ଆଶ୍ଚର୍ଯ୍ୟ: ମା’ ହେଲେ ୧୧୫ ସେମି ଉଚ୍ଚ ମହିଳା, ଜନ୍ମ ଦେଲେ ୪୫ ସେମିର ଛୁଆ
ପ୍ରେମର କୌଣସି ସୀମା ନାହିଁ। ପ୍ରେମ କରୁଥିବା ବ୍ୟକ୍ତି ସବୁ ପରିସ୍ଥିତିରେ ବି ନିଜ ସାଥୀର ସାଥ୍ ଦେଇଥାଏ। ସେମିତି କିଛି ହୋଇଛି ମାଲେସିଆର ଟେରେଙ୍ଗଗନୁ ନିବାସୀ ଏକ ଯୋଡ଼ିଙ୍କ ସହ। ଏହି କପଲ ନିଜ ଉଚ୍ଚତା ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। କାରଣ ଏମାନଙ୍କ ଉଚ୍ଚତା ମଧ୍ୟରେ ଆକାଶ ପାତାଳ ଫରକ…