମେ ଜଣେ କ୍ରିକେଟରଙ୍କ ଏକ ତରଫା ପ୍ରେମ ବିଷୟରେ କହିବୁ ଯାହା ବୋଧେ ଖୁବ୍ କମ୍ ଲୋକ ଜାଣନ୍ତି । ସେହି ଖେଳାଳି ଜଣକ ଆଉ କେହି ନୁହଁନ୍ତି ବରଂ ବିଶ୍ବର ସବୁଠାରୁ ଦ୍ରୁତତମ ବୋଲର…