ଖୋର୍ଦ୍ଧାରେ ବୁଲିବ ବୁଲଡୋଜର, ଉଚ୍ଛେଦ ହେବେ ଉଠା ଦୋକାନୀ
ଖୋର୍ଦ୍ଧା: ଖୋର୍ଦ୍ଧାରେ ବୁଲିବ ବୁଲଡୋଜର । ଉଚ୍ଛେଦ ହେବେ ଉଠା ଦୋକାନୀ । ଲାଗୁ ହେଲା ୧୬୩ ଧାରା । ବ୍ୟାଙ୍କ ଛକ ଟ୍ରାଫିକ ଠାରୁ ମାଡୁହାଳିପାଟି ଯାଏ ୧୬୩ ଲାଗୁ ହୋଇଛି । ଖୋର୍ଦ୍ଧାରେ ନୂଆ ବସଷ୍ଟାଣ୍ଡ ଠାରୁ ବ୍ୟାଙ୍କ ଛକ ଯାଏ ଉଠିବେ ଦୋକାନୀ । ଅସ୍ଥାୟୀ ମାର୍କେଟ ଓ ଉଠା ଦୋକାନ ଉଚ୍ଛେଦ…