Browsing Tag

shooting incident

ଶ୍ୟାମସୁନ୍ଦରପୁରରେ ଚିନ୍ତାମଣିକୁ ଗୁଳିକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ ଗିରଫ କଲା ସଦର ଥାନା ପୋଲିସ

କଟକ (କେନ୍ୟୁଜ): ଗତ ୮ ତାରିଖରେ କଟକ ସଦର ଥାନା ଅଞ୍ଚଳର ଶ୍ୟାମସୁନ୍ଦରପୁରରେ ଚିନ୍ତାମଣିକୁ ଗୁଳିକାଣ୍ଡ ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ସଦର ଥାନା ପୋଲିସ। ଜଗନ ପ୍ରଧାନ, ରାକେଶ ପ୍ରଧାନ ଓ ଶମ୍ଭୁ ଭୋଇ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ହେଉଛି ଜଗନ ପ୍ରଧାନ। ଜଗନର ବଡ଼ ଭାଇ…