Browsing Tag

Shocking news

ହୋଟେଲ ରୁମରେ ଅନ୍ୟ ଜଣେ ମହିଳାଙ୍କୁ ନିଜ ବାହୁ ବନ୍ଧନରେ ଜାବୁଡି ଧରିଥିଲେ ସ୍ୱାମୀ, ସ୍ତ୍ରୀ ଖୋଲିଦେଲେ ଚପଲ ଆଉ ସ୍ଥିତି…

ଉତ୍ତର ପ୍ରଦେଶର ଆଗ୍ରାରେ ଜଣେ ସ୍ୱାମୀଙ୍କୁ ତାଙ୍କ ସ୍ତ୍ରୀ ଏମିତି ମାଡ ମାରୁଛନ୍ତି ଯେ ଯାହାକୁ ଦେଖିଲେ ଆପଣଙ୍କ ଆଖି ଏକଦମ ଖୋଲା ହିଁ ଖୋଲା ରହିଯିବ। ସ୍ୱାମୀଙ୍କୁ ହୋଟେଲ ରୁମରେ ଅନ୍ୟ ଝିଅ ସହ ଦେଖି ନାଚିଗଲେ ସ୍ତ୍ରୀ। ତାପରେ ରାଗ ଚଢ଼ିଗଲା ପଞ୍ଚମରେ। ଆଉ ତାପରେ ସ୍ତ୍ରୀକୁ ସମ୍ଭାଳେବା କିଏ,…

ଛୁଟି କାଟିବାକୁ ସ୍ତ୍ରୀ ସାଥିରେ ଯାଇପାରିଲେନି ବୋଲି ସ୍ୱାମୀ କଲେ ବଢ଼ିଆ ଜୁଗାଡ, ଯାହାକୁ ଦେଖିଲେ ଆପଣ ବି ହୋଇଯିବେ…

ଜୁଗାଡୁ ଲୋକଙ୍କ ମନରେ ବିଭିନ୍ନ ପ୍ରକାର ଆଇଡିଆଜ୍‌ ସବୁବେଳେ ଚାଲୁଥାଏ। ଆଉ ଏହି ଜୁଗାଡ ତାଙ୍କୁ ଅସୁବିଧା ସମୟରେ ସାଥ୍‌ ଦିଏ। ଏଇ ଯେମିତି ଏହି ବ୍ୟକ୍ତି ଜଣଙ୍କ କରିଛନ୍ତି। ଜୁଗାଡ ଦ୍ୱାରା ନିଜ ସ୍ତ୍ରୀକୁ ବୁୁଲାଇ ଆଣିଛନ୍ତି ଟ୍ରିପ୍‌। ହଁ ଆଜ୍ଞା ଆମେ କହୁଛୁ ଫିଲିପିନ୍ସର ଜଣେ ବ୍ୟକ୍ତିଙ୍କ…

ପ୍ଲାଷ୍ଟିକରୁ ପେଟ୍ରୋଲ ବାହାରିବା ପରେ ଏବେ ପାଣିରୁ ବିଦ୍ୟୁତ୍‌ ବାହାର କରୁଛନ୍ତି ଅଜୟ

ଖୋର୍ଦ୍ଧା (କେନ୍ୟୁଜ) : ପାଣିରୁ ବଦ୍ୟୁତ ଶକ୍ତି ଉତ୍ପନ୍ନ ହୁଏ । ଏକଥା ଆମେ ସମସ୍ତେ ଜାଣନ୍ତି । ତେବେ ଏଥିପାଇଁ ଦରକାର ହୁଏ ବଡ଼ ଭିତ୍ତିଭୂମି । ଯେମିତି କି ହୀରାକୁଦ ଜଳଭଣ୍ଡାର ଓ ଡୁଡୁମା ଜଳପ୍ରପାତରୁ ବିଜୁଳି ଉତ୍କାଦନ ହୋଇ ପାରୁଛି । ହେଲେ ଘରେ ବସି ସାଦା ପାଣିରୁ ବିଜୁଳି ବାହାର କରିବା…

ଭୁଲରେ ବି ଏହି କାନ୍ଥରେ କରନ୍ତୁନାହିଁ ପରିସ୍ରା, ଓଲଟି ଓଦାରେ ଲତପତ୍‌ ହୋଇଯିବେ ଆପଣ

ଭାରତରେ ସ୍ୱଚ୍ଛ ଭାରତ ଅଭିଯାନ ଜୋର ସୋରରେ ଚାଲୁଛି। ଗୋଟେ ସମୟ ଥିଲା ଯେତେବେଳେ ଭାରତର ପ୍ରାୟ ପ୍ରତ୍ୟେକ ରାସ୍ତା ପାର୍ଶ୍ୱରେ ଗଲାବେଳେ ଆପଣଙ୍କୁ ପରିସ୍ରାର ଦୁର୍ଗନ୍ଧ ଆସୁଥିଲା। ଲୋକମାନଙ୍କର ରାସ୍ତା ସାଇଡରେ ପରିସ୍ରା କରିବା ଅଭ୍ୟାସ ବହୁତ ଥିଲା। କିନ୍ତୁ ଏହାପରେ ସରକାର ଏଥିପ୍ରତି କଠୋର…

ରାସ୍ତା ଉପରେ ସ୍କୁଟି, ସ୍କୁଟି ଉପରେ ଯୁବକ ଆଉ ଯୁବକଙ୍କ ଉପରେ ବିଶାଳକାୟ ଗଛ, ସଂଘର୍ଷ ପରେ ଶେଷରେ ଚାଲିଗଲା ଜୀବନ

ବାରିପଦା (କେନ୍ୟୁଜ) : ଦୁର୍ଘଟଣା କେତେବେଳେ ଯେ କାହାକୁ ଜଗି ବସିଥାଏ ସେକଥା କେହି ଜାଣନ୍ତିନି। ଭଲ ଖୁସିରେ ଯାଉଥିବା ଲୋକଟିର ହଠାତ୍‌ ଏମିତି କିଛି ସ୍ଥିତି ହୋଇଯାଏ ଯେ ସାଧାରଣ ପରିସ୍ଥିତି ପାଲଟିଯାଏ ଦୁଃଖରେ। ଏ ଚିତ୍ର ଦେଖିଲେ ଆପଣଙ୍କ ଛାତି ଏକଦମ୍‌ ବିଚଳିତ ହୋଇଯିବ ଆଉ ମନ ଏକଦମ୍‌…

ଆଶ୍ଚର୍ଯ୍ୟ ଲାଗୁଥିବେ ବି ସତ, ପୂଜା ଘର ଠାକୁର ଆମ୍ବ ଗଛକୁ ଆସିଲେ କେମିତି ?

କଣ୍ଟାମାଳ (କେନ୍ୟୁଜ) : କଥାରେ ଅଛି ଭଗବାନଙ୍କୁ ମାନିଲେ ଠାକୁର ନ ମାନିଲେ ପଥର। ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ଏଭଳି ଏକ ଭିଡିଓ ଦେଖେଇବୁ ଯାହା ଆପଣ ବି ଦେଖି ଚକିତ ହେଇଯିବେ। ଆଉ ଯଦି ମନରେ ଭଗବାନଙ୍କ ପ୍ରତି ବିଶ୍ୱାସ ଅଛି ଆପଣ ବି ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯିବେ। ବୌଦ୍ଧ ଜିଲ୍ଲା ବାଉଁଶୁଣି…

ନିଜର ପ୍ରେମିକଙ୍କୁ ବିବାହ କରିବା ପାଇଁ ବାଂଲାଦେଶରୁ ଭାରତ ପହଁରି ପହଁରି ଆସିଲେ ପ୍ରେମିକା

ପ୍ରେମ ପାଇଁ ଆପଣ କଣ କଣ ସବୁ କରିପାରିବେ। କଣ କଣ ସବୁ କରିଛନ୍ତି ଆପଣଙ୍କ ପ୍ରେମକୁ ପାଇବା ପାଇଁ। ପ୍ରେମ ଏକ ଏପରି ନିଶା ଯାହା ପୂରା ମତୁଆଲା କରିଦିଏ। ଆଉ ପ୍ରେମର ନିଶାରେ ପ୍ରେମୀ ଯୋଡି ଅସମ୍ଭବକୁ ସମ୍ଭବ କରିଦିଅନ୍ତି। ପ୍ରେମ ପାଇଁ ଆପଣ କେତେ ଦୂର ଯାଇପାରିବେ। କେତେ ଦୂର ମାନେ କେତେ ଦୂର?…

ରଙ୍ଗ ନମ୍ବରରୁ ପ୍ରେମ କରି ପୂରା ଫସିଛନ୍ତି ଜଣେ ଯୁବକ, ପ୍ରେମିକାକୁ ବାହା ହୋଇଥିଲେ କିନ୍ତୁ ସେ ଝିଅ ନୁହେଁ ଥିଲା ପୁଅ

ବାସୁଦେବପୁର (କେନ୍ୟୁଜ) : ଢ଼ୋଲ ଭିତରୁ ବାହାରିଲା ମୂଷା, ଏ କେଉଁ ଛୋଟିଆ ମୂଷା ନୁହେଁ ବିରାଟ ବଡ ମୂଷା। ଆମେ ଯେଉଁ ଖବର ଆପଣଙ୍କୁ ଜଣାଇବାକୁ ଯାଉଛୁ ନା ଆପଣ କେବେ ଆଗରୁ ଦେଖିଥିବେ ନା ଶୁଣିିଥିବେ। କିନ୍ତୁ ତାପୂର୍ବରୁ ଆମେ ଆପଣଙ୍କୁ କହିବାକୁ ନିଶ୍ଚୟ ଚାହିଁବୁ ଯେ ଯଦି ଆପଣଙ୍କର ନିକଟରେ…

ସ୍ତ୍ରୀର ମନଲାଖି ଗିଫ୍ଟ ଦେଇ ଚର୍ଚ୍ଚାରେ ଏହି ଦିବ୍ୟାଙ୍ଗ ଭିକାରୀ, ୯୦ ହଜାର ଟଙ୍କାରେ କିଣିଦେଲେ ଖାସ୍‌ ଉପହାର

ଆପଣ ଅନେକ ପ୍ରେମ ଦେଖିଛନ୍ତି ଆଉ ଅନେକ ପ୍ରେମ କାହାଣୀ କଥା ବି ଶୁଣିଛନ୍ତି କିନ୍ତୁ ପ୍ରେମର ଏହି କାହାଣୀ ବିଷୟରେ ଥରେ ଶୁଣିଲେ ବିଶ୍ୱାସ କରନ୍ତୁ ଆପଣ ଏକଦମ୍‌ ଖୁସି ହୋଇଯିବେ ଆଉ ଆପଣଙ୍କ ଦିନ ବନିଯିବ। ପାଖରେ କିଛି ନଥାଉ ପଛେ କିନ୍ତୁ ପ୍ରେମ ମଣିଷକୁ ଧନୀ ବନାଇଦିଏ। ମଣିଷ ଯେତେବେଳେ…

ଝିଅକୁ ବଡ କରିବା ପାଇଁ ୩୦ ବର୍ଷ ଧରି ପୁରୁଷ ବେଶରେ ବଞ୍ଚିଆସୁଛନ୍ତି ମହିଳା, ବିବାହର ୧୫ ଦିନରେ ଚାଲିଗଲେ ସ୍ୱାମୀ

ମାଆ ସର୍ବଂସହା । ଦେଖିବାକୁ ହୁଏତ ଅଳ୍ପ କେଇଫୁଟର ନରମା ମଣିଷଟିଏ ହେଲେ ତା ଭିତରେ ଏତେ ଶକ୍ତି ଭରି ରହିଛି ଯେ ତାକୁ ସର୍ବଶକ୍ତିମାନ କହିଲେ କିଛଇ ଭୁଲ ହେବ ନାହିଁ । । ପିଲାଙ୍କ ସୁରକ୍ଷା ପାଇଁ ସେ କେତେବେଳେ ଦୁର୍ଗା ତ ପୁଣି କେତେବେଳେ କାଳୀ ରୂପ ଧାରଣ କରିନିଏ। ପିଲାଙ୍କ ଖୁସି ପାଇଁ ସେ…

ଏହି ଗାଁର ଅଧିକାଂଶ ଲୋକଙ୍କର ଗାୟବ ରହିଛି ଗୋଟିଏ କିଡନୀ, ବାସ୍ତବ କଥା ଜାଣିଲେ ଉଡିଯିବ ହୋସ୍‌

ପ୍ରତ୍ୟେକ ମଣିଷ ଶରୀର ଭିତରେ ଦୁଇଟି କିଡନୀ ଥାଏ। ଯଦି ଗୋଟେ କିଡନୀ କାଢ଼ି ଦିଆଯାଏ, ତାପରେ ବି ଗୋଟିଏ କିଡନୀରେ ମଣିଷ ସାଧାରଣ ଜୀବନ ବଞ୍ଚିପାରିବ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଫଗାନିସ୍ତାନର ଏପରି ଏକ ଗାଁ ରହିଛି ଯେଉଁଠି ଲୋକଙ୍କ ପେଟରେ ଗୋଟିଏ କିଡନୀ ଗାୟବ ରହିଛି। ଏଠାରେ…

ଅଚାନକ ଗାଁ ରାସ୍ତାରେ ଉଠିଲା ଚିକେନ୍‌ ଟ୍ରି, କିନ୍ତୁ ରାତାରାତି ଉଡିଗଲା ଚିହ୍ନବର୍ଣ୍ଣ

ଅନେକ ସ୍ଥାନର ପରିଚୟ କୌଣସି ଏକ ନିର୍ଦ୍ଧିଷ୍ଟ ବସ୍ତୁରୁ କରାଯାଏ। ଯେମିତି ଆମେ ଆଗ୍ରା ବିଷୟରେ କହିଲେ ମନରେ ତାଜମହଲର ନାମ ଆସେ। ଏହି ଭଳି ଇଂଲଣ୍ଡର ଏକ ଛୋଟ ଗାଁର ନାମ ଚିକେନ ଟ୍ରି ରଖାଯାଇଥିଲା। ଏହି ଚିକେନ ଟ୍ରି କେଉଁଠୁ ଆସିଲା, ଏହି ଗଛ କିଏ ଲଗାଇଥିଲେ କାହାକୁ ଜଣାନାହିଁ। ଏହି ଗଛର ଆକାର…