ଭିଡ଼ ଭିତରେ ମହିଳାଙ୍କୁ ଅଶାଳୀନ ଢଙ୍ଗରେ ଛୁଉଁଥିଲେ, ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଦେଲା ପୋଲିସ
ହାଇଦ୍ରାବାଦ ସିଟି ପୋଲିସ ନିକଟରେ ନିଜ ‘ଏକ୍ସ’ ହ୍ୟାଣ୍ଡେଲରୁ ଏକ ଭିଡିଓ ସେୟାର କରିଛି । ଏଥିରେ ଏକ ଲଜ୍ଜାଜନକ ଘଟଣା କଏଦ ହୋଇଛି । ଭିଡିଓରେ ଜଣେ ବ୍ୟକ୍ତି ଭିଡ଼ ଭିତରେ ଜଣେ ମହିଳାଙ୍କ ସହ ଅଭଦ୍ର ଆଚରଣ କରୁଥିବାର ଦେଖାଯାଉଛି । ବ୍ୟକ୍ତି ଜଣକ ଅଶାଳୀନ ଢଙ୍ଗରେ ମହିଳାଙ୍କୁ ଛୁଉଁଛନ୍ତି ଏବଂ…