ଦେଶର ସବୁଠୁ ଛୋଟ ରେଳ ମାର୍ଗ, ୮ ମିନିଟ୍ରେ ଦେବାକୁ ପଡିଥାଏ ୮୦୦ ଟଙ୍କା
ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ନିଜର ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଭାରତୀୟ ରେଳବାଇକୁ ବାଛିଥାନ୍ତି । ଏହା ଦେଶର ଅଗ୍ରଗତିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି। ଏଠାରେ ପ୍ରତ୍ୟେକ ଦିନ ଏକା ସାଙ୍ଗରେ ଅନେକ ଘଟଣା ଘଟିଥାଏ , ଯେମିତିକି ଅଧିକ ବେଗରେ ଚାଲୁଥିବା ଟ୍ରେନ୍, ବ୍ୟସ୍ତବହୁଳ ଯାତ୍ରୀ,…