Browsing Tag

Shocking news

ମହିଳା ହେଲ ବୋଲି କଣ ଏମିତି ଫାଇଦା ଉଠାଇବ? ନିଜେ ଧକ୍କା ଦେଇ ଓଲଟି ବସ୍‌ ଡ୍ରାଇଭରଙ୍କୁ ମାଡ ମାରିଲେ ସ୍କୁଟି ଚାଳକ

ସୋସିଆଲ ମିଡିଆରେ ଆନ୍ଧ୍ରପ୍ରଦେଶ ବିଜୟଓ୍ଵାଡାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଜଣେ ମହିଳା ଜଣେ ବସ୍‌ ଚାଳକଙ୍କୁ ବସ୍‌ ଭିତରେ ହିଁ କଲର ଟାଣି ମୁହଁକୁ ମୁହଁ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ମାମଲାର ସତ୍ୟାାସତ୍ୟ ଜଣାପଡିବା ପରେ ଲୋକମାନେ ମହିଳାଙ୍କୁ ସୋସିଆଲ ମିଡିଆରେ…

ବସରେ ଯାତ୍ରା କରୁଥିବା କୁକୁଡାର ଟିକେଟ କାଟିଲେ କଣ୍ଡକ୍ଟର, ଜାଣନ୍ତୁ କାହିିଁକି

ବସରେ ଯାତ୍ରା କଲେ ଆପଣଙ୍କୁ ଭଡା ଦେବାକୁ ପଡିଥାଏ। ଆପଣ ବି ଟିକେଟ ନେଇ ବସରେ ଯାତ୍ରା କରିଥିବେ। କିନ୍ତୁ ତେଲେଙ୍ଗାନାରେ କିଛି ଏମିତି ଅଜବ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ମୁଣ୍ଡ ଗୋଲ ହୋଇଯିବ। କାହିଁକିନା ବସରେ ଯାତ୍ରା କରିବା କାରଣରୁ କଣ୍ଡକ୍ଟର କୁକୁଡା ଠାରୁ ୩୦ ଟଙ୍କା କାଟିଲେ…

ରାତିରେ ଏହି ସବୁ ସମୟରେ ନିଦ ଭାଙ୍ଗୁଛି କି, ତେବେ ଜାଣନ୍ତୁ ଆପଣଙ୍କୁ କିଏ ଦେଉଛି ସଂକେତ

ନିଦ ନ ଆସିବା କିମ୍ବା ରାତିରେ ବାରମ୍ବାର ନିଦ ଭାଙ୍ଗିଯିବା ପଛରେ ଚିନ୍ତା ଓ ଅବସାଦ ସମେତ ଅନେକ ପ୍ରକାର ମାନସିକ-ଶାରୀରିକ କାରଣ ମଧ୍ୟ ରହିଥାଏ। କିନ୍ତୁ ଏହା ପଛରେ ଆଉ ଏକ କାରଣ ମଧ୍ୟ ରହିଛି ଯାହାକୁ ପ୍ରାୟ ପ୍ରତ୍ୟେକ ମଣିଷ ଅଣଦେଖା କରିଦିଅନ୍ତି। ନଚେତ କହିପାରିବା ଯେ ଏହା ବିଷୟରେ ଆପଣଙ୍କୁ…

ଅଦ୍ଭୁତ ଆଶ୍ଚର୍ଯ୍ୟ, ଘର ଛପରରେ ଫଳିଛି ୯ ଫୁଟ ଲମ୍ବର ଲାଉ

ଆନନ୍ଦପୁର ( କେନ୍ୟୁଜ) : ଲାଉ ସହିତ ସେଲଫି। ଏ ପୁଣି ଏମିତି ସେମିତି ଲାଉ ନୁହେଁ ୯ ଫୁଟିଆ ଲାଉ। ଏ ଲାଉକୁ ଯିଏ ଦେଖୁଛନ୍ତି ସେ ଲାଉ ସହ ନେଉଛନ୍ତି ସେଲଫି। କାହିଁକିନା ଘନଶ୍ୟାମ ମଉସାଙ୍କ ବାଡିରେ ଫଳିଛି ୯ ଫୁଟିଆ ଲାଉ। ଘରୋଇ ବିହନ ଏବଂ ବିନା ପରିଶ୍ରମରେ ଘର ଉପରେ ଫଳିଛି ବିରାଟ ଲାଉ। ଏତେ…

ଶ୍ବଶୁର ଘର ଜିନ୍ଦାବାଦ, ଭାବି ଜ୍ୱାଇଁଙ୍କୁ ଶ୍ବଶୁର ଘରେ ୩୬୫ ପ୍ରକାର ବ୍ୟଞ୍ଜନ ସହ କରାଗଲା ସ୍ୱାଗତ

ଜ୍ୱାଇଁଙ୍କୁ ଶ୍ବଶୁର ଘରେ ରାଜକୀୟ ଚର୍ଚ୍ଚା। ଏମିତି ଚର୍ଚ୍ଚା ହୋଇଛି ଯେ ଯିଏ ଦେଖିବେ ସେ କହିବେ ଯାହା କୁହ ପଛେ ଶ୍ୱଶୁର ଘର ଚର୍ଚ୍ଚା ଆଉ କୋଉଠି ମିଳିବନି। ଆଜ୍ଞା ହଁ ଜ୍ୱାଇଁଙ୍କୁ ଡକାଇ ଶ୍ୱଶୁର ଘର କଲେ ଭବ୍ୟ ଭୋଜିର ଆୟୋଜନ। ଆଜ୍ଞା ଆପଣ ଜାଣିଛନ୍ତି ବର୍ଷକୁ ୩୬୫ ଦିନ। କିନ୍ତୁ ଏହି ଶ୍ୱଶୁର…

କେବେବି ଦେଖିନଥିବେ ମୃତ୍ୟୁର ଏମିତି ଭୟଙ୍କର ଚିତ୍ର, ଭିଡିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ

ଆପଣମାନେ ଅନେକ ଦୁର୍ଘଟଣାର ଭିଡିଓ ଦେଖିଛନ୍ତି। କିନ୍ତୁ ଏବେ ଯୋଉ ଭିଡିଓ ଭାଇରଲ ହେଉଛି ସେହି ଭିଡିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ବିଶ୍ୱାସ କରନ୍ତୁ ଏହି ଭିଡିଓ ଦେଖି କିଛି ସମୟ ପାଇଁ ସ୍ତବ୍ଧ ହେଇଯିବେ। ଭିଡ଼ିଓରେ ଆପଣ ମୃତ୍ୟୁକୁ ଅତି ନିକଟରୁ ଦେଖିପାରିବେ। ଏହି ଭିଡିଓ…

ବାଇକରେ ଯାଉଥିବା ମହିଳାଙ୍କୁ ଜୋରସୋରେ ଧକ୍କା ଦେଲା ଷଣ୍ଢ, ନିମିଷକେ ଭିତରେ ହେଲା ଏପରି ଅବସ୍ଥା ଦେଖନ୍ତୁ

କେବଳ ସ୍ପେନରେ ନୁହେଁ ବରଂ ଭାରତରେ ମଧ୍ୟ ବୁଲ୍‌ ଫେଷ୍ଟିଭାଲ ବଡ ଜୋରସୋରରେ ପାଳନ କରାଯାଏ। ଯେତେବେଳେ ଏହି ବୁଲ ଫେଷ୍ଟିଭାଲର ଭିଡିଓ ସାମ୍ନାକୁ ଆସିଲା ସେତେବେଳେ ଲୋକଙ୍କ ଲୋମ ଟାଙ୍କୁରୀ ଉଠିଲା, ନିଶ୍ୱାସ ଥମିଗଲା। ବେଳେବେେ କିଛି ଭିଡିଓ ଏମିତି ବି ଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

କାକଟପୁର : ଗଛ ଗଣ୍ଡିରେ ବଜରଙ୍ଗବଲୀଙ୍କ ସ୍ୱରୂପ, ଦେଖିବା ପାଇଁ ଲାଗିଲା ଲୋକଙ୍କ ଭିଡ

କାକଟପୁର (କେନ୍ୟୁଜ) : ହିନ୍ଦୁ ପରମ୍ପରାରେ ଦେବତାଙ୍କ ସ୍ୱରୂପକୁ ହିନ୍ଦୁଧର୍ମାବଲମ୍ବୀମାନେ ଭିନ୍ନ ଭିନ୍ନ ଭାବରେ ପୂଜା କରନ୍ତି। ଯେମିତି କି ବୃକ୍ଷ,ପାଷାଣ,ନଦୀ,ଆଦି ପ୍ରକୃତିଦତ୍ତ ସାମଗ୍ରୀକୁ ସେମାନଙ୍କର ଦେବତା ବୋଲି ବିଶ୍ଵାସ କରିଥାନ୍ତି। ଲୋକମାନଙ୍କ ବିଶ୍ଵାସ ଆଗରେ ପ୍ରକୃତିରାଣୀ ବି…

ନିଜ ଝିଅର ସନ୍ତାନକୁ ନିଜ ଗର୍ଭରେ ଜନ୍ମ ଦେଲେ ମାଆ, ଖବର ପଢ଼ି ଆପଣ ବି କହିବେ ‘ମା ତୋର ତୁଳନା ନାହିଁ’

ଏହି ଦୁନିଆରେ ମାଆର ତୁଳନା ଭଗବାନଙ୍କ ସହିତ କରାଯାଏ। କାହିଁକିନା ଦୁନିଆରେ ମାଆର ସ୍ଥାନ କେବେବି କେହି ପୂରଣ କରିପାରିବେନାହିଁ। ନିଜ ପିଲାର ସବୁ କଷ୍ଟ ଯନ୍ତ୍ରଣାକୁ ସହଜରେ ସହିନିଏ ମାଆ। ଛୁଆର ସବୁ କଷ୍ଟ ଯନ୍ତ୍ରଣାକୁ ଲାଘବ କରିବା ପାଇଁ ମାଆ କରିଥାଏ ସତ ଚେଷ୍ଟା। ନିଜ ଜୀବନକୁ ବାଜି ଲଗାଇ…

ଲୋକେ ଜମା କରୁଛନ୍ତି କିନ୍ତୁ ଆପେ ଆପେ ଖାତାରୁ ଉଭାନ ହୋଇଯାଉଛି ଟଙ୍କା

ପିପିଲି (କେନ୍ୟୁଜ) : ବ୍ୟାଙ୍କରେ ଟଙ୍କା ଜମା ହେଉଛି କିନ୍ତୁ ମନକୁ ମନ ଉଭାନ ହେଇଯାଉଛି। ଆଉ ଅଭିଯୋଗ କଲେ ପୁଣି ଆସିଯାଉଛି ଉଭାନ ହୋଇଥିବା ଟଙ୍କା। ଭବିଷ୍ୟତକୁ ଆଖି ଆଗରେ ରଖି ଆମେମାନେ ସମସ୍ତେ ବ୍ୟାଙ୍କରେ ଟଙ୍କା ରଖିଥାଉା ଏଥିପାଇଁ ରଖିଥାଉ ଯେ ଅସୁବିଧା ସମୟରେ ସେହି ଟଙ୍କାକୁ ଉଠାଇ…

ଯେତେ ଯାହା ହେଉ ପଛେ ଇଏ ଆମର ବାହା ହେବେ ହିଁ ହେବେ, ଦେଖନ୍ତୁ ଭିଡିଓ

(କେନ୍ୟୁଜ) : ବେଳେବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଯାଏ, ଯାହା ଆପଣଙ୍କୁ ହସାଇ ହସାଇ ଏକଦମ୍‌ ବେଦମ୍‌ କରିଦିଏ। ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯାହାକୁ ଦେଖିଲେ ବିଶ୍ୱାସ କରନ୍ତୁ ଆପଣଙ୍କ ହସକୁ ଅଟକାଇପାରିବେନି। ଏ ଭିଡିଓରେ ଦେଖନ୍ତୁ ଜଣେ…

ଭଉଣୀ ବାହାଘର ପାଇଁ କିଡନୀ ବିକି ଦେଲେ, ଏବେ କେବିନ ଭିତରେ ରହୁଛନ୍ତି ପ୍ରଭାସ

ଭୁବନେଶ୍ୱର (କେନ୍ୟୁଜ୍‌) : ଚାରିଆଡ଼େ ଲକ୍ ଡାଉନ୍ । ତା ସାଙ୍ଗକୁ ସପ୍ତାହାନ୍ତ ସଟ୍‌ଡାଉନ୍‌ । ଏଇ ସମୟରେ ଆମେ ରାଜଧାନୀ ଭୁବନେଶ୍ୱର ସହରର ଗଳି କନ୍ଦିରେ ବୁଲି ବୁଲି ନଜର କରୁଥାଉ କେମିତି ପାଳନ ହେଉଛି କଟକଣା । ଏହି ସମୟେ ଆଖି ପଡିଥିଲା ଜଣେ ବ୍ୟକ୍ତିଙ୍କ ଉପରେ । ଯାହାଙ୍କର ଯୁବକ ବୟସ ଟିକେ…