କରୋନା ମଧ୍ୟରେ ଆରମ୍ଭ ହେଲା ‘କସୈାଟି ଜିନ୍ଦେଗୀ କୀ’ ସୁଟିଂ, ସେଟ୍ରେ ମାସ୍କ ଲଗାଇ ପହଞ୍ଚିଲେ କଳାକାର
ଦୀର୍ଘ ଦିନର ବ୍ୟବଧାନ ପରେ ଆରମ୍ଭ ହେଲା ହିନ୍ଦି ସିରିୟଲ୍ର ସୁଟିଂ । କରୋନା ଲକ୍ଡାଉନ୍ ପାଇଁ ଦେଶରେ ସବୁ ପ୍ରକାର କାର୍ଯ୍ୟକ୍ରମ ବନ୍ଦ ରହିଥିଲା । କରୋନା ଗାଇଡ୍ଲାଇନ୍ ମାନିବା ସହିତ ପୁଣି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ମିଳିବା ପରେ ଧିରେ ଧିରେ ଜୀବନ ଯାପନର…