ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଦୋକାନ
ଭୁବନେଶ୍ୱର : ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ। ଜଳିଗଲା ଦୋକାନ। ଭରତପୁର ଥାନା କଳିଙ୍ଗ ଷ୍ଟୁଡିଓ ଛକରେ ବଡ଼ ଧରଣର ଅଗ୍ନିକାଣ୍ଡ। ଜଳିଗଲା ତାରିଣୀ ମାର୍କେଟର ରାସ୍ତା କଡ଼ରେ ଥିବା ଦୋକାନ। କଳିଙ୍ଗ ଷ୍ଟୁଡିଓ ଛକ ଉପରେ ଥିବା ମାର୍କେଟରେ ଲାଗିଲା ଭୟାବହ ଅଗ୍ନିକାଣ୍ଡ I ଜଳି ପୋଡି ପାଉଁଶ ହୋଇଛି…