ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ : ସ୍ତ୍ରୀ ମୃତ, ବାପା-ଝିଅ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି
ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଅସ୍ଥାୟୀ କଲୋନୀର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟ ସର୍କିଟରୁ ନିଆଁ ଲାଗିଛି । ନିଆଁ ଗୋଟେ ଘରୁ ଆଉ ଗୋଟେ ଘରକୁ ଡେଇଁ ଏମିତି ୮ ବଖରା ଘରକୁ ପୋଡି ଛାରଖାର କରିଦେଇଛି ।
ଏହି ଅଗ୍ନିକାଣ୍ଡରେ ଜଣେ ୫୦ ବର୍ଷୀୟା…