Browsing Tag

shortage of food

ଗମ୍ଭୀର ଖାଦ୍ୟ ସଙ୍କଟ ଦେଇ ଗତି କରୁଛି ଉତ୍ତର କୋରିଆ, କିଲୋ ପ୍ରତି ୩,୦୦୦ ଟଙ୍କାରେ ବିକ୍ରି ହେଉଛି କଦଳୀ!

ଉତ୍ତର କୋରିଆରେ ଗମ୍ଭୀର ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଛି। ଅବସ୍ଥା ଏମିତି ହୋଇଯାଇଛି କି, ଲକ୍ଷ ଲକ୍ଷ ଲୋକଙ୍କୁ ଗତ କିଛି ଦିନରୁ ଖାଦ୍ୟ ସୁଦ୍ଧା ମିଳିପାରି ନାହିଁ। ଉତ୍ତର କୋରିଆର ସୁପ୍ରିମ ଲିଡର କିମ ଜୋଙ୍ଗ ଉନ ପ୍ରଥମ ଥର ଔପଚାରିକ ରୂପେ ଏହାକୁ ସ୍ୱୀକାର କରିଛନ୍ତି କି, ତାଙ୍କ ଦେଶ ଗମ୍ଭୀର…