Browsing Tag

shooting

ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ: ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ । ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ହ୍ୱାଇଟ୍ ହାଉସ୍ ସୁରକ୍ଷା ବଳୟ ନିକଟରେ ଏକ ସାଂଘାତିକ ଘଟଣା ଘଟିଯାଇଛି । ଜଣେ ସଶସ୍ତ୍ର ବନ୍ଧୁକଧାରୀ ହ୍ୱାଇଟ୍ ହାଉସ୍ ପରିସରକୁ ଗୁଳି ଚଳାଇବା ପରେ ଆମେରିକା ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ…

ସ୍କୁଲରେ ଭୟାବହ ଗୁଳିକାଣ୍ଡ, ୪ ମୃତ ଓ ୨୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ: ପୁଣି ତୁର୍କୀର ଏକ ସ୍କୁଲରେ ଭୟାବହ ଗୁଳିକାଣ୍ଡ । ସ୍କୁଲ ଛାତ୍ରର ଆଖିବୁଜା ଗୁଳିମାଡରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଗୁରୁତର । ମୃତକଙ୍କ ମଧ୍ୟରେ ତିନି ଛାତ୍ର ଓ ସ୍କୁଲର ଜଣେ ଶିକ୍ଷକ ସାମିଲ ଅଛନ୍ତି। ସ୍କୁଲରେ ଗୁଳିକାଣ୍ଡ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ…

କ୍ରିକେଟ ଟିମକୁ ଧୋକା ଦେଲା ବାଂଲାଦେଶ, ଟି୨୦ ବିଶ୍ବକପରୁ ବାଦ୍ ପଡିବା ପରେ ସୁଟିଂକୁ ଭାରତ ଆସିବାକୁ ଅନୁମତି

ଭାରତରେ ସୁରକ୍ଷା କାରଣରୁ ଟି୨୦ ବିଶ୍ବକପରୁ ବାଂଲାଦେଶ ବାଦ୍ ପଡିବା ପରେ ସୁଟିଂ ଟିମ୍ ଭାରତ ଆସିବାକୁ ଅନୁମତି ମିଳିଛି । ବାଂଲାଦେଶ ସୁଟିଂ ଫେଡେରେସନ ତରଫରୁ ଖେଳାଳି ଭାରତ ଆସିବାକୁ ଅନୁମତି ମିଳିଛି । ବାଂଲାଦେଶର ସୁଟିଂ ଫେଡେରେସନର ସଚିବ କହିଛନ୍ତି, ବାଂଲାଦେଶ ଦଳର ଏକ ସୁଟର ଏବଂ କୋଚକୁ…

ହ୍ବାଇଟହାଉସ ନିକଟରେ ଗୁଳିକାଣ୍ଡ, ୨ ନ୍ୟାସନାଲ ଗାର୍ଡଙ୍କ ସମେତ ୩ ଆହତ

ଆମେରିକା: ଆମେରିକା ହ୍ବାଇଟହାଉସ ପାଖରେ ଗୁଳିମାଡ଼ ।  ଅଜଣା ଆତତାୟୀଙ୍କ ଗୁଳିରେ ୩ଜଣଙ୍କ ଆହତ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରେ ଦୁଇଜଣ ନ୍ୟାସନାଲ ଗାର୍ଡ ଅଛନ୍ତି ।  ସ୍ଥାନୀୟ ସମୟ ୨ଟା ୩୦ରେ ଏହି ଗୁଳିକାଣ୍ଡ ଘଟିଛି ।  ଦୁଇ ନ୍ୟାସନାଲ ଗାର୍ଡଙ୍କୁ ଭିନ୍ନ ଭିନ୍ନ ମେଡିକାଲରେ ଭର୍ତ୍ତି…

ନ୍ୟୁୟର୍କ ବ୍ରୁକଲିନର କ୍ରାଉନ୍ ହାଇଟ୍ସ ଅଞ୍ଚଳରେ ହୋଇଛି ଗୁଳିକାଣ୍ଡ, ୩ ମୃତ ୮ ଗୁରୁତର

ନ୍ୟୁୟର୍କ  : ଆମେରିକା ନ୍ୟୁୟର୍କ ସହରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।  ବ୍ରୁକଲିନର କ୍ରାଉନ୍ ହାଇଟ୍ସ ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟ ଭିତରେ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ପରେ ସମଗ୍ର ଅଞ୍ଚଳରେ…

ସ୍ୱିଡେନର ସ୍କୁଲରେ ଆଖିବୁଜା ଗୁଳିକାଣ୍ଡ, ୧୦ ମୃତ, ଶୁଟର ବି ନିହତ

ମଧ୍ୟ ସ୍ୱିଡେନର ଏକ ସ୍କୁଲରେ ଆଖିବୁଜା ଗୁଳିକାଣ୍ଡ ଘଟିଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଗୁଳିକାଣ୍ଡରେ ଆକ୍ରମଣକାରୀ ମଧ୍ୟ ନିହତ ହୋଇଛି । ତେବେ ଘଟଣାରେ କେତେ ଜଣ ଆହତ ହୋଇଛନ୍ତି, ତାହାର ସଠିକ୍ ସୂଚନା ନାହିଁ । ପୋଲିସର କହିବା ହେଲା, ଜଣେ ଏକାକୀ ଶୁଟର ହିଁ ଏହି କାଣ୍ଡ ଘଟାଇଛି ।…

ଭାଇ ଭଉଣୀଙ୍କୁ ଗୁଳିମାଡ଼ ଘଟଣା, ଜଙ୍ଗଲରୁ ଅଭିଯୁକ୍ତ ଗିରଫ

ଅନୁଗୁଳ:  ଅନୁଗୁଳରେ ଭାଇ ଭଉଣୀଙ୍କୁ ଗୁଳିମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ । ଜଙ୍ଗଲରୁ ଅଭିଯୁକ୍ତ ପ୍ରଶାନ୍ତ ମିର୍ଧାକୁ କାବୁ କଲା ସ୍ବତନ୍ତ୍ର ସ୍କ୍ୱାର୍ଡ । ଦୁଇ ବର୍ଷ ତଳର ଏକ ଗଣ୍ଡଗୋଳକୁ କେନ୍ଦ୍ର କରି ପ୍ରଫୁଲ୍ଲ ମିର୍ଧାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ଅଭିଯୁକ୍ତ । ଦୁଇ ମାସ ତଳେ…

ରାଉରକେଲାରେ ଅଘଟଣ : ମାରାଥନ ଚାଲିଥିବାବେଳେ ରେଲୱେ କର୍ମଚାରୀଙ୍କୁ ଗୁଳିମାଡ଼ କଲେ ଦୁର୍ବୃତ୍ତ

ରାଉରକେଲା: ସକାଳୁ ସକାଳୁ ରାଉରକେଲାରେ ଫୁଟିଲା ଗୁଳି  । ୟୁଥ୍ ହଷ୍ଟେଲର ମାରାଥନ ଚାଲିଥିବାବେଳେ ଯୁବକଙ୍କୁ  ଗୁଳିମାଡ଼ କଲେ ଦୁର୍ବୃତ୍ତ । ରାଉରକେଲା ସେକ୍ଟର-୩ ଥାନା ଅଞ୍ଚଳରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଯୁବକଙ୍କ ନାମ ସଲିଲ ସାହୁ । ସେ ଜଣେ ରେଲୱେ କର୍ମଚାରୀ । ଗୁଳିଟି ପିଠିରେ ବାଜି…

ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ଘଟଣା: ସ୍ବାମୀ ସମେତ ୪ ଅଟକ

ବଣାଇ: ବଣାଇରେ ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ଘଟଣାରେ ସ୍ବାମୀ, ଜଣେ ପୋଲିସ କର୍ମଚାରୀଙ୍କ ସମେତ ତିନି ଅଟକ । ସମସ୍ତଙ୍କୁ ଟକ ରଖି ପଚରାଉଚରା କରୁଛି ପୋଲିସ । ହତ୍ୟା ସନ୍ଦେହରେ ଚାଲିଛି ପଚରାଉଚରା । ସୂଚନା ଅନୁସାରେ ସୁନ୍ଦରଗଡ଼ ବଣାଇ ଟିକାୟତପାଲି ଥାନା ଝିର୍ଡାପାଲି ଗାଁରେ ୭…

ପାରିବାରିକ କଳହର କରୁଣ ପରିଣତି, ଦେଶୀ ବନ୍ଧୁକ ଗୁଳିରେ ନାବାଳକ ଆହତ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା  ଦୀକ୍ଷିତପଡାରେ ଫୁଟିଲା ଗୁଳି । ପାରିବାରିକ କଳହର କରୁଣ ପରିଣତି । ଦେଶୀ ବନ୍ଧୁକ ଗୁଳିରେ ନାବାଳକ ଆହତ । ଗତକାଲି କେଳା ସାମ୍ପ୍ରଦାୟର ଦୁଇ ଭାଇ ମଧ୍ୟରେ କୌଣସି କାରଣକୁ ନେଇ ହୋଇଥିଲା ବଚସା । ସାନ ଭାଇ ଏକ ଦେଶୀ ବନ୍ଧୁକରୁ ଗୁଳି ଚଳାଇଥିଲା  ବଡ଼…

ବାଲେଶ୍ବରରେ ଫୁଟିଲା ଗୁଳି, ଗୁରୁତର ଅବସ୍ଥାରେ ଯୁବକ ଚିକିତ୍ସାଳୟରେ ଭର୍ତ୍ତି

ବାଲେଶ୍ବର: ବାଲେଶ୍ବରରେ ଫୁଟିଲା ଗୁଳି । ବାଲିଆ ନିକଟରେ ଜିମ୍ ରୁ ଫେରିବା ବେଳେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଯୁବକଙ୍କ ନାମ ମନୋରଞ୍ଜନ ବିନ୍ଧାଣୀ । ୨ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ବାଲେଶ୍ଵର ଚିକିତ୍ସାଳୟରେ ଭର୍ତ୍ତି…

ଜଙ୍ଗଲରେ ଛତୁ ସଂଗ୍ରହ କରିବା ହେଲା କାଳ, ଶିକାରୀ ଗୁଳିରେ ଜଣେ ଆହତ

ଆଠମଲ୍ଲିକ: ଜଙ୍ଗଲରେ ଛତୁ ସଂଗ୍ରହ କରିବା ହେଲା କାଳ । ଶିକାରୀ ଗୁଳିରେ ଜଣେ ଆହତ । ଘଟଣା ଘଟିଛି ଆଠମଲ୍ଲିକ ଠାକୁରଗଡ଼ ଥାନା ଅନ୍ତର୍ଗତ ଜନକପୁର ଗାଁରେ । ସକାଳ ପ୍ରାୟ ୫ ଟା ସମୟରେ ନିକଟସ୍ଥ ଜଙ୍ଗଲକୁ ଛତୁ ସଂଗ୍ରହ କରିବା ପାଇଁ ଯାଇଥିଲେ ଧ୍ରୁବ ନାୟକ । ଶିକାରୀ ଗୁଳିରେ ଆହତ ହୋଇଛନ୍ତି ।…