Browsing Tag

shooting

ଢେଙ୍କାନାଳ ଗୁଳିମାଡ଼ ଘଟଣା : ଗିରଫ ହେଲେ ଗୁଳିମାଡ଼ କରିଥିବା ନୃପତି ନାଏକଙ୍କ ବାପା ଓ ଜଣେ ସମ୍ପର୍କୀୟ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଗୁଳିମାଡ଼ ଘଟଣାରେ ୨ ଗିରଫ । ଗୁଳିମାଡ଼ କରିଥିବା ନୃପତି ନାଏକଙ୍କ ବାପା ଓ ଜଣେ ସମ୍ପର୍କୀୟଙ୍କୁ ଗିରଫ କରିଛି ପୋଲିସ୍‌ । ଢେଙ୍କାନାଳ ସଦରଥାନା କନ୍ଧପାଳ ଗାଁରେ ପୋଖରୀ ଖୋଳାକୁ ନେଇ ଦୁଇ ସମ୍ପର୍କୀୟ ଭାଇଙ୍କ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା ।…

ସୁଟିଂରେ କମାଲ୍ କରିଛନ୍ତି ଭାରତୀୟ ପାରାସୁଟର, ମନୀଷଙ୍କୁ ସ୍ବର୍ଣ୍ଣ ଏବଂ ସିଂହରାଜଙ୍କୁ ମିଳିଲା ରୌପ୍ଯ

ଟୋକିଓ ପାରା ଅଲିମ୍ପିକ୍ସରେ ୧୧ ଦିନରେ ଭାରତ ଉପରେ ପଦକ ବର୍ଷା ହୋଇଛି। ସୁଟିଂରେ କମାଲ କରିଛନ୍ତି ଭାରତୀୟ ପାରାସୁଟର । ଭାରତକୁ ଆଉ ୨ଟି ପଦକ ହାସଲ ହୋଇଛି । ମନୀଷ ନରୱାଲ ସ୍ଵର୍ଣ୍ଣ ପଦକ ଜିତିଥିବା ବେଳେ ସିଂହରାଜ ରୌପ୍ୟ ପଦକ ଜିତିଛନ୍ତି । ୫୦ ମିଟର ପିସ୍ତଲ ଏସଏଚ୍-୧ରେ ଉଭୟ ପଦକ…

ପୂର୍ବ ଶତୃତାକୁ ନେଇ ଅନୁଗୁଳ ବଡକନ୍ତକୁଳ ଗାଁରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ, ଯୁବକ ଆହତ

ଅନୁଗୁଳ(କେନ୍ଯୁଜ୍): ପୂର୍ବ ଶତୃତାକୁ ନେଇ ଗୁଳିମାଡ। ଅନୁଗୁଳ ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ବାମ ହାତରେ ଗୁଲି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବନ୍ତଳା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଓଡ଼ିଆ ସୁଟର ତଥା କିଟ୍‌ ଛାତ୍ରୀ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କ ସଫଳତା, ୧୦ମିଟର ସୁଟିଂରେ ହାସଲ କଲେ ରୌପ୍ୟ ପଦକ

କେନ୍ଯୁଜ୍: ଓଡ଼ିଆ ସୁଟର ତଥା କିଟ୍‌ ଛାତ୍ରୀ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କ ରୌପ୍ୟ ପଦକ ହାସଲ । ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ତାଙ୍କୁ ସଫଳତା ମିଳିଛି । ଅନ୍ତର୍ଜାତୀୟ ସୁଟର ତଥା କିଟ ବିଶ୍ୱବିଦ୍ୟାଳୟର ଏମବିଏ ଛାତ୍ରୀ ଶ୍ରୀୟଙ୍କା ୧୦ମିଟର ସୁଟିଂରେ ରୌପ୍ୟ…

ପ୍ରେଗନେଣ୍ଟ ଥାଇ ମଧ୍ୟ ସୁଟିଂରେ ବ୍ୟସ୍ତ ଅଛନ୍ତି କରିନା, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି କରିନା କପୁର। ଏନେଇ ସେ ସର୍ବଦା ସୋସିଆଲ ମିଡିଆରେ ଅପଡେଟ୍ ମଧ୍ୟ କରୁଛନ୍ତି। କରିନା ନିଜର ଇନଷ୍ଟାଗ୍ରାମରୁ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଆଗକୁ ଆସିବାକୁ ଥିବା ତାଙ୍କ ପିଲା ସହ ସୁଟିଂ କରୁଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି…

ସ୍ପଷ୍ଟ ଦିବାଲୋକରେ ଭୁବନେଶ୍ୱର କଳିଙ୍ଗ ବିହାରରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଜାମିନରେ ଆସିଥିବା ଅଭିଯୁକ୍ତ

ଭୁବନେଶ୍ୱର: ସ୍ପଷ୍ଟ ଦିବାଲୋକରେ ଭୁବନେଶ୍ୱରରେ ଗୁଳିକାଣ୍ଡ। ଗୁଳି କରି ଫେରାର ହୋଇଗଲେ ଦୁର୍ବୃତ୍ତ । ତମାଣ୍ଡ ନିକଟସ୍ଥ କଳିଙ୍ଗ ବିହାର କେ-୪ରେ ଜାମିନରେ ଆସିଥିବା ଅଭିଯୁକ୍ତକୁ ଗୁଳିମାଡ଼ ହୋଇଥିବା ଜଣାପଡିଛି। ବାଇକ୍‌ରେ ଆସି ୩ ଜଣ ଯୁବକ ଗୁଳି କରି ଫେରାର ହୋଇଯାଇଛନ୍ତି। ପୂର୍ବ…

ଆଜି ହୋଇଥାନ୍ତା ବାହାଘର ହେଲେ ରାତିରେ ହେଲା ଗୁଳିମାଡ଼: ଗୁରୁତର ଅବସ୍ଥାରେ ଯୁବକ ମେଡ଼ିକାଲରେ ଭର୍ତ୍ତି

ଗଞ୍ଜାମ: ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ଯୁବକଙ୍କ ଉପରକୁ ଗୁଳିମାଡ଼ । ମାଣିକପୁରର ଜିତେନ୍ଦ୍ର ବାରିକଙ୍କ ଉପରକୁ ଗୁଳିମାଡ଼  ହେବା ପରେ ତାଙ୍କ ଘର ଉପରକୁ ବୋମା ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଗୁରୁତର ଆହତ ହୋଇଛନ୍ତି…

ନୂଆପଡା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ଟେଣ୍ଡରକୁ ନେଇ ଗୁଳିକାଣ୍ଡ, ଜଣେ ଠିକାଦାର ଆହତ

ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ଟେଣ୍ଡରକୁ ନେଇ ଗୁଳିକାଣ୍ଡରେ ପବନ ଅଗ୍ରଓ୍ଵାଲ ନାମକ ଜଣେ ଠିକାଦାର ଆହତ  । ଟେଣ୍ଡର ପ୍ରକ୍ରିୟା ଚାଲିଥିବା ବେଳେ ଏକ ଇନୋଭା ଗାଡିରେ ୩ଜଣ ଯୁବକ ଆସି ଉନ୍ମତ୍ତକାଣ୍ଡ ଘଟାଇଥିଲେ । ଖଡିଆଳ ପୋଲିସ ପହଞ୍ଚି…

ଜର୍ମାନୀର ହନାଉ ସହରରେ ଥିବା ଏକ ବାର୍‌ରେ ବିଳମ୍ବିତ ରାତିରେ ଗୁଳିମାଡ: ୮ ମୃତ, ୫ଗୁରୁତର

ଜର୍ମାନୀ: ଜର୍ମାନୀର ହନାଉ ସହରରେ ଥିବା ଏକ ବାର୍‌ରେ ଗୁଳିମାଡ । ବିଳମ୍ବିତ ରାତିରେ ହୋଇଥିବା ଏହି ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଜଣେ ଦୁର୍ବୃତ୍ତ ହନାଉ ସହରର ଶିଶା ବାର…

୨୦୨୦ରେ ଆରମ୍ଭ ହେବ‘‘ବଚ୍ଚନ ପାଣ୍ଡେ’’ର ସୁଟିଂ, ସୋସିଆଲ ମିଡ଼ିଆରେ ପୋଷ୍ଟର ସେୟାର କଲେ ଅକ୍ଷୟ

ବଲିଉଡ୍‌ର ଖିଲାଡି ମାଷ୍ଟର ଅକ୍ଷୟ କୁମାରଙ୍କୁ ଖୁବ୍‌ଶୀଘ୍ର ଆଉ ଏକ ଦମ୍‌ଦାର ଆକ୍ସନ୍‌ ଫିଲ୍ମ ‘‘ବଚ୍ଚନ ପାଣ୍ଡେ’’ରେ ଦର୍ଶକମାନେ ଦେଖିବାକୁ ପାଇବେ। ଏନେଇ କିଛି ଦିନ ପୂର୍ବରୁ ଅକ୍ଷୟ ସୂଚନା ଦେଇଛନ୍ତି। ସାଜିଦ ନଦିଆଦଓ୍ଵାଲାଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମରେ ଫରହାଦ…

ଛୋଟ ପିଲାଙ୍କ ହାତରେ ବନ୍ଧୁକ ଦେବା ଅଭିଭାବକଙ୍କୁ ପଡିଲା ମହଙ୍ଗା, ମା’କୁ ଗୁଳି କରି ହତ୍ୟା କଲା ୭ ବର୍ଷର ପୁଅ

ପଶ୍ଚିମ ମଙ୍ଗୋଲିଆରେ ଏକ ୩୯ ବର୍ଷୀୟ ମହିଳାଙ୍କୁ ତାଙ୍କ ୭ ବର୍ଷର ପୁଅ ଗୁଳିମାରି ହତ୍ୟା କରିଛି । ଘଟଣାଟି ଗୋଵି-ଅଲତାଇ ପ୍ରଦେଶରେ ଘଟିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଛୋଟପିଲାଟି ଭୁଲବଶତଃ ମାରିଥିବା ଗୁଳିରେ ତାଙ୍କ ମା' ଙ୍କର ମୃତ୍ୟୁ ଘଟିଛି ଏବଂ ଏହି ଦୁର୍ଘଟଣାରେ ପିଲାଟିର ୫…

କନ୍ଧମାଳ: ଚକାପାଦ ବ୍ଲକ କାମେରିକିଆ ଗାଁରେ ଅଘଟଣ, ବଣରୁ କାଠ ସଂଗ୍ରହ ବେଳେ ଜଣକୁ ଗୁଳିମାଡ଼

କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ କାମେରିକିଆ ଗାଁରେ ଅଘଟଣ । ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ଗୁଳି ମାଡରେ ଜଣେ ଆହତ । ଆହତ ହେଲେ ସେହି ଗାଁର ଜନକ ମଲ୍ଲିକ୍‌ । ଗାଁ ନିକଟସ୍ଥ ମାଣିଆକିଆ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରୁଥିବା ବେଳେ ଜନକଙ୍କ ବାମ ଗୋଡ ଜଂଘରେ ଏକ ଗୁଳି…