ଫସିଲେ ସୋଏବ ମଲ୍ଲିକ : ଗୋଟିଏ ଓଭରରେ ୩ଟି ନୋ ବଲ୍, କ୍ରିକେଟ କଣ୍ଟ୍ରାକ୍ଟ ଶେଷ
ସାନିଆଙ୍କୁ ଛାଡପତ୍ର ଦେଇ ତୃତୀୟ ବିବାହ କରିବା ପରେ ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ବେଶ୍ ଚର୍ଚ୍ଚାରେ ରହିଥିଲେ । ଆଉ ଏବେ ମ୍ୟାଚ ଫିକ୍ସିଂ ମାମଲାରେ ଛନ୍ଦି ହୋଇଯାଇଛନ୍ତି ପାକିସ୍ତାନୀ କ୍ରିକେଟରେ । ଗୋଟିଏ ଓଭରରେ କ୍ରମାଗତ ୩ଟି ନୋ-ବଲ୍ ଫିଙ୍ଗିଥିଲେ, ଆଉ ଏଥିପାଇଁ ବାଂଲାଦେଶ ପ୍ରିମିୟର…