ଦୁଇ ଶହ ଟଙ୍କା ପାଇଁ ନିସ୍ତୁକ ମାଡ଼, ଗ୍ରାହକଙ୍କ ମୁଣ୍ଡ ଫଠାଇଲେ ଦୋକାନୀ
ପାରାଦୀପ (କେନ୍ୟୁଜ): ଦୁଇ ଶହ ଟଙ୍କା ପାଇଁ ନିସ୍ତୁକ ମାଡ଼। ଗ୍ରାହକଙ୍କ ମୁଣ୍ଡ ଫଠାଇଲେ ଦୋକାନୀ। ଗୁରୁତର ଅବସ୍ଥାରେ ଗ୍ରାହକ ପ୍ରଶାନ୍ତ କୁମାର ଜେନାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏନେଇ ପରିବାରଲୋକେ ପାରାଦୀପ ଲକ ଥାନାରେ ଏତଲା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ପାରଦୀପଗଡ଼…