Browsing Tag

shop

ଜଳିଗଲା ୪ ମହଲା କସମେଟିକ୍ସ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ

ବାଲେଶ୍ବର:   ଭୟାବହ ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳିଗଲା ଦୋକାନ । ବାଲେଶ୍ବରର ସବୁଠୁ ବଡ଼ କସମେଟିକ୍ସ ଦୋକାନରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ୪ ମହଲା କୋଠା ଭସ୍ମୀଭୂତ ହୋଇଯାଇଛି । ସୋରୁମ ବାହାରେ ଥିବା ଟ୍ରାନ୍ସଫର୍ମର ମଧ୍ୟ ଜଳୁଛି । ନିଆଁ ଲାଗି ଦୋକାନରେ ଥିବା ଲକ୍ଷ ଲକ୍ଷ ଟଙ୍କାର…

ଗଛକୁ ଧକ୍କାଦେଇ ଦୋକାନ ଉପରେ ମାଡିଗଲା ଟ୍ରକ, ଡ୍ରାଇଭର ଫେରାର

ବଲାଙ୍ଗିର: ଦୋକାନ ଉପରେ ମାଡିଗଲା ଟ୍ରକ। ବଲାଙ୍ଗିର ପ୍ୟାଲେସ ଲାଇନରେ ଟ୍ରକ ଦୁର୍ଘଟଣା । ପ୍ରଥମେ ଗଛକୁ ଧକ୍କାଦେଇ ଦୋକାନ ଉପରକୁ ମାଡ଼ିଗଲା ଆଲୁମିନିୟମ ବୋଝେଇ ଟ୍ରକ । ଜାତୀୟ ରାଜପଥ ୨୬ କଡରେ ଥିବା ଦୋକାନ ଭାଙ୍ଗିି ଚୁରମାର ହୋଇଯାଇଛି । ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଫେରାର ହୋଇଯାଇଛି ।…

ବିଏମସି ଭାଙ୍ଗିଦେଲା ଦୋକାନ ଘର, ରାସ୍ତାକଡ଼ରେ କାନ୍ଦୁଛନ୍ତି ମହିଳା

ରାସ୍ତା କଡ଼ଟାରେ ଜଣେ ମହିଳା ଭୋ ଭୋ ହୋଇ କାନ୍ଦୁଥାଆନ୍ତି । ଧୈର୍ଯ୍ୟ ରହୁ ନଥାଏ । ତାଙ୍କ ଦୁଃଖ ଶୁଣିଲେ ଆପଣ ବି କାନ୍ଦି ପକାଇବେ । କାନ୍ଦି କାନ୍ଦି କହୁଥାଆନ୍ତି ହେ ଜଗନ୍ନାଥ ସେମାନଙ୍କର ବଂଶ ବୁଡିଯାଉ l ଯେଉଁ ମାନେ ଏମିତି କରି ମୋ ସଂସାର ଉଜାଡିଛନ୍ତି । ମୋ ପିଲା ଛୁଆଙ୍କ ଭୋକିଲା…

ପାନ ଦୋକାନରେ ଲାଗିଲା ନିଆଁ, ମହିଳା ଜୀବନ୍ତ ଦଗ୍ଧ

ପଟ୍ଟାମୁଣ୍ଡାଇ: ଦୋକାନ ସହ ଜଳିଗଲେ ମହିଳା । ପାନ ଦୋକାନରେ ନିଆଁ ଲାଗି ଅଘଟଣ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବକ୍ତରପୁର ଛକରେ ଏଭଳି ଘଟଣା ଘଟିଛି । ଆଜି ସକାଳେ ଦୋକାନ ଖୋଲି ଧୂପ ଦେବା ପରେ ପାଖରେ ବିକ୍ରି କରିବାକୁ ରଖିଥିବା ପେଟ୍ରୋଲରେ ନିଆଁ ଲାଗିବାରୁ ଅଗ୍ନିକାଣ୍ଡ…

ବରା, ପିଆଜିରେ ମାରୁଛି କରେଣ୍ଟ: ଝଟକା ଖାଇଲେ ଦୋକାନୀ ଓ ଗ୍ରାହକ

ଭୁବନେଶ୍ୱର (କେନ୍ୟୁଜ): ଆଉ ଟିକେ ବିଳମ୍ବ ହୋଇଥିଲେ ହୁଏତଃ ଜୀବନ ଚାଲି ଯାଇଥାନ୍ତା। ବିଦ୍ୟୁତ ଆଘାତରେ ଏକାଧିକଙ୍କ ମୃତ୍ୟୁ ଘଟିଥାନ୍ତା। କିନ୍ତୁ ବଞ୍ଚିଗଲା ଜୀବନ। ବର୍ଷା ଯୋଗୁ ଆର୍ଥିଂରେ ସଟସର୍କିଟ୍ ହୋଇଥିଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଅଶୋକ ନଗର ଠାରେ ଥିବା…

ଆଜି ଧନ୍‌ତେରସ୍‌: ସୁନା ଓ ରୁପା ଗଢାମୂଲ୍ୟରେ ଆକର୍ଷଣୀୟ ରିହାତି ଦେଉଛନ୍ତି ଦୋକାନୀ

ଭୁବନେଶ୍ୱର (କେନ୍ୟୁଜ):  ଆଜି ଧନ୍‌ତେରସ୍‌ । ଦୋକାନରେ ଜମୁଛି ଭିଡ଼ । ଧନତେରାସ ପାଇଁ ଗହଣା ବ୍ୟବସାୟୀଙ୍କ ପକ୍ଷରୁ ଆକର୍ଷଣୀୟ ଅଫର ଦିଆଯାଇଛି । ସୁନା ଚାହିଦା ୬୦ ପ୍ରତିଶତ ବଢିଛି । ଧନତେରାସ୍‌ରେ ସୁନାଗହଣା ବିକ୍ରୀ ଗତବର୍ଷ ତୁଳନାରେ ୫୦ ପ୍ରତିଶତ ବଢିବ ବୋଲି ଆଶା ରହିଛି । ଗ୍ରାହକଙ୍କୁ…

ବ୍ଯବସାୟୀ ସଂଘର ବଡ଼ ନିଷ୍ପତ୍ତି, ଅପରାହ୍ନ ୨ ଟାରୁ ସକାଳ ୫ ଟା ଯାଏଁ ବନ୍ଦ ରହିବ ସବୁ ଦୋକାନ ବଜାର

ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହି ବ୍ଯବସାୟୀ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସହରରେ କରୋନା ସଂକ୍ରମଣକୁ ଦେଖି ଆଗାମୀ ୧୭ ଦିନ ପାଇଁ ଦୋକାନ ବଜାର ଖୋଲିବା ସମୟକୁ କମାଇବା ପାଇଁ ନିଷ୍ପତ୍ତି ନେଇଛି ସଂଘ। ଆଗାମୀ ୧୭ ଦିନ ଯାଏଁ ବଡବଜାର ଅପରାହ୍ନ ୨…

ଖାଇବାକୁ ନେଇ ବଚସା ହେବାରୁ ଦୋକାନ ଉପରକୁ ବୋମା ମାଡ଼

ଚାନ୍ଦବାଲି(କେନ୍ଯୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଞ୍ଚପଡ଼ା ଏକ ଦୋକାନ ଉପରକୁ ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ କରାଯାଇଥିବା ଅଭିଯୋଗ । ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସି। ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଦୋକାନ କରିଥିବା ଉମାକାନ୍ତ ସାହୁଙ୍କ ସହିତ ଦୁଇ ଜଣ ଯୁବକଙ୍କ…

ଭୁବନେଶ୍ବର : ବନ୍ଦ ଥିବା ଫାଷ୍ଟଫୁଡ୍‌ ଦୋକାନରୁ ମୃତଦେହ ଉଦ୍ଧାର

ଭୁବନେଶ୍ବର (କେ ନ୍ୟୁଜ୍‌) : ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟରେ ଏକ ଫାଷ୍ଟ ଫୁଡ ଦେକାନ ଭିତରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି ନୟାପଲ୍ଲୀ ପୋଲିସ । ପାଞ୍ଚଦିନ ହେବ ଏହି ଫାଷ୍ଟ ଫୁଡ ଦୋକାନଟି ବନ୍ଦ ଥିଲା । ହେଲେ ଆଜି ସକାଳୁ ସ୍ଥାନୀୟ ଲୋକମାନେ ଦୋକନ ଭିତରୁ ଦୁର୍ଗନ୍ଧ ବାରି…