ସକାଳୁ ଉଠି ନିଶ୍ଚିତ ପିଅନ୍ତୁ ଏହି ଡ୍ରିଙ୍କ, ଶରୀରକୁ ମିଳିବ ଏହି ସବୁ ଫାଇଦା
ଭାରତୀୟ ମସଲା ତାଲିକାରେ ପାନମଧୁରୀର ସ୍ୱତନ୍ତ୍ର ସ୍ଥାନ ରହିଛି । ଖାଇସାରିବା ପରେ ମୁଖରୁ ଗନ୍ଧ ଦୂର କରିବା ପାଇଁ ପାନମଧୁରୀ ଏକ ଉପାୟ । ଦେଖିବାକୁ ଅତି ଛୋଟ ଥିଲେ ବି ଏହାର ଅନେକ ଆୟୁର୍ବେଦୀୟ ଗୁଣ ରହିଛି । ଆୟୁର୍ବେଦ ଶାସ୍ତ୍ରୀଙ୍କ ଅନୁଯାୟୀ ନିୟମିତ ପାନମଧୁରୀ ବ୍ୟବହାର କରିବା ଦ୍ବାରା…