Browsing Tag

Shocking news

କାକଟପୁର : ଗଛ ଗଣ୍ଡିରେ ବଜରଙ୍ଗବଲୀଙ୍କ ସ୍ୱରୂପ, ଦେଖିବା ପାଇଁ ଲାଗିଲା ଲୋକଙ୍କ ଭିଡ

କାକଟପୁର (କେନ୍ୟୁଜ) : ହିନ୍ଦୁ ପରମ୍ପରାରେ ଦେବତାଙ୍କ ସ୍ୱରୂପକୁ ହିନ୍ଦୁଧର୍ମାବଲମ୍ବୀମାନେ ଭିନ୍ନ ଭିନ୍ନ ଭାବରେ ପୂଜା କରନ୍ତି। ଯେମିତି କି ବୃକ୍ଷ,ପାଷାଣ,ନଦୀ,ଆଦି ପ୍ରକୃତିଦତ୍ତ ସାମଗ୍ରୀକୁ ସେମାନଙ୍କର ଦେବତା ବୋଲି ବିଶ୍ଵାସ କରିଥାନ୍ତି। ଲୋକମାନଙ୍କ ବିଶ୍ଵାସ ଆଗରେ ପ୍ରକୃତିରାଣୀ ବି…

ନିଜ ଝିଅର ସନ୍ତାନକୁ ନିଜ ଗର୍ଭରେ ଜନ୍ମ ଦେଲେ ମାଆ, ଖବର ପଢ଼ି ଆପଣ ବି କହିବେ ‘ମା ତୋର ତୁଳନା ନାହିଁ’

ଏହି ଦୁନିଆରେ ମାଆର ତୁଳନା ଭଗବାନଙ୍କ ସହିତ କରାଯାଏ। କାହିଁକିନା ଦୁନିଆରେ ମାଆର ସ୍ଥାନ କେବେବି କେହି ପୂରଣ କରିପାରିବେନାହିଁ। ନିଜ ପିଲାର ସବୁ କଷ୍ଟ ଯନ୍ତ୍ରଣାକୁ ସହଜରେ ସହିନିଏ ମାଆ। ଛୁଆର ସବୁ କଷ୍ଟ ଯନ୍ତ୍ରଣାକୁ ଲାଘବ କରିବା ପାଇଁ ମାଆ କରିଥାଏ ସତ ଚେଷ୍ଟା। ନିଜ ଜୀବନକୁ ବାଜି ଲଗାଇ…

ଲୋକେ ଜମା କରୁଛନ୍ତି କିନ୍ତୁ ଆପେ ଆପେ ଖାତାରୁ ଉଭାନ ହୋଇଯାଉଛି ଟଙ୍କା

ପିପିଲି (କେନ୍ୟୁଜ) : ବ୍ୟାଙ୍କରେ ଟଙ୍କା ଜମା ହେଉଛି କିନ୍ତୁ ମନକୁ ମନ ଉଭାନ ହେଇଯାଉଛି। ଆଉ ଅଭିଯୋଗ କଲେ ପୁଣି ଆସିଯାଉଛି ଉଭାନ ହୋଇଥିବା ଟଙ୍କା। ଭବିଷ୍ୟତକୁ ଆଖି ଆଗରେ ରଖି ଆମେମାନେ ସମସ୍ତେ ବ୍ୟାଙ୍କରେ ଟଙ୍କା ରଖିଥାଉା ଏଥିପାଇଁ ରଖିଥାଉ ଯେ ଅସୁବିଧା ସମୟରେ ସେହି ଟଙ୍କାକୁ ଉଠାଇ…

ଯେତେ ଯାହା ହେଉ ପଛେ ଇଏ ଆମର ବାହା ହେବେ ହିଁ ହେବେ, ଦେଖନ୍ତୁ ଭିଡିଓ

(କେନ୍ୟୁଜ) : ବେଳେବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଯାଏ, ଯାହା ଆପଣଙ୍କୁ ହସାଇ ହସାଇ ଏକଦମ୍‌ ବେଦମ୍‌ କରିଦିଏ। ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ଦେଖିଲେ ବିଶ୍ୱାସ କରନ୍ତୁ ଆପଣଙ୍କ ହସକୁ ଅଟକାଇପାରିବେନି। ଏ ଭିଡିଓରେ ଦେଖନ୍ତୁ ଜଣେ…

ଭଉଣୀ ବାହାଘର ପାଇଁ କିଡନୀ ବିକି ଦେଲେ, ଏବେ କେବିନ ଭିତରେ ରହୁଛନ୍ତି ପ୍ରଭାସ

ଭୁବନେଶ୍ୱର (କେନ୍ୟୁଜ୍‌) : ଚାରିଆଡ଼େ ଲକ୍ ଡାଉନ୍ । ତା ସାଙ୍ଗକୁ ସପ୍ତାହାନ୍ତ ସଟ୍‌ଡାଉନ୍‌ । ଏଇ ସମୟରେ ଆମେ ରାଜଧାନୀ ଭୁବନେଶ୍ୱର ସହରର ଗଳି କନ୍ଦିରେ ବୁଲି ବୁଲି ନଜର କରୁଥାଉ କେମିତି ପାଳନ ହେଉଛି କଟକଣା । ଏହି ସମୟେ ଆଖି ପଡିଥିଲା ଜଣେ ବ୍ୟକ୍ତିଙ୍କ ଉପରେ । ଯାହାଙ୍କର ଯୁବକ ବୟସ ଟିକେ…

କୁକୁର ମୁହଁକୁ ବିଲେଇକୁ ମରିବାକୁ ଫୋପାଡିଦେଇଥିଲେ ବ୍ୟକ୍ତି, ଏବେ ପୋଲିସ ହାତରେ ହେଲେ ଗିରଫ

ଭୁବନେଶ୍ୱର (କେନ୍ୟୁଜ) : କୁକୁର ମୁହଁକୁ ବିଲେଇ ଫୋପାଡିବା ଘଟଣାରେ ଅଭିଯୁକ୍ତ ଗିରଫ। ମୂରଲି ଧର ବେହେରାଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ। ଗତ ୧୩ ତାରିଖରେ ଭିଡିଓଟି ସୋସିଆଲ ମିଡିଆରେ ବାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭୁବନେଶ୍ୱର ପ୍ରଶାନ୍ତ ବିହାର ଅଂଚଳରେ ଏକ…

ପାଞ୍ଚ ଦିନର ସାଥି ହୋଇ କନ୍ୟାର ହାତ ଛାଡି ଆଖି ବୁଜିଲା ବର

ଆଳି (କେନ୍ୟୁଜ) : କନ୍ୟା ହାତରୁ ଛାଡିନି ମେହେନ୍ଦୀ ପାଦରୁ ଲିଭିନି ଅଳତା, ସ୍ୱାମୀ ଲଗାଇଥିବା ମଥାର ସିନ୍ଦୁର ବି ସତେଜ୍‌ ଅଛି, କିନ୍ତୁ ମାତ୍ର ପାଞ୍ଚ ଦିନର ସାଥି ହୋଇ ସବୁଦିନ ପାଇଁ ଛାଡି ଚାଲିଗଲେ ସାତ ଜନ୍ମ ପାଇଁ ସାଥି ହୋଇଥିବା ବର। କେତେ ଧୁମଧାମରେ ହୋଇଥିଲା ବାହାଘର, ମନରେ ଅନେକ ଆଶା…

ମଶାଣି ମଣିଷ ଜୟ ହୋ ଭାଇ, ଯିଏ ଏବେ ସୁଦ୍ଧା କରିସାରିଲେଣି ୧୦ ହଜାରରୁ ଅଧିକ ଶବ ସତ୍କାର

ବାଲେଶ୍ୱର (କେନ୍ୟୁଜ) : ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର । ବିଭିନ୍ନ ମଣିଷଙ୍କ ନିକଟରେ ଭିନ୍ନ ଭିନ୍ନ ଗୁଣ ସବୁ ପ୍ରକଟିତ ହୋଇଛି । ଏତେ ବଡ଼ ଦୁନିଆରେ ଯଦି ଦୟା, ଦାନ, ଧର୍ମ, କର୍ମ ଓ ସେବା ନା ରହିଥାନ୍ତି ତା ହେଲେ ଏ ପୃଥିବୀ କେବେଠାରୁ ସମୁଦ୍ରରେ ବିଲୀନ ହୋଇଯାଇ ସାରନ୍ତାଣି । ଆଜି ଆମେ…

ଏଠାରେ ଝିଅମାନଙ୍କ ସ୍କର୍ଟ ମାପି ଦିଆଯାଏ ଡିସକାଉଣ୍ଟ, ଯେତେ ଛୋଟ ସେତେ ଅଧିକ ରିହାତି

ସବୁ ଦୋକାନୀ ନିଜ ବ୍ୟବସାୟକୁ ବଢ଼ାଇବା ପାଇଁ ଡିସକାଉଣ୍ଟ କରନ୍ତି। ଯାହାଦ୍ୱାରା ଗ୍ରାହକ ଡିସକାଉଣ୍ଟରେ ଆକର୍ଷିତ ହୋଇ ଦୋକାନକୁ ଆସନ୍ତି। ଖାସକରି ରେଷ୍ଟୁରାଣ୍ଟରେ ଏମିତି ଡିସକାଉଣ୍ଟ ବହୁତ ଦେଖିବାକୁ ମିଳିଥାଏ। କିନ୍ତୁ ଆଜି ଆମେ ଏମିତି ରେଷ୍ଟୁରାଣ୍ଟ ଏବଂ ଡିସକାଉଣ୍ଟ ବିଷୟରେ ଆପଣଙ୍କୁ…

କରୋନା ଭୟରେ ପାଖ ମାଡିଲେନି ସାହି ପଡିଶା, ମାଆର ଶବ ପାଖରେ ଦୁଇଦିନ ବସିରହିଲା ଦେଢ଼ ବର୍ଷର ପୁଅ

ମହାରାଷ୍ଟ୍ର ପୁନେରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ମା’ର ମୃତଦେହ ନିକଟରେ ୧୮ ମାସର ଶିଶୁଟି ଦୁଇ ଦିନ ଭୋକ ଉପାସରେ ବସିରହିଥିଲା । ସହରରେ କରୋନାର ଭୟ ଏତେ ଯେ, ଦେଢ଼ ବର୍ଷ ର ପୁଅକୁ ମରିବା ପାଇଁ ଛାଡ଼ିଦେଲେ ଲୋକେ। ମାତ୍ର କେହି ଟିକେବି ଛୁଆଟିକୁ ହାତ ଲଗାଇଲେନାହିଁ । ଦୁଇ ଦିନ…

ଆଶ୍ଚର୍ଯ୍ୟ! ହଠାତ୍‌ ଏହି ସୁନ୍ଦରୀ ଝିଅ ପାଲଟିଗଲା ପୁଅ, କପଡ଼ା ଖୋଲି ଦେଖାଇଲା ୬ ପ୍ୟାକ୍ସ ବଡି

ବିଶ୍ୱରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଜନ୍ମ ହୁଅନ୍ତି ଗୋଟିଏ ଜେଣ୍ଡରରେ, କିନ୍ତୁ ସମୟ ସହିତ ଅନ୍ୟ ଜେଣ୍ଡରରେ ନିଜକୁ ପରିବର୍ତ୍ତନ କରେଇ ନିଅନ୍ତି। ସେମାନଙ୍କ ଚାଲିଚଳନ, ମନୋଭାବ, ହାବଭାବ ସବୁକିଛି ପରିବର୍ତ୍ତନ ହେବାରେ ଲାଗିଥାଏ। କାଲିଫର୍ଣ୍ଣିଆରେ ରହୁଥିବା ମ୍ୟାଟ୍‌ ମିଲରଙ୍କ…

ଛାତି ଥରାଇଦେବ ଏ ଦୃଶ୍ୟ, ଦେଖନ୍ତୁ କେମିତି ପାଣିରେ ଖେଳଣା ଭଳି ଭାସୁଛି କାର

ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ପ୍ରକୃତିର ତାଣ୍ଡପ ରୂପ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଆଜି ଆମେ ଆପଣଙ୍କୁ ଏକ ଏମିତି ଦୃଶ୍ୟ ଦେଖାଇବୁ ଯାହାକୁ ଦେଖିଲେ ଆପଣ କହିବେ ପ୍ରକୃତି କିଛି ବି କରିପାରେ। ଏ ଭିଡିଓ ଅଷ୍ଟ୍ରେଲିୟାର। ଏଠାରେ ମୂଷଳ ଧାରାରେ ବର୍ଷା ହେବା କାରଣରୁ…