Browsing Tag

Short circuit

ରାତିରେ ଫାଟିଲା ଫ୍ରୀଜ୍: ଜୀଅନ୍ତ ଜଳିଗଲେ ଦମ୍ପତି, ଅଳ୍ପକେ ବର୍ତ୍ତିଗଲେ ୨ ପୁଅ

କେନ୍ଦୁଝର (କେନ୍ୟୁଜ): ଘର ଭିତରେ ଜୀଅନ୍ତା ଜଳିଗଲେ ଦମ୍ପତି । ଅଳ୍ପକେ ବର୍ତିଗଲା ପୁଅ । କେନ୍ଦୁଝର ଜିଲ୍ଲା, ବାମେବାରୀ ଥାନା, ବଳଦା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ମୃତ ଦମ୍ପତି ହେଲେ, ପୂର୍ଣ୍ଣଚନ୍ଦ୍ର ଦେହୁରୀ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ଦେହୁରୀ । ଗତ ରାତିରେ ଏହି ଅଭାବନୀୟ ଘଟଣା…

ବିଦ୍ୟୁତ ସଟ ସର୍କିଟ ଯୋଗୁ ଜଳିଗଲା ଟିଭି, ଅଳ୍ପକେ ବର୍ତ୍ତିଲେ ମା’ ଓ ୧୨ ମାସର ଶିଶୁ

ଦାରିଙ୍ଗବାଡ଼ି(କେନ୍ଯୁଜ୍): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କିରିକୁଟୀ ପଞ୍ଚାୟତର ପାଙ୍ଗାଲାମାହା ଗ୍ରାମ ନିକଟ ସମାଡଗା ସାହିରେ ଘଟିଯାଇଛି ଏକ ଅଭାବନିୟ ଘଟଣା। ବିଦ୍ୟୁୁତ୍‍ ଅଚାନକ ଭାବେ ୨୨୦ ଭୋଲ୍ଟେଜ ରୁ ବଢି ହାଇ ଭୋଲ୍ଟେଜ ହୋଇଯାଇଥିଲା ଯାହା ଫଳରେ ଗ୍ରାମରେ ବ୍ୟବହାର କରୁଥିବା…

ସଟ ସର୍କିଟ ଯୋଗୁ ଅଘଟଣ: ଠିଆ ଠିଆ ଜଳିଗଲା ଦଶ ଚକିଆ ଟ୍ରକ

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଟୋଲଗେଟ ନିକଟରେ ଆଜି ସକାଳେ ଏକ ଦଶ ଚକିଆ ଟ୍ରକ ଜଳିଯାଇଛି। ଟ୍ରକଟି ଟୋଲଗେଟ ନିକଟରେ ଠିଆ ହୋଇଥିବା ବେଳେ ସଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଟ୍ରକଟି ଦୀର୍ଘ ସମୟ ଜଳୁଥିବା…

ବ୍ରହ୍ମପୁର ସହରର ଲୋଚାପଡ଼ାରେ ଅଘଟଣ, ସଟ ସର୍କିଟରୁ ଚାଲିଗଲା ଲୋଚାପଡ଼ା ସମବାୟ ସମିତି ସେକ୍ରେଟାରୀଙ୍କ ଜୀବନ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ସହରର ଲୋଚାପଡ଼ା ସେବା ସମବାୟ ସମିତି ଲିମିଟେଡ୍ ଡିପୋଜିଟ୍ କାଉଣ୍ଟର ପରିସରରେ କମ୍ପୁଟର ସଟ ସର୍କିଟ ହେବା ଯୋଗୁଁ ଜଣେ କର୍ମଚାରୀଙ୍କ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତ ବରଣ କରିଥିବା କର୍ମଚାରୀ ଜଣକ ହେଲେ ଲୋଚାପଡ଼ା ସମବାୟ ସମିତିର ସେକ୍ରେଟାରୀ…

କନ୍ଧମାଳ: ଅଗ୍ନିକାଣ୍ଡରେ ଆହତ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ କେଳାପଡା ପଞ୍ଚାୟତର ଗେରୁପଡା ଗାଁର ଅଗ୍ନିକାଣ୍ଡରେ ଆହତ ବେହେରା ପରିବାରଙ୍କୁ ସାଂସଦ ଡକ୍ଟର ଅଚ୍ୟୁତ ସମାନ୍ତଙ୍କ ଆର୍ଥିକ ସହାୟତା । କର୍ମଚାରୀଙ୍କ ଜରିଆରେ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ଡକ୍ଟର ସାମନ୍ତ । ସଂସଦ…

କନ୍ଧମାଳ: ସର୍ଟ ସର୍କିଟ୍‌ ଯୋଗୁ ଗୋଟିଏ ପରିବାରର ଜଣେ ମୃତ, ତିନି ଜଣ ଗୁରୁତର ଆହାତ

କନ୍ଧମାଳ(କେନ୍ୟୁଜ୍): ସର୍ଟ ସର୍କିଟ୍‌ ଯୋଗୁ ପୋଡି ଗଲେ ପରିବାରର ୪ ଜଣ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଫିରିଙ୍ଗିଆ ବ୍ଲକ ଗେରୁପଡ଼ା ଗାଁରେ । ଗତକାଲି ରାତିରେ ଶୋଇଥିବା ବେଳେ କୌଣସି କାରଣରୁ ସର୍ଟ…